କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ କଣ ଅଛି, ଆଗାମୀ ଷ୍ଟେପ କଣ ହେବ ? (Tarot Card Reading)

ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଆମ ପରିବାରକୁ ସ୍ଵାଗତ କରୁଛୁ । ପ୍ରତେକ ମଣିଷ ନିଜ ଜୀବନରେ କିଛି ନା କିଛି ଷ୍ଟେପ ନେବାକୁ ଭାବି ଥାଏ । ଆଉ ସେହି ଷ୍ଟେପ ମଣିଷ ସେତେବେଳେ ନିଏ ଯେବେ ତା ଜୀବନରେ କିଛି ପରିବର୍ତ୍ତନ ଆସିଥାଏ । କିନ୍ତୁ ମଣିଷ କଣ ସ୍ଟେପ ନେବ ତାହା ନିଜ ଉପରେ ନିର୍ଭର କରିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ନମ୍ବର ।

ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ଚୁଜ କରିବାକୁ ହେବ । ତାପରେ ଆପଣ ଜାଣି ପାରିବେ ଆପଣଙ୍କ ପର୍ଶନ ଙ୍କ ମଧ୍ୟରେ କଣ ବିଚାର ଅଛି ଏବଂ ଆଗାମୀ ଷ୍ଟେପ କଣ ରହିବ ଆପଣଙ୍କୁ ନେଇ । 1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି ଆପଣ ତାଙ୍କୁ ପସନ୍ଦ କରୁଛନ୍ତି । ଆପଣଙ୍କୁ ନେଇ ସେ ପଜେଟିଭ ଅଛନ୍ତି ।

ସେ ତାଙ୍କ ଜୀବନରେ ବଡ ଚେଞ୍ଜ କୁ ଦେଖୁଛନ୍ତି । ଆପଣଙ୍କ ଲାଇଫରେ ବଡ ତୀବ୍ର ଗତିରେ ଚେଞ୍ଜ ହେଉଛି । ସେ ଆପଣଙ୍କୁ ନେଇ ଭଲ ଭାବୁଛନ୍ତି । ଆପଣଙ୍କୁ ଏମିତି ବ୍ୟକ୍ତି ଭାବୁଛନ୍ତି କି ଆପଣ କୌଣସି ସ୍ଥିତି ରେ ତାଙ୍କର ହାତ ଛାଡିବେ ନାହି । ତାଙ୍କର ଆଗାମୀ ସ୍ଟେପ କ୍ଯାରିୟରକୁ ନେଇ ଅଛି । ସେ ତାଙ୍କର କାମକୁ ନେଇ ଏବେ ଭାବୁଛନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଟି ଚୟନ କରିଛନ୍ତି ସେ ଆପଣଙ୍କ ବିଷୟରେ ଅଧିକ ଭାବୁଛନ୍ତି । ଆପଣଙ୍କ ଉପରେ କେବେ ଭଲ ପାଇବା ତ କେବେ ରାଗ ଆସୁଛି । ଏହି ସମୟରେ ଆପଣଙ୍କ ପାଇଁ ତାଙ୍କର ବିଚାର ପରିବର୍ତ୍ତନ ହେଉଛି । ହୋଇପାରେ ତାଙ୍କର କିଛି କଥାକୁ ନେଇ ଆପଣ ପରିହାସ କରୁଛନ୍ତି । ସେ ଆପଣଙ୍କୁ ନେଇ ଚିଡିଚିଡ଼ା ହେଉଛନ୍ତି ।

ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣଙ୍କୁ ନେଇ ତାଙ୍କର ଆଗାମୀ ସ୍ଟେପ ପଜେଟିଭ ଅଛି । ଆପଣ ଦୁହିଙ୍କ ସମ୍ପର୍କ କୁ ନେଇ ଭାବିବେ ଆଉ ମଜବୁତ କରିବେ । ସେ ନିଜ ତରଫରୁ ଆଗକୁ ବଢିବେ ।

3- ଯଦି ଆପଣ ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣଙ୍କ ବିଷୟରେ ସେ ଅଧିକ ଭାବୁଛନ୍ତି । ଅନେକ ସାରା ଅନୁଭୂତି ଅଛି ଆପଣଙ୍କ ପାଇଁ ତାଙ୍କ ମନରେ । କିନ୍ତୁ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣଙ୍କର ବିଚାର ଷ୍ଟ୍ରଙ୍ଗ ଅଛି । ତାଙ୍କୁ ଲାଗୁଛି ଆପଣ ସବୁ କିଛି ଠିକ କରି ଦେବେ କିନ୍ତୁ କେମିତି କରିବେ ତାହା ଜାଣିପାରୁ ନାହାନ୍ତି ।

ଆପଣ ଯେବେ ଯାଏଁ ଭାବିବେ ସେତେବେଳେ ଯାଏଁ କଣ କରିବେ କଣ ନାହି ଜାଣିପାରୁ ନାହନ୍ତି । ଏବେ ଆପଣଙ୍କ ପାଖରେ ସବୁ କିଛି ଅଛି । ସେ ଆପଣଙ୍କର ଆଗାମୀ ଷ୍ଟେପ କଣ ହେବ ଅପେକ୍ଷାରେ ଅଛନ୍ତି । ଆପଣଙ୍କ ଆଡକୁ କିଛି କଥା ନ ଉଠିଲେ ସେ କିଛି କରିବେ ନାହି । ବନ୍ଧୁଗଣ ଆପଣ କେଉଁ ନମ୍ବର ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *