କାଜଲ ଙ୍କୁ ଆଗ ମୁଁ ପ୍ରପୋଜ କରିଥିଲି, ନିଜ Love ବିଷୟରେ ଖିଲି କହିଲେ Dushmant ଓ Kajal… ଦେଖନ୍ତୁ Exclusive ଇନ୍ଟରଭିଉ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଓଡିଆ ଇଣ୍ଡଷ୍ଟ୍ରି ରେ ସୁନାମ ଅର୍ଜନ କରିବାରେ ସଫଳ ହୋଇଛନ୍ତି । ତେବେ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କାଜଲ ।

ଆପଣ ମାନେ ସମସ୍ତେ କାଜଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସେ “ଲାଲ ଟୁକ ଟୁକ ସାଧବ ବୋହୂ” ଫିଲ୍ମରେ ନିଜର ଲୋକପ୍ରିୟତା ହାସଲ କରିଥିଲେ । ତେବେ ଆପଣ ମାନେ ଜାଣିଥିବେ କାଜଲ ଓଡିଆ ଅଭିନେତା ଦୁଷ୍ମନ୍ତଙ୍କ ସହ ବିବାହ କରିଛନ୍ତି । ନିଜର ମ୍ୟାରେଜ ଲାଇଫକୁ ନେଇ କାଜଲ ସବୁବେଳେ ଆଗରେ ରହିଥାନ୍ତି ।

ଏହାରି ମଧ୍ୟରେ ଦୁଷ୍ମନ୍ତ ଆଉ କାଜଲଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ସାକ୍ଷାତ୍କାରରେ ଦୁଷ୍ମନ୍ତଙ୍କୁ ପ୍ରଶ୍ନ ପଚରା ଯାଉଛି ଆଗେ କିଏ କାହାକୁ ପ୍ରପୋଜ କରିଥିଲା । ଉତ୍ତରରେ ଦୁଷ୍ମନ୍ତ କହୁଛନ୍ତି “ମୁଁ ଆଗୁଆ କହି ଦେଉଛି ମୋ ଆଡୁ ଆଗ ପ୍ରପୋଜାଲ ଥିଲା ।

ମୁଁ ପ୍ରଥମ ଫିଲ୍ମ ତାଙ୍କ ସହ କରିଥିଲି ଆଉ ପ୍ରଥମ ରିଆଲିଟି ସୋ ବି ତାଙ୍କ ସହ କରିଥିଲି । ହେଲେ ରିଆଲିଟି ସୋ ରୁ ପ୍ରଥମେ ଭଲ ପାଇବା ଆରମ୍ଭ ହୋଇଥିଲା । ଏହା ପରେ ମୁଁ ତାଙ୍କୁ ପ୍ରପୋଜ କରିଥିଲି । ପ୍ରପୋଜ କରିବା ପରେ ମୋତେ ବହୁତ କଷ୍ଟ ହେଇ ଥିଲା ଆଉ ତାଙ୍କ ପଛରେ ବହୁତ ଗୋଡାଇବାକୁ ପଡିଥିଲା ତା ପରେ ସେ ଯାଇ ରାଜି ହେଇଥିଲେ । ଦୁହିଙ୍କ ମଧ୍ୟରେ ବୁଝାମଣା ହେଲେ ସମ୍ପର୍କ ଭଲ ରୁହେ ।

ଏହା ପରେ କାଜଲଙ୍କୁ ଏହି ସାକ୍ଷାତ୍କାରରେ ପଚରା ଯାଉଛି ଦୁସମନ୍ତ ଠିକ ମଣିଷ ନା ନାହିଁ । କାଜଲ ଉତ୍ତରରେ ଦେଉଛନ୍ତି ଯେ “ଭଲ ମଣିଷ ଆଉ ତାଙ୍କ ପ୍ରକୃତି ବି ଭଲ ବାସ ଭଗବାନଙ୍କ ଆଶୀର୍ବାଦ ରହିଲେ ଏମିତି ସବୁବେଳେ ଖୁସି ରହିବ । ମୋ ଶାଶୁ ଶଶୁର ବହୁତ ଭଲ । ମୁଁ ଭାବୁଛି ମୁଁ ଏମିତି ଶାଶୁ ଶଶୁର ଯଦି ପାଇ ନଥାନ୍ତି ତା ହେଲେ ମୁଁ କମ ବ୍ୟାକ କରି ପାରି ନ ଥାନ୍ତି ।

ସେମାନେ ହିଁ ମୋତେ କହିଲେ ପୁଣି କମ ବ୍ୟାକ କରିବା ପାଇଁ । ମୋ ଶାଶୁ ଶ୍ଵଶୁର କହିଲେ ତୁ ଜା ମା ତୋ କାମ କରିବ ନ ହେଲେ ତୋ କ୍ଯାରିୟର ଜୀବନ ନଷ୍ଟ ହୋଇଯିବ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *