90’S Bollywood ହିରୋ ଙ୍କ ହ୍ୟାଣ୍ଡସମ ପୁଅ, ଆପଣଙ୍କ ଫେବରେଟ୍ କିଏ ?

ଦର୍ଶକ ବନ୍ଧୁ ବଲିଉଡ ଫିଲ୍ମ ଦେଖିବାକୁ ଆଜି ବି ଲୋକେ ଦିୱାନା ହେଉଛନ୍ତି । ୯୦ ଦଶକରୁ ଆରମ୍ଭ କରି ଆଜି ଯାଏଁ ବି ଦର୍ଶକ ପସନ୍ଦ କରୁଛନ୍ତି । ୯୦ ଦଶକର କଳାକାର ମାନେ ଆଜି ଦେଖିବାକୁ ପୁରା ବଦଳି ଯାଇଛନ୍ତି । ତାଙ୍କର ପିଲା ମାନେ ବହୁତ ବଡ ହୋଇ ସାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡ କାକାର ମାନଙ୍କର ହ୍ୟାଣ୍ଡସମ ପୁଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଆଜିର ସମୟରେ ଦେଖିବାକୁ ବହୁତ ବଡ ହୋଇ ଯାଉଛନ୍ତି । ଆଉ ନିଜ ବାପା ଙ୍କ ଭଳି ଫିଲ୍ମ ଜଗତରେ ପାଦ ଦେବାକୁ ରେଡି ହେଉଛନ୍ତି । ତେବେ ଆସନ୍ତୁ ଜାଣି ନେବା ।

୧- ସନି ଦେୱଲ : ଅଭିନେତା ସନି ଦେୱଲ ବଲିଉଡର ଜଣାଶୁଣା ଚେହେରା ଅଟନ୍ତି । ସେ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ତାଙ୍କର ୨ ପୁଅ ଅଛନ୍ତି ଯାହାଙ୍କର ନାଁ କରଣ ଓ ରାଜଭିର ଦେୱଲ ।

୨- ସୁନୀଲ ଶେଠୀ : ଅଭିନେତା ସୁନୀଲ ଶେଠୀ ବର୍ତ୍ତମାନ ଫିଲ୍ମ ଦୁନିଆ ଠାରୁ ଦୂରେଇ ଅଛନ୍ତି । କିନ୍ତୁ ସମୟ ଥିଲା ଯେବେ ବଲିଉଡରେ ଜଣାଶୁଣା ଅଭିନେତା ଭାବେ ପରିଚିତ ଥିଲେ । ତାଙ୍କ ପୁଅର ନାଁ ହେଉଛି ଆହନ ଶେଠୀ ଯିଏ ଦେଖିବାକୁ ହ୍ୟାଣ୍ଡସମ ଲାଗନ୍ତି ।

୩- ଗୋବିନ୍ଦା : ଅଭିନେତା ଗୋବିନ୍ଦା ୯୦ ଦଶକର ଅଭିନେତା ଭାବେ ପରିଚିତ ହେବା ସହ କମେଡିରେ ଡ୍ୟାନ୍ସର ଥିଲେ । ତାଙ୍କ ପୁରା ନାଁ ୟଶବର୍ଦ୍ଧନ ଆହୁଜା ଯିଏକି ଦେଖିବାକୁ ହ୍ୟାଣ୍ଡସମ ଲାଗନ୍ତି ।

୪- ଜ୍ୟାକି ଶ୍ରଫ : ଜ୍ୟାକି ସରଫ ବଲିଉଡ ଦୁନିଆରେ ଜଗୁ ଦା ନାମରେ ଖୁବ ପରିଚିତ ଅଟନ୍ତି । ୯୦ ଦଶକର ଅଭିନେତା ଜ୍ୟାକି ଶ୍ରଫ ଙ୍କ ପୁଅ ହେଉଛନ୍ତି ଟାଇଗର ଶ୍ରଫ ଜିଏକି ଲୋକପ୍ରିୟ ଅଭିନେତା ଅଟନ୍ତି ।

୫- ଅମିର ଖାନ : ଅମିର ଖାନଙ୍କୁ ବଲିଉଡରେ କିଏ ବା ନ ଜାଣେ । ୯୦ ଦଶକର ଲୋକପ୍ରିୟ ଅଭିନେତା ଥିଲେ ଅମିର । ରିୟଲ ଲାଇଫରେ ତାଙ୍କର ୨ ପୁଅ ଅଛନ୍ତି ଯାହାଙ୍କର ନାଁ ୟୁନେଦ ଖାନ ଓ ଆଜାଦ ରାଓ ଖାନ ।

୬- ଅଜୟ ଦେଭଗନ : ଅଜୟ ଦେଭଗନ ୯୦ ଦଶକ ସହ ବଲିଉଡରେ ଆଜି ବି ଜଣାଶୁଣା ଚେହେରା ଅଟନ୍ତି । ରିୟଲ ଲାଇଫରେ ତାଙ୍କ ପୁଅ ହେଉଛନ୍ତି ୟୁଗ ଦେଭଗନ ।

୭- ମିଥୁନ ଚକ୍ରବର୍ତ୍ତୀ : ବଲିଉଡର ଦିଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କିଏ ବା ନ ଜାଣେ । ତାଙ୍କ ପୁଅ ମାନଙ୍କ ନାଁ ହେଉଛି ମହା ଅକ୍ଷୟ, ନମାସୀ, ନମାଶୟ ଚକ୍ରବର୍ତ୍ତୀ ।

୮- ଅନିଲ କପୁର : ବଲିଉଡରେ ଅନିଲ କପୁର ଲକ୍ଷଣ ନାମରେ ଜଣାଶୁଣା ଅଟନ୍ତି । ତାଙ୍କର ପୁଅଙ୍କ ନାଁ ହର୍ଷବର୍ଦ୍ଧନ କପୁର । ହର୍ଷ ଜଣେ ଅଭିନେତା ଅଟନ୍ତି ।

୯- ଶାହରୁଖ ଖାନ : ବଲିଉଡରେ ଶାହୁରୁଖଙ୍କୁ SSR ନାମରେ ଜାଣିଛନ୍ତି । ତାଙ୍କ ପୁଅଙ୍କ ନାଁ ଆର୍ୟନ ଓ ଅବ୍ରାହମ ଖାନ ।

୧୦- ଅକ୍ଷୟ କୁମାର : ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାର ଖିଲାଡ଼ି ନାମରେ ପରିଚିତ ଅଟନ୍ତି । ତାଙ୍କ ପୁଅଙ୍କ ନାଁ ଆରଭ କୁମାର । ବନ୍ଧୁଗଣ ଆପଣଙ୍କୁ ବଲିଉଡ ଅଭିନେତାଙ୍କ ହ୍ୟାଣ୍ଡସମ ପୁଅ ମାନେ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *