କାହାର ନାମ ଭାବି କି ବାଛନ୍ତୁ ଗୋଟେ ନମ୍ବର ଆଉ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-LOVE QUIZ

ଦର୍ଶକ ବନ୍ଧୁ ମଣିଷ ଜୀବନ ବଡ ବିଚିତ୍ର ଅଟେ । କେତେବେଳେ କଣ ହୋଇଯିବ ତାହା କେହି କହି ପାରିବେ ନାହି । କିନ୍ତୁ ମଣିଷ ନିଜ ଜୀବନରେ କଣ ଚେଞ୍ଜ କରି ପାରିବ ତାହା ନିଜ ହାତରେ ଅଛି । କହିବାର ଅର୍ଥ ଏହା କି ମଣିଷ ନିଜର ଆଗାମୀ ଭବିଷ୍ୟତକୁ ନେଇ କଣ ପଦକ୍ଷେପ ନେବ ତାହା ନିଜ ଉପରେ ନିର୍ଭର କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଆପଣ 3ଟି ନମ୍ବର ମଧ୍ୟ ରୁ କୌଣସି ଗୋଟେ ଚୟନ କରି କେମିତି ଜାଣିବେ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି । ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କୁ ନେଇ କଣ ବିଚାର କରୁଛନ୍ତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ଯଦି ଆପଣ ପ୍ରଥମ ନମ୍ବର ଟି ଚୁଜ କରିଛନ୍ତି ତେବେ ତାଙ୍କୁ ଲାଗୁଛି କି ଆପଣ ସବୁ ଜିନିଷକୁ ଏମିତି ସ୍ଥିତିରେ ନେଇ ଯାଇଛନ୍ତି ଯାହା ପାଇଁ ମଣିଷ ବହତ କଷ୍ଟ ପାଇଥାଏ । ଅପାନ ଅଧିକ ଭାବି ଥାନ୍ତି । ବର୍ତ୍ତମାନର ସ୍ଥିତି ଏତେ ନରମାଲ ଥିଲେ ମଧ୍ୟ ଆପଣ ଡିପ୍ରେସନ କୁ ଚାଲି ଯାଇଥାନ୍ତି । ଲାଇଫରେ ଆପଣଙ୍କ ସ୍ଥିତି ବହୁତ ଭଲ ଅଛି । କିନ୍ତୁ ଯାହା ବି ଅଳ୍ପ ବହୁତ ସମସ୍ଯା ଅଛି ତାହାକୁ ନେଇ ଆପଣ ଭୟ କରୁଛନ୍ତି । ଆପଣଙ୍କ ମନରେ ଧାରଣା ହୋଇଯାଇଛି କି ଆପଣଙ୍କ ଜୀବନରେ କିଛି ନା କିଛି ସମସ୍ଯା ଆସୁଛି ।

୨- ଯଦି ଆପଣ ଦ୍ଵିତୀୟ ନମ୍ବର ଟି ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ଅଧିକ କନଫିୟୁଜ ରହୁଛନ୍ତି । ସେଥିପାଇଁ ନିସ୍ପତି ନେଇପାରୁ ନାହାନ୍ତି । ଆପଣ ଲୋକଙ୍କ ବିଷୟରେ ଓ ସ୍ଥିତି କୁ ନେଇ ଅଧିକ ଭାବୁଛନ୍ତି । ଆପଣ ଯେତେ ଟେନସନ ନେଉଛନ୍ତି ବାସ୍ତବରେ ସେମିତି କିଛି ନାହିଁ । ଆପଣ ନିଜ ଖୁସି ର ଶତ୍ରୁ ଅଟନ୍ତି । ଆପଣଙ୍କ ଆଗରେ ସତ ଅଛି କିନ୍ତୁ ଆପଣ ଗ୍ରହଣ କରିପାରୁ ନାହାନ୍ତି । ସବୁ କିଛି ଆପଣଙ୍କ ଆଗରେ ଅଛି ତଥାପି ଆପଣ ଜାଣିପାରୁ ନାହାନ୍ତି । କିନ୍ତୁ ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି । ସେ ଆପଣଙ୍କୁ ବନ୍ଧୁ, ଲଭ ପାର୍ଟନର ବା ସୋଲମେଟ ଭାବୁଛନ୍ତି ।

୩- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବରଟି ବାଛିଛନ୍ତି ଆପଣଙ୍କ ଲାଇଫରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ନିଜର ହୋଇ ମଧ୍ୟ ଆପଣଙ୍କ ବିରୁଦ୍ଧରେ ଯାଇଥାନ୍ତି । ଆପଣଙ୍କ ଲାଇଫରେ କେହି ବି ନିଜର ନାହାନ୍ତି । ସେ ଭାବୁଛନ୍ତି ସେ ମଧ୍ୟ ଆପଣଙ୍କୁ ବହୁତ ଦୁଃଖ ଦେଇଛନ୍ତି । ଅନେକ ସମୟରେ ଆପଣଙ୍କ ମନ ଭାଙ୍ଗିଛି ।

ଆପଣ ବହୁତ କଷ୍ଟରେ ଜୀବନ ବିତାଉଛନ୍ତି । ଆପଣଙ୍କ ଚଳଣି ଠିକ ଅଛି କିନ୍ତୁ ହୃଦୟରୁ ଆପଣ ଦୁଃଖୀ ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ସମସ୍ତେ ଧୋକା ଦେଇଛନ୍ତି । ଏମିତି କେହି ନାହାନ୍ତି ଆପଣଙ୍କ ଜୀବନରେ ଯିଏ ଆପଣଙ୍କ ସାଥ ଦେଇଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *