ଜୁନ ୧ ପର୍ଯ୍ୟନ୍ତ ବଢିଲା ଲକଡାଉନ, ଲାଗୁହେଲା ନୂଆ ନିୟମ- ଦେଖନ୍ତୁ କଣ ଖୋଲା କଣ ବନ୍ଦ

କ-ରୋ-ନା ପରିସ୍ଥିତି ଖ-ରା-ପ ହବାର କେନ୍ଦ୍ର ସରକାର ଆଉ ରାଜ୍ୟ ସକରାକ ଲ-କ-ଡା-ଉ-ନ ସ-ଟ-ଡାଉନ ପାଇଁ ଆଦେଶ ଦେଇଥିଲେ । ଯାହା ପରେ କେନ୍ଦ୍ର ସରକାର ଏହା ରାଜ୍ୟ ସରକାର ଉପରେ ଛାଡି ଦେଇଛି ।

ଯେ ରାଜ୍ୟରେ କ-ରୋ-ନା ସଂ-କ୍ର-ମ-ଣ ଅନୁଯାଇ ରାଜ୍ୟ ସରକାର ଏହା ନିଷ୍ପତ୍ତି କରନ୍ତୁ ଯେ ତାଙ୍କ ଲ-କ-ଡା-ଉ-ନ କେତେ ଦିନ ରଖିବାର ଅଛି ଆଉ କେମିତି କଣ ନାଗରିକ ମାନଙ୍କୁ ସଜାଗ କରିବାର ଅଛି । ତେବେ ଖବର ଅନୁଯାଇ ରାଜ୍ୟ ସରକାର ଲ-କ-ଡା-ଉ-ନ ଅବଧି  ପୁନଃଶ୍ଚ ୨ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରାଜ୍ୟର ବର୍ତମାନ କ-ରୋ-ନା ପରିସ୍ଥିତିକୁ ଅନୁଧ୍ୟାନ କରି ଲ-କ-ଡା-ଉ-ନର ଅବଧିକୁ ବୃଦ୍ଧି କରା ଯାଇଅଛି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବକ୍ତବ୍ୟ ଦେଇଛନ୍ତି ।

ତେବେ ଏହି ଅବଧି ଆସନ୍ତା ଜୁନ ମାସ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତର ରହିବା । ତେବେ ଏହି ଲ-କ-ଡା-ଉ-ନ ରେ କିଛି ପରିବର୍ତନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ସବୁ କଟକଣା ରହିବ ଏବଂ କେଉଁ ସବୁ କାର୍ଯ୍ୟ ଉପରେ କଟକଣା ରହିବ ନାହିଁ ।

୧ । ଏହି ୨ ସପ୍ତାହ ମଧ୍ୟରେ ଲୋକମାନେ ସକାଳ ୭ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରି ପାରିବେ ।

୨ । ବିବାହ ଓ ବ୍ରତ ଘରେ ଏକାଠି ବସି ଭୋଜିଭାତ ଖାଇ ପାରିବେ ନାହିଁ ।

୩ । ବିବାହରେ ସର୍ବୋଚ ୨୫ ଜଣ ଯୋଗ ଦେଇପାରିବେ ।

୪ । କୃଷି କାର୍ଯ୍ୟ, ମସଚ୍ଯ ପାଳନ ଏବଂ ଅନ୍ୟ ପରିବହନ କାର୍ଯ୍ୟ ପୂର୍ବ ପରି ଚାଲୁ ରହିବା ।

୫ । ସମସ୍ତ ହୋଟେଲ ବନ୍ଦ ରହିବା ସହିତ କେବଳ ଅନଲାଇନ ମାଧ୍ୟମରେ ଲୋକମାନେ ଖାଦ୍ଯ ଅର୍ଡର କରିପାରିବେ ।

୬ । ସମସ୍ତ ସରକାରୀ ଓ ବେସରକାରୀ କର୍ଜ୍ୟାଳୟ ଖୋଲା ରହିବା ଏବଂ କାର୍ଯ୍ୟରତ କର୍ମଚାରୀ ନିଜର ସମସ୍ତ ପରିଚୟ ପାତ୍ର ସରକାରଙ୍କୁ ଅବଗତ କରାଇବେ ।

୭ । ଉପଯୁକ୍ତ ପରିଚୟ ପାତ୍ର ବିନା କୌଣସି ବ୍ୟକ୍ତିଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିବ ନହିଁ ।

୮ । ରାଜ୍ୟରେ ସାପ୍ତାହିକ ଶଟଡାଉନ ବଳବତର ରହିବା ।

୯ । ସମସ୍ତ ଜନତା ପୂର୍ବ ପରି ନିୟମିତ ଭାବେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ଅଟେ ।

୧୦ । ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତା ମୂଳକ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

୧୧ । ଲ-କ-ଡା-ଉ-ନ ସମୟରେ କ-ରୋ-ନା ଟୀକାକରଣ ବ୍ୟବସ୍ଥା ପୂର୍ବ ପରି ଚାଲିବ ।

୧୨ । ଲ-କ-ଡା-ଉ-ନ କଟକଣା ନ ମାନୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ସହ ମୁଖ୍ୟ ଶାସନ ସଚିବ ରାଜ୍ୟ ବାସୀଙ୍କ ସୁରକ୍ଷା କାମନା କରିବା ସହ ସମସ୍ତଙ୍କୁ “ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ” ବୋଲି ଅନୁରୋଧ କରିଛନ୍ତି । ଯଦି ଲକଦଉନର ସମସ୍ତ ନିୟମ ମାନି ଚାଲିବା ତେବେ ଆମେ ନିଶ୍ଚିତ କ-ରୋ-ନାର ୨ୟ ଲହରୀ ସହ ଲଢିପାରିବା ବୋଲି ଶାସନ ସଚିବ ଆଶ୍ଵାସନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *