ଏହି ମାସରେ 4ଟି ରାଶିରେ ଭୟଙ୍କର ଘଟଣା, ଘଟିପାରେ ବଡ ଅଘଟଣ… ରୁହନ୍ତୁ ସତର୍କ!

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଗୋଟି ରାଶି ରହିଛି । ଏହି ୧୨ଗୋଟି ରାଶି ମାନଙ୍କର ରାଶି ଚଳନ ଗ୍ରହ ମାନଙ୍କର ସିଧା ପ୍ରଭାବ ଏମାନଙ୍କ ଉପରେ ପଡିଥାଏ । ପ୍ରତେକ ବ୍ଯକ୍ତିର କୁଣ୍ଡଳୀ ଏହି ରାଶି ମାନଙ୍କ ସହ ଜଡିତ ହୋଇ ରହିଥାଏ । ଏହାର ପ୍ରଭାବ ଶୁଭ ବା ଅଶୁଭ ପ୍ରଭାବ ପକାଇଥାଏ । ପ୍ରତେକ ଦିନ କିଛି ନା କିଛି ପରିବର୍ତ୍ତନ ଘଟୁଛି । ଆଜି ଠାରୁ ଏହି ୪ଟି ରାଶି ମାନଙ୍କ ଜୀବନରେ ସତର୍କ ରହିବାକୁ ପଡିବ ବୋଲି ଶାସ୍ତ୍ରରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମିଥୁନ ରାଶି : ଆପଣଙ୍କର ଲୋକପ୍ରିୟତା ହ୍ରାସ ପାଇବ । ନିଜର ଆସ୍ଥା ହରାଇବେ । ଆକସ୍ମିକ କୌଣସି ଅସୁବିଧାରେ ପଡିବେ । ଆର୍ଥିକ କ୍ଷତି ସହ୍ୟ କରିବେ । ପାଇଥିବା ଦ୍ରବ୍ଯ ହରାଇବେ । କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ । ପରିବାରରେ ଜଞ୍ଜାଳ ଓ ଖର୍ଚ୍ଚ ବଢିବାରୁ ଆପଣ ବିଚଳିତ ରହିବେ । ଆପଣ ଅନ୍ୟ ମାନଙ୍କ ପାଇଁ ଅସୁବିଧାରେ ପଡିବେ । ପ୍ରତିକାର ପାଇଁ ଗାଈକୁ ସବୁଜ ଘାସ ବା ଅନ୍ୟ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି : ଆପଣଙ୍କର ମାନସିକ ଅସାନ୍ତି ବଢିପାରେ । ଦୂର ବନ୍ଧୁ ଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଯଥା କାମରେ ଟଙ୍କା ବିନୋଯୋଗ କରିବେ । କୌଣସି ଜାଗାରୁ ଅପମାନିତ ହେବ । ଅବାଞ୍ଛିତ ସ୍ଥିତି ରେ ପଡିବେ । ଶାରୀରିକ କଷ୍ଟ ଭୋଗିବେ । ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅର୍ଣ୍ଣ ବା କିଛି ବସ୍ତୁ ଦାନ କରନ୍ତୁ ।

ମିନ ରାଶି : ଅର୍ଥ ଅଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ହେବ । ମାନ ସମ୍ମାନରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହି । ପରିବାରରେ ବିଶୃଙ୍ଖଳା ବଢିପାରେ । ଉଚ୍ଚ ଅଧିକାରୀଙ୍କ ଚାପ ଆପଣଙ୍କ ଉପରେ ପଡିପାରେ । ଆଳସ୍ୟ ଅନୁଭବ କରିବେ ।

ଅଚାନକ ଦୁର୍ଘଟଣା ଗ୍ରସ୍ତ ହୋଇ ପାରନ୍ତି । ଅଚାନକ ଉଦ୍ବେଗ ବଢିପାରେ । ତେଣୁ ସାବଧାନ ରୁହନ୍ତୁ । କାର୍ଯ୍ୟରେ ଅବନତି ଘଟିବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତେକ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯିବା ସହ ହନୁମାନ ଚାଳିଶା ପାଠ କରନ୍ତୁ ।

ବିଛା ରାଶି : ଭୟଭୀତ ଅବସ୍ଥାରେ ସମୟ ବ୍ଯତୀତ ହେବ । ବହୁତ ଦିନ ହେବ ଅନୁସନ୍ଧାନରେ ବିଫଳ ହେବେ । ଯାତ୍ରା ରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟସ୍ତତା ଭିତରେ ସମୟ ବ୍ଯତୀତ ହେବ । ମାନସିକ ଚାପ ବଢିପାରେ । ଗୃହରେ କ୍ଲେଶ ଦେଖା ଯାଇପାରେ । ଅଭାବ ଅନଟନରେ ଦିନ କଟିବ । ବିଶ୍ବସା ଘାତକତାର ଶିକାର ହେବେ । ନିଜର ଦେହ ଉପରେ କଷ୍ଟ ରହିଛି ତେଣୁ ସତର୍କ ରୁହନ୍ତୁ । ଆପଣଙ୍କର ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତି ଙ୍କୁ ସାହାଜ୍ଯ ବା ବସ୍ତ୍ର ଦାନ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *