ଖଟତଳେ ସ୍ଵାମୀର ଶବକୁ ପୁରାଇ ରାତି ସାରା ସ୍ତ୍ରୀ କଲା….

ସାଦଲପୁରର ସାଙ୍ଖଣତାଲ  ଗ୍ରାମରେ ପତିର ମଦ ପିଇବା ଅଭ୍ୟାସ ଓ ସବୁବେଳର ଝଗଡାରେ ବିରକ୍ତ ହୋଇ ସ୍ତ୍ରୀ ତଣ୍ଟି ଚିପି ହତ୍ୟା କରିଛି । ଆଶ୍ଚର୍ଯ୍ୟର କଥା ସ୍ଵାମୀର ମରୁତ ଦେହକୁ ଖଟ ତଳେ ପୁରାଇ ରାତିସାର ଚିନ୍ତା ମୁକ୍ତ ହୋଇ ଶୋଇରହିଲା । ତାର ଦୁତୀ ଛୁଆ ଓ ଶ୍ବଶୁରକୁ କୌଣସି କଥା ଜଣା ପଡିଲା ନାହିଁ ।

ଘଟଣାର ପରଦିନ ରାତିରେ ନିଜେ ଫୋନ କରି ପୋଲିସକୁ ସବୁ କଥା ଜଣେଇଥିଲା । ମହିଳା ରାଶିରେ ସ୍ଵାମୀର ଗଳାକୁ ଦବେଇ ଥିଲା । ଘଟଣାର 24 ଘଣ୍ଟାରୁ ଅଧିକ ହୋଇଥିଲା, ସେଥିପାଇଁ ବଡିରୁ ଦୁର୍ଗନ୍ଧ ଆସିଥିଲା, ସେତେବେଳେ କହିବା ଠିକ ଭାବି ଥିଲା । ଖବର ମିଳିଲା ପରେ ହମୀରବାସ ଥାନାଧିକାରୀ ସୁବାଶ ଚନ୍ଦ୍ର ବୋଷ ପୁଲିସ ଟିମ ସହିତ ପହଞ୍ଚି ଥିଲେ ।

ମୃତକର ବଡ ଭାଇ ଅଶୋକ କୁମାର ପୁତ୍ର କହିଥିଲେକି ସେ ତିନି ଭାଇ ଅଟନ୍ତି । ମୃତକ ୩୪ ନିର୍ମଲ ସବୁଠୁ ଛୋଟ ଅଟନ୍ତି । ୨୦୧୧ରେ ତାର ବିବାହ ଝୋରଲି ଗାଁର ନୀରଜ ସହିତ ହୋଇଥିଲା । ସବୁ ଭାଇମାନେ ଆଲଗା ଅଲଗା ରହୁଥିଲେ । ଅଶୋକ ଓ ଔ ଗୋଟେ ଭାଇ ଗାଁରେ ରହୁଥିଲେ ।

ନିର୍ମଳର ପରିବାର ଓ ପିତା ଗାଁରେ ରହୁଥିଲେ । ପୁଲିସ ଯାଞ୍ଚରେ ସାମ୍ନାରେ ଆସିଥିଲାକି ନୀରଜ ଘଟଣାର ଦସ ଦିନ ପୂର୍ବରୁ  ଝଗଡା ପରେ ବାପା ଘରକୁ ଚାଲି ଯାଇଥିଲା ଓ ତା ପରଦିନ ତା ଭାଇ ତାକୁ ଛାଡିଦେଇ ଯାଇଥିଲା । ଘଟଣାର ୨୦ ସେପ୍ଟେମ୍ବରରେ ରାତିର ଅଟେ । କିନ୍ତୁ ଏହାର ସୂଚନା ମହିଳା ଜଣକ ତା ପରଦିନ ରାତିରେଫୋନ କରି ଦେଇଥିଲା । ମୃତକ ନିର୍ମଲ ପଶୁ ମାନଙ୍କର କମ୍ପାଉଣ୍ଡର ଥିଲା ।

ତାର ପରିବାର ସାଙ୍ଖନତାଲ ଗାଁରୁ ପାଖାପାଖି ଗୋଟେ କିମି ଦୂରରେ ନିଜ କ୍ଷେତରେ ଘର ବନେଇଥିଲା । ତାଙ୍କର ଦୁଇଟି ଛୁଆ ଅଛନ୍ତି ଝିଅ 7 ବର୍ଷର ଓ ପୁଅ 5 ବର୍ଷର । ନୀରଜ ସ୍ଵାମୀର ହତ୍ୟା ପରେ ମୃତ ଦେହକୁ ଖଟତଳେ  ପୁରାଇ ଥିଲାକି ତାକୁ ଠିକଣାରେ ଲଗେଇବା ପାଇଁ । କିନ୍ତୁ ଏମିତି କରିପାରି ନଥିଲା ।

21 ସେପ୍ଟେମ୍ବର ରାତିରେ ପାଖାପାଖି ୧୧ ବେଳେ ନୀରଜ ପୋଲିସକୁ ଫୋନ କରି କହିଥିଲାକି ସେ ତାର ସ୍ଵାମୀକୁ ହତ୍ୟା କରିଛି । ନିର୍ମଳର ପିତା ଶିକ୍ଷକ ଅଟନ୍ତି ଓ ସେ ନିର୍ମଳ ସହିତ ରହୁଥିଲେ । ନିର୍ମଳର ପିତା କହିଥିଲେକି ନାତି ନତୁଣୀ କହୁଥିଲେକି ଦୁଇଜଣ ଝଗଡା କରୁଥିଲେ । ସେ ଯାଇ ଦୁଇଜଣକୁ ବୁଝାଇ ଥିଲେ ।

କିନ୍ତୁ ତା ପରଦିନ ନିର୍ମଲା ଦେଖାଗଲା ନାହିଁ, ତ ତାକୁ ଖୋଜିବାକୁ ଚେଷ୍ଟା କରଯାଇଥିଲା । ପୁଲିସ ଯେବେ ଘଟଣା ସ୍ଥଳରେ ପହଞ୍ଚି ଥିଲା ସେତେବେଳେ ଆରୋପି ମହିଳା ଚିନ୍ତା ମୁକ୍ତ ହୋଇ ଛିଡା ହୋଇଥିଲା । ଏମିତି ଲାଗୁଥିଲା ତା ଭିତରେ କିଛି ଦୁଃଖ ନଥିଲା ।

Leave a Reply

Your email address will not be published. Required fields are marked *