ଶନିଙ୍କ ଗୋଚର, ମେଷ ରୁ ମୀନ… ଆଉ ମାତ୍ର 2 ଦିନ ପରେ 4ଟି ରାଶିରେ ଧନ ବର୍ଷା, ଆପଣଙ୍କ ରାଶି ଉପରେ କଣ ପଡିବ ପ୍ରଭାବ ଦେଖନ୍ତୁ

ଶନିଙ୍କର ଚଳନ କେବଳ ରାଶି ମାନଙ୍କ ପାଇଁ ଖରାପ ହେ ତାହା ନୁହେଁ । ଶନିଙ୍କୁ କର୍ମର ଫଳଦାତା ଭାବେ ବିଚାର କାରଜାଏ । ବ୍ୟକ୍ତି ଭଲ କର୍ମ କରିଲେ ଶନି ଭଲ ପରିଣାମ ଓ ଖରାପ କର୍ମ ଖରାପ ପରିଣାମ ଭଗବାନ ଶନି ଦେଇଥାନ୍ତି । ଯେଉଁ ମାନେ ସଠିକ ଭାବରେ କର୍ମ କରିଥାନ୍ତି ସେମାନଙ୍କ ଉପରେ ଗ୍ରହ ମାନଙ୍କର ଶୁଭ ପ୍ରଭାବ ସେତେଟା ପଡେ ନାହି । ପ୍ରତେକ ଗ୍ରହ ମାନଙ୍କର ସହଯୋଗ ସେମାନଙ୍କୁ ଅଧିକ ଫଳ ଦେଇଥାଏ ଯେଉଁ ମାନେ ନିଜର କର୍ମ ଠିକ ରଖିଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୯ ଜୁଲାଇରୁ ମେଷରୁ ମୀନ ରାଶିକୁ ଶନି ଗୋଚର କରିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ୧୨ଟି ରାଶିର ସମୟ କେମିତି ରହିବ ।

ମେଷ ରାଶି : ଆପଣଙ୍କ ପାଇଁ ଶନିଙ୍କ ବକ୍ରୀ ଅବସ୍ଥା କର୍ମ କ୍ଷେତରେ ବିଳମ୍ବରେ ଯୋଗ ଆଣିବ । ଯେଉଁ କର୍ମ କରିବେ ସେଥିରେ ବାଧା ଦେଖାଯିବ । ଆୟ ବ୍ୟୟ ସମାନ ରହିବ । ପାରିବାରିକ ଜୀବନ ସୁଖରେ କଟିବ ।

ବୃଷ ରାଶି : ଏହି ସମୟରେ ଆପଣଙ୍କ ଠାରେ ଅସ୍ଥିରତା ଦେଖାଯିବ । କର୍ମ କ୍ଷେତ୍ରରେ କଷ୍ଟସାଧ୍ୟ ଓ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ସମ୍ଭାବନା କମ ରହିବ ।

ମିଥୁନ ରାଶି : ଆପଣଙ୍କ ପାଇଁ ସମୟ ନାନା ସମସ୍ୟାରେ ବ୍ଯତୀତ ହୋଇପାରେ । କର୍ମ କ୍ଷେତ୍ରରେ ବିଦ୍ରୋହ ଦେଖା ଯାଇପାରେ । କର୍ମଚାରୀଙ୍କ ଠାରୁ ଯଥା ସମ୍ଭବ ଦୂରରେ ରୁହନ୍ତୁ ।

କର୍କଟ ରାଶି : ଆପଣଙ୍କୁ ପ୍ରତେକ କାର୍ଯ୍ୟ ହାସଲ କରିବା ପାଇଁ ଅଧିକରୁ ଅଧିକ କଷ୍ଟ କରିବାକୁ ପଡିବ । ନିର୍ମାଣଧିକାର କାର୍ଯ୍ୟ ଶେଷ କରିବେ । ପାରିବାରିକ ମାହୋଲ ପ୍ରୀତିପୂର୍ଣ୍ଣ ରହବ ।

ସିଂହ ରାଶି : ଧର୍ମ କାର୍ଯ୍ୟ ସମ୍ପାଦନ କରିବେ । ଆପଣ ଧାର୍ମିକ ପ୍ରବୃତ୍ତି ରେ ଅଧିକ ରହିବେ । ଚାକିରିରେ ପଦ ମର୍ଯ୍ୟାଦା ଓ କଳା ପ୍ରତି ଆକ୍ରୁଷ୍ଟ ରହିବେ । ବ୍ୟବସାୟରେ ଲାଭ କମ ରହିବ ।

କନ୍ୟା ଅଶି : ଏହି ସମୟରେ ଆପଣଙ୍କ ପାଇଁ ଦୂର ଯାତ୍ରା ରହୁଛି । ସେହି ଯାତ୍ରା ଆପଣଙ୍କର ସଫଳ ହେବାର ସମ୍ଭାବନା କମ ରହିଛି ।

ତୁଳା ରାଶି : ଆପଣଙ୍କ ପାଇଁ ଶନିଙ୍କ ଚାଳନ କ୍ଷୟକ୍ଷତିର ସୂଚନା ମିଳୁଛି । କାର୍ଯ୍ୟ ହାନିର ଯୋଗ ରହିଛି । ସ୍ଵାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ ।

ବିଛା ରାଶି : ଦୁର୍ଘଟଣାର ଯୋଗ ରହିଛି । ତେଣୁ ସାବଧାନ ରୁହନ୍ତୁ । ଚଉର ଭୟର ଆଶା ରହିଛି । ବିଦ୍ୟାର୍ଥୀ ଭଲ ପ୍ରଦର୍ଶନ କରିବେ ।

ଧନୁ ରାଶି : ଆପଣଙ୍କ ପାଇଁ ସମୟ ମିଶ୍ରିତ ରହିଲେ ବି ଜିଦିରେ ଅଟଳ ରହି କାର୍ଯ୍ୟ ହାସଲ କରିବେ । ବିବାଦରେ କ୍ଷତି ଘଟିବ ।

ମକର ରାଶି : ଆପଣଙ୍କ ପାଇଁ ସମୟ ସାମାନ୍ୟ ରହିବ । କର୍ମ କ୍ଷେତ୍ରରେ ଅଭବ ଲାଗି ରହିବ । ବ୍ୟବସାୟରେ ଲାଭବାନ ହେବେ ।

କୁମ୍ଭ ରାଶି : ଶନିଙ୍କ ଗୋଚର ଆପଣଙ୍କ ପାଇଁ ମିଳାମିଶା ରହିବ । ଭ୍ରମଣରେ କ୍ଷତି ହୋଇପାରେ । ପାରିବାରିକ ଅସହଯୋଗ ମିଳିବ ।

ମୀନ ରାଶି : ଶୁଭ ମଙ୍ଗଳ କାର୍ଯ୍ୟ ସମ୍ପାଦିତ ହେବ । ପାରିବାରିକ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *