ଘରେ ଏହି 9ଟି ପଶୁପକ୍ଷୀ ଆସିଲେ ମିଳିଥାଏ ଶୁଭ ଅଶୁଭ ସଂକେତ, ହୋଇଥାଏ ଅଚାନକ ଧନର ପ୍ରାପ୍ତି… ଆପଣଙ୍କ ଘରକୁ ଆସୁଛନ୍ତି କି

ବନ୍ଧୁଗଣ ପଶୁପକ୍ଷୀ ଙ୍କର ଗୃହକୁ ଆଗମନ ହେବା କିଛି ନା କିଛି ସଂକେତ ଦେଇଥାଏ । ଶାସ୍ତ୍ର ଅନୁଯାୟୀ କିଛି ବିଶେଷ ପ୍ରକାରର ପଶୁପକ୍ଷୀ ବାତାବରଣ ରେ କିରଣର ଅନୁଭବ କରିଥାନ୍ତି । ପଶୁପକ୍ଷୀ ମାନ ଙ୍କୁ ଊର୍ଜାବାନ ସ୍ଥାନକୁ ଯିବା ଦ୍ଵାରା ପ୍ରସନ୍ନତା ମିଳିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୃହକୁ ସ୍ବଚ୍ଛ ରଖିବା ଉଚିତ । ଏହା ଦ୍ଵାରା ପଶୁପକ୍ଷୀ ସେଭଳି ଗୃହକୁ ଆଗମନ କରିଥାନ୍ତି ।

ଏମିତି ନ ହେଲେ ଘରର ଲୋକଙ୍କର ଉନ୍ନତି ହୁଏ ନାହି । ଶାସ୍ତ୍ର ଅନୁଯାୟୀ କିଛି ପଶୁପକ୍ଷୀ ଗୃହକୁ ଆସିବା ଶୁଭ ହୋଇଥାଏ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ବିସ୍ତାର ଭାବେ । ୧- ଚୁଚୁନ୍ଦ୍ରା : ଯେଉଁ ଘରେ ମୂଷା ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । କୌଣସି ବ୍ୟକ୍ତିଙ୍କ ଚାରିପଟେ ଚୁଚୁନ୍ଦ୍ରା ବୁଲିଗଲେ ତାର ଭାଗ୍ୟ ବଦଳିଯାଏ ।

୨- ମୂଷା : ଭଗବାନ ଗଣେଶଙ୍କର ବାହନ ମୂଷା ଅଟେ । କିନ୍ତୁ ମୂଷାକୁ ଅଶୁଭ ଶକ୍ତିର ପ୍ରତୀକ ମାନାଯାଏ । ଘରେ ଅଧିକ ସଂଖ୍ୟାରେ ମୂଷା ରହିଲେ ବୁଦ୍ଧିର ନାସ ହୋଇଥାଏ । ମୂଷା ଘରେ ରହିଲେ ରୋଗ ବ୍ୟାପୀଥାଏ ।

୩- ମହୁମାଛି : ମହୁମାଛି ଘରେ ବସା ବାନ୍ଧିଲେ ତାହାକୁ ତୁରନ୍ତ ହଟାଇ ଦେବା ଉଚିତ । ଏହା ଦ୍ଵାରା ଜୀବନ ପ୍ରତି ବିପଦ ରହିଥାଏ ।

୪- ବୁଢିଆଣୀ ଜାଲ : ବାସ୍ତୁ ଅନୁଯାୟୀ ବୁଢିଆଣୀ ଜାଲ ଘରେ ରହିବା ଆଶୁଭ ହୋଇଥାଏ । ଏହା ଅନେକ ଘଟଣାର ସଂକେତ ଦେଇଥାଏ । ମଣିଷ ଜୀବନରେ ଉନ୍ନତି ହୁଏ ନାହି ।

୫- ପ୍ରଜାପତି : ଗୃହକୁ ପ୍ରଜାପତି ଆସିବା ଶୁଭ ସଂକେତ ହୋଇଥାଏ । ମାନାଯାଏ କି ପ୍ରଜାପାତି ବାରମ୍ବାର ଘରେ ଦେଖିଲେ ଶୁଭ ଖବର ମିଳିବାର ସୂଚକ ହୋଇଥାଏ । ଜୀବନରେ ଖୁସିର ରଙ୍ଗ ଭରିଥାଏ ପ୍ରଜାପତି ।

୬- କଳା ଭଉଁରୀ : କଳା ଭଉଁରୀ ଦେଖିଲେ ବିବାହକୁ ନେଇ ଶୁଭ ସୂଚନା ମିଳିଥାଏ । ଭଉଁରୀ ଭୁଲରେ ବି ମାରିବା ଉଚିତ ନୁହେଁ । ଏହା ଘରକୁ ଆସିଲେ ଶୁଭ ସମୟର ଆଗମନ ଅଇଥାଏ ।

୭- ବିଛା : କୁହାଯାଏ ସ୍ଵପ୍ନରେ ବିଛା ଦେଖାଗଲେ ସଙ୍କଟ ଆସିବାର ସୂଚନା ମିଳିଥାଏ । କଳା ବିଛା ଘରୁ ବାହାରିଲେ ମା ଲକ୍ଷ୍ମୀଙ୍କ ଯିବାର ସୂଚନା ଆମିଳିଥାଏ । ହଳଦିଆ ବିଛା ଘରୁ ବାହାରିଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୮- ପିମ୍ପୁଡି : କଳା ପିପୁଡି ଗୃହକୁ ଆସିଲେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏମାନଙ୍କୁ ଖାଦ୍ୟ ଦେଲେ ଶୁଭ ହୋଇଥାଏ । ସଞ୍ଚିତ ଧନରେ ବୃଦ୍ଧି ହୋଇଥାଏ । କଳା ପିମ୍ପୁଡି ଭୌତିକ ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ ।

୯- ଝିଟିପିଟି : ଝିଟିପିଟି ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଦୀପାବଳି ଦିନ ଝିଟିପିଟି ଦେଖିଲେ ବହୁତ ଶୁଭ ହେବା ସହ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଘରର ପୂଜା ଘରେ ଝିଟିପିଟି ଦେଖାଗଲେ ସୌଭାଗ୍ୟର ପ୍ରତୀକ ହୋଇଥାଏ । ଝିଟିପିଟି ମୁଣ୍ଡ ଉପରେ ପଡିଲେ ଅଶୁଭ ହୋଇଥାଏ । କିନ୍ତୁ ଛାତି ବା ହାତରେ ପଡିଲେ ଶୁଭ ସଂକେତ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *