Paush Purnima : କାଲି ହେଉଛି ମହାପୂର୍ଣ୍ଣିମା, ଚୁପଚାପ ଏଇଠି ଜଳାଇ ଦିଅନ୍ତୁ 1 ଦୀପ… ଦାରିଦ୍ର୍ୟତା ଭୁଲିଯିବ ଘରର ରାସ୍ତା

ପୂର୍ଣ୍ଣିମା ବହୁତ ଶୁଭ ତିଥି ହୋଇଥାଏ ଏହି ଦିନ ଯେଉଁ ବ୍ୟକ୍ତି ମନ ଧ୍ୟାନ ଦେଇ ପୂଜା କରନ୍ତି ଆଉ ଶୁଭ କର୍ମ କରନ୍ତି ତାଙ୍କୁ ଶୁଭ ଫଳ ମିଳିଥାଏ । ତେବେ ଆଜିକା ସମୟରେ ସମସ୍ତେ ଧନ ପ୍ରାପ୍ତି ପାଇଁ ବହୁତ ଉପାୟ କରନ୍ତି ତେବେ ଜୀବନରେ କିଛି ପାଇବା ପାଇଁ ବ୍ୟକ୍ତିଙ୍କୁ ଶୁଭ କାର୍ଯ୍ୟ କରିବା ପୌଷ । କୁହା ଯାଇଛି ଯେ ପୌଷ ପୂର୍ଣ୍ଣିମା ବହୁତ ଶୁଭ ଦିନ ହୋଇଥାଏ, ମଣିଷକୁ ଏହି ଦିନ କିଛି ଦାନ ପୁଣ୍ୟ କରିବା ପୌଷ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ବହୁତ କମ ଲୋକେ ଜାଣିଛନ୍ତି ।

୨୮ ଜାନୁଆରୀ ଦିନ ୧ ରେ ପୂର୍ଣ୍ଣିମା ଆରମ୍ଭ ହବ ଆଉ ଆର୍ ଦିନ ୨୯ ଜାନୁଆରୀ ରେ ୧୨ ଟା ବେଳେ ପୂର୍ଣ୍ଣିମା ସମାପ୍ତ ହବ ଏହି ତିଥି ବହୁତ ଶୁଭ ତିଥି ହୋଇଥାଏ ଯେଉଁ ବ୍ୟକ୍ତି ଏହି ଦିନ ନିଜ ମନ ଧ୍ୟାନ ସହ ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି ତାଙ୍କୁ ବହୁତ ଶୁଭ ଫଳ ମିଳିଥାଏ ଆଉ ସେହି ବ୍ୟକ୍ତି ନିଜ ଜୀବନ ସବୁ ସମସ୍ୟା ଦୂର କରିବାରେ ସଫଳ ହୋଇଥାଏ ।

ଶାସ୍ତ୍ର ଅନୁଯାଇ ପୌଷ ପୂର୍ଣ୍ଣିମା ରେ ବ୍ୟକ୍ତିଙ୍କୁ ନିଜ କ୍ଷମତା ଅନୁଯାଇ କିଛି ନା କିଛି ଦାନ କରିବା ପୌଷ ତେବେ ଏହା ଥଣ୍ଡା ଦିନରେ ଆସିଥାଏ ସେଥିପାଇଁ ଗରିବ ଲୋକଙ୍କୁ କମଳ ଦାନ କରିବା ବହୁତ ଶୁଭ ହୋଇଥାଏ । ବ୍ୟକ୍ତି ନିଜ ଜୀବନରେ ଯେତେ ଶୁଭ ଫଳ କରିଥାଏ ସେତେ ମନ ର ଶାନ୍ତି ପାଇଥାଏ ସେଥିପାଇଁ ସବୁବେଳେ ଭଲ କର୍ମ କରନ୍ତୁ ଯାହା ଦ୍ୱାରା ଆପଣଙ୍କୁ ମନ ଶାନ୍ତି ମିଳି ପାରିବ ।

ଯେଉଁ ବ୍ୟକ୍ତିଙ୍କ ସମୟ ଖରାପ ଚାଲିଥାଏ ବା ଶନି ଦୋଷ ରହିଥାଏ ସେହି ବ୍ୟକ୍ତିଙ୍କୁ ଏହି ଶୁଭ ପୂର୍ଣ୍ଣିମା ରେ ସକାଳେ ଉଠି ସ୍ନାନ କରି ଜଳ ରେ କଳା ତିଲ ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଶୁଭ ହୋଇଥାଏ । ଯଦି ଆପଣଙ୍କ ଘରେ ସମସ୍ୟା ବହୁତ ଅଧିକ ଅଛି ତେବେ ଆପଣଙ୍କୁ ଦାନରେ ମଧ୍ୟ କଳା ରାଶି ଆଉ ରାଶି ଲଡୁ ଦାନ କରିବା ପୌଷ ହୋଇଥାଏ ।

ଏହି ପୌଷ ପୂର୍ଣ୍ଣିମା ରେ ଲୋକଙ୍କୁ ନିଜ ମନସ୍କାମନା ଭଗବାନଙ୍କୁ କହିବା ପୌଷ ଆଉ ଦେଖିବେ ଆପଣଙ୍କ ଜିବନ ସବୁ ଅସୁବିଧା ବହୁତ ଶିଘ୍ର ଦୁରେଇବାକୁ ଲାଗିବ ଆପଣ ମଧ୍ୟ ନିଜ ଜୀବନକୁ ଭରପୁର ଆନନ୍ଦ ରେ ବିତେଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *