କାଲି ହେଉଛି ବଡ ପୂର୍ଣ୍ଣିମା, ଚୁପଚାପ ଏଇଠି ରଖି ଦିଅନ୍ତୁ ଟିକେ ହଳଦୀ- ତାପରେ ଦେଖନ୍ତୁ ଚମତ୍କାର

ମାତା ଲକ୍ଷ୍ମୀ ଆଉ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ କିଏ ଅବା ପୂଜା କରିନଥାଏ, ଭଗବାନ ହରି ଯଦି ପାଳନ କର୍ତ୍ତା ଅଟନ୍ତି ତେବେ ମାତା ଲକ୍ଷ୍ମୀ ତାଙ୍କ ସଙ୍ଗିନୀ ଅଟନ୍ତି କାହିଁକି ନା ଆଜିକା ସମୟରେ ଧନ ବିନା କିଛି ବି ସମ୍ଭବ ନୁହଁ । ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି, ଧନ ଆଉ ସଫଳତା ବ୍ୟକ୍ତିଙ୍କୁ ସେତେବେଳେ ମିଳିଥାଏ ଯେତେବେଳେ ମାତା ଲକ୍ଷ୍ମୀ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ପୌଷ ପୂର୍ଣ୍ଣିମା ବିଷୟରେ କହିବାକୁ ଯାଉଛୁ । ଏହି ଦିନ କଣ କଣ ଉପାୟ କଲେ ଆପଣଙ୍କ ଘରେ ଶୁଭ ସମୟ ଆସିଥାଏ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାଇ ପୌଷ ପୂର୍ଣ୍ଣିମା ବହୁତ୍ ଶୁଭ ଦିନ ହୋଇଥାଏ ଏହି ଦିନ ମଣିଷ ନିଜ ସବୁ ପାପ ଗଙ୍ଗାରେ ଧୋଇ ଥାନ୍ତି କିନ୍ତୁ ମନେ ରଖନ୍ତୁ ଯଦି ଆପଣ କାହା ବିଷୟରେ ଖରାପ ଭାବନା ମନରେ ରଖନ୍ତି ତେବେ ଦେବୀ ଦେବତା ଆପଣଙ୍କ ଇଛା ସ୍ବୀକାର କରନ୍ତି ନାହିଁ ଆଉ ଆପଣଙ୍କୁ ଏହାର ଦୋଷ ମଧ୍ୟ ଲ ଲାଗିଥାଏ ସେଥିପାଇଁ ନିଜ ପରିବାର ନିଜ ପାଈଁ ଭଲ ମାଗିବା ଭୁଲ ନୁହେଁ କିନ୍ତୁ ଆଉ କାହା ବିଷୟରେ ଭୁଲ କହିବା ଆପଣଙ୍କ ପାଇଁ ଉଚିତ୍ ନୁହଁ ।

ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ହଳଦୀ ବହୁତ୍ ଶୁଭ ହୋଇଥାଏ କିଛି ବି ପୂଜା ହେଲେ ହଳଦୀ ବ୍ୟବହାର କରା ଯାଇଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ପୂର୍ଣ୍ଣିମା ଦିନ କଲେ ମାତା ଲକ୍ଷ୍ମୀ ଭଗବାନ କୃଷ୍ଣଙ୍କ ସହ ଆପଣଙ୍କ ଘରକୁ ଆସିଥାନ୍ତି । ତେବେ ଆପଣଙ୍କୁ ପବିତ୍ର ହଳଦୀ ନାବାର ଅଛି ତାକୁ ଭଲ ଭାବରେ ଶୁଖାଇ ତାକୁ ବାଟି ନିନ୍ତୁ ନିଜ ହାତରେ ବାଟିଲେ ଆହୁରି ଶୁଭ ହୋଇଥାଏ ଏହା ପରେ ଆପଣ ସେଥିରେ ଗୋଲାପ ଜଳ ପକାଇ ଭଲ ଗାଢା ପେଷ୍ଟ ତିଆରି କରନ୍ତୁ ଏହା ପରେ ଆପଣ ସ୍ଵସ୍ତିକ ବନାନ୍ତୁ ନିଜ ପୂଜା ଘରେ ଆଉ ସିନ୍ଦୂର ଦ୍ୱାରା ଟିପ ଦିଅନ୍ତୁ ।

ଏହି ଉପାୟ ଆପଣ ସକାଳେ ସ୍ନାନ କରିବା ପରେ କରନ୍ତୁ ଆଉ ଗୋଟେ କଥା ମନେ ରଖିବ କେବେ ଏହି କଥା କାହାକୁ କହିବେ ନାହିଁ । ଏହା ଛଡା ଯଦି ଆପଣଙ୍କ ଘରେ କାହାର ବିବାହ କରିବାର ଅଛି ଆଉ ଭଲ ପ୍ରସ୍ତାବ ମିଳୁ ନାହିଁ ତେବେ ଭଗବାନ ବିଷ୍ଣୁ ଆଉ ମାତା ଲକ୍ଷ୍ମୀ ଯେଉଁ ଫଟୋ ରେ ଏକାଠି ଥିବେ ତା ପଛରେ ଗୋଟେ ଗୋଟା ହଳଦୀ ରଖି ଦିଅନ୍ତୁ ଗୋଟେ ବା ଡେଢ଼ ମାସରେ ସେହି ବ୍ୟକ୍ତିଙ୍କ ବିବାହ ଭଲ ଘରେ ନିଶ୍ଚିନ୍ତ ହବ ତାଙ୍କୁ ମାତା ଲକ୍ଷ୍ମୀ ଆଉ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *