କ’ଣ କଳିଯୁଗ ସତ୍ୟଯୁଗ ଠାରୁ ଅଧିକ ଭଲ ଅଟେ ? Krishna Updesh

ବନ୍ଧୁଗଣ, ହିନ୍ଦୁ ଧର୍ମରେ ସମୟ କାଳଖଣ୍ଡ କୁ ୪ ଟି ଭାଗରେ ବିଭାକ୍ତ କରାଯାଇଅଛି । ଯେପରି ସତ୍ୟଯୁଗ, ତ୍ରେତା ଯୁଗ, ଦ୍ଵାପର ଯୁଗ, ଏବଂ କ-ଳି-ଯୁ-ଗ । ଏଥିମଧ୍ୟରୁ କ-ଳି-ଯୁ-ଗକୁ ମାନବ ଜାତିର ସବୁଠାରୁ ଶ୍ରା-ପି-ତ ଯୁଗ ମାନାଯାଇଅଛି । ସେହିଭଳି କିଛି ଅନ୍ୟଲୋକ ଏହାକୁ ଅ-ନ୍ତି-ମ ଯୁଗ ବୋଲି କହିଥାନ୍ତି । ବନ୍ଧୁଗଣ ଶ୍ରୀ ବିଷ୍ଣୁ ପୁରାଣରେ କ-ଳି-ଯୁ-ଗକୁ ମହାରୁଷି ବ୍ଯାସଦେବ ସବୁଠାରୁ ସର୍ବଶ୍ରେଷ୍ଟ ଯୁଗ ବୋଲି କହିଛନ୍ତି ।

ପରନ୍ତୁ ସେ ଏଭଳି କଣ ପାଇଁ କହିଛନ୍ତି ଏଭଳି କହିବାର ତାତ୍ପଜ୍ୟ କଣ ଅଟେ ? ଆସନ୍ତୁ ଜାଣିବା ତାହା ସମ୍ବନ୍ଧରେ କିଛି ବିଶେଷ କଥା । ବନ୍ଧୁଗଣ ବିଷ୍ଣୁ ପୁରାଣ ଅନୁସାରେ ଯେବେ ମହାରୁଷି ବ୍ଯାସଦେବ ଗଙ୍ଗାନଦୀ ରେ ସ୍ନାନ କରୁଥିଲେ, ସେତେବେଳେ କିଛି ରୁଷି ମୁନି ଗଣ ସେହିଠାରେ ପହଞ୍ଚିଲେ । ସେମାନେ ସେଠାରେ ଦେଖିଲେ ମହାରୁଷି ବ୍ଯାସ ଗଙ୍ଗାରେ ସ୍ନାନ କରୁଛନ୍ତି ।

ଯେତେବେଳେ ମହାରୁଷି ବ୍ୟାସଦେବ ଧ୍ୟାନ ଲଗାଇ ଛିଡା ହେଲେ, ସେହି ମୁହୂର୍ତ୍ତରେ କହିଲେ, ଯେ ଯୁଗ ମାନଙ୍କ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ଯୁଗ କ-ଳି-ଯୁ-ଗ ଅଟେ । ଏହା କହି ମହାରୁଷି ବ୍ଯାସ ପୁଣିଥରେ ଧ୍ୟାନରେ ଲାଗିଗଲେ । ଯୁଗ ମାନଙ୍କ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ କ-ଳି-ଯୁ-ଗ ଶୁଣି ସେଠାରେ ଏକ ବୃକ୍ଷ ମୂଳରେ ବସିଥିବା ଋଷିଗଣ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଏବଂ ସେ ଚିନ୍ତା କରିବାକୁ ଲାଗିଲେ ଯେ, ବ୍ଯାସ ହିଁ ଏଭଳି କହିବାର ଅର୍ଥ କଣ ଅଟେ ? କାରଣ ସେମାନେ ଶୁଣିଥିଲେ ଯେ ଯୁଗ ମଧ୍ୟରୁ ସବୁଠାରୁ ଶ୍ରା-ପି-ତ ଯୁଗ କ-ଳି-ଯୁ-ଗ ଅଟେ ।

ଏହାପରେ ଜେତେବେଳେ ମହାରୁଷି ବ୍ଯାସ ସ୍ନାନ କରି ବାହାରକୁ ବାହାରିଲେ, ତେବେ ରୁଷିମୁନି ବ୍ଯାସ ଙ୍କୁ ପଚାରିଲେ, ଯେ ଆପଣ କହିଲେ କ-ଳି-ଯୁ-ଗ ସବୁଠାରୁ ଶ୍ରେଷ୍ଠଯୁଗ ଅଟେ । ଏହାର କଣ ଅର୍ଥ ଅଟେ ? କାରଣ ଆପଣ ଭଳି ମହାରୁଷି କିଛି ଭି ଏଭିଳି ବିନା ତାତ୍ପଜ୍ୟରେ କହି ନଥାନ୍ତି । ଆମ୍ଭେମାନେ ଏହି ବିଷୟକୁ ବୁଝିବାକୁ ଚାହୁଁଅଛୁ ।

ମୁନି ମାନଙ୍କର ଏଭଳି ପଚାରିବାରୁ ମହାରୁଷି ବ୍ଯାସ ଦେବ ହସିକି ଉତ୍ତର ଦେଇ କହିଲେ, ହେ’ ଋଷିମୁନି ଯେଉଁ ଫଳ ସତ୍ୟଯୁଗ ରେ ୧୦ ବର୍ଷ ତପସ୍ୟା, ବ୍ରମ୍ହଚାରୀ, ଏବଂ ଆଦି କରିବାରୁ ମିଳିଥାଏ, ତାହାକୁ ତ୍ରେତାଯୁଗ ରେ ଏକ ବର୍ଷ ରେ, ଦ୍ଵାପର ଯୁଗରେ ଏକ ମାସରେ, କ-ଳି-ଯୁ-ଗରେ ତାହାକୁ କେବଳ ଗୋଟିଏ ଦିନ ଏବଂ ଗୋଟିଏ ରାତିରେ ପ୍ରାପ୍ତ କରିପାରେ ।

ଏହି କାରଣରୁ ମୁଁ କ-ଳି-ଯୁ-ଗ କୁ ସବୁଠାରୁ ଶ୍ରେଷ୍ଠ ଯୁଗ ବୋଲି କହିଲି । କ-ଳି-ଯୁ-ଗରେ ଟିକିଏ ପରିଶ୍ରମ କରି ପୁରୁଷ ଙ୍କୁ ମହାରତ୍ନ ପ୍ରାପ୍ତି ହୋଇଯାଏ । ଏଥିପାଇଁ ମୁଁ କ-ଳି-ଯୁ-ଗକୁ ନେଇ ବହୁତ ସନ୍ତୁଷ୍ଠ ରହିଅଛି । ଏଥିପାଇଁ ହେ ମୁନୀଗଣ ମୋହର ବିଚାରଧାରା ଅନୁଯାଇ ମନୁଷ୍ୟ ନିଜ ଜୀବନଧାରା କୁ ସରଳ ଏବଂ ସୁଖମୟ ବନାଇବା ପାଇଁ ସଦା ଶ୍ରୀ କୃଷ୍ଣ ରୂପୀ ହଋ ନାମ ର ଜପ କରନ୍ତୁ । ବନ୍ଧୁଗଣ ଏହି ମହତ୍ବପୂର୍ଣ୍ଣ ବିବରଣୀ ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *