ଗୁରୁବାର ୨୮ ଜାନୁୟାରୀ ୨୦୨୧ ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି 5 ଟି ରାଶିକୁ ମିଳିବ ସମସ୍ତ କଷ୍ଟରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:- କାର୍ଯ୍ୟ କ୍ଷେତ୍ରରେ ପରିବର୍ତନ ବିଷୟରେ ବିଚାର କରୁଛନ୍ତି ଯଦି ଯଦି ସମୟ ଅନୁକୂଳ ନହିଁ । ଜୀବନ ସାଥିର କଠୋର କଥା ଲାଗି ଆପଣଙ୍କୁ କ୍ଷତି ପହଞ୍ଚିପାରେ । କାର୍ଯ୍ୟ ସ୍ଥଳ ମହୋଲରେ ସୁଧାର ଆସିପାରେ । ଅଧିକାରୀ ଓ ଆପନ୍ନକ ସହ ସହଯୋଗ କରିବେ । ଶତ୍ରୁ ଆପଣଙ୍କ ଚାବିକୁ ଖରାପ କରିବା ପାଇଁ ଚେଷ୍ଟା କରିବେ କିନ୍ତୁ ଆପଣଙ୍କ ବୁଦ୍ଧିମତା କାରଣରୁ ଅସଫଳ ରହିବେ । କୌଣସି ପରିଚୟ ସାହାର୍ଯ୍ୟ ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଭାଗ୍ୟ85 ପ୍ରତିଶତ ସହଯୋଗ କରିବ

ବୃଷ :- ଅନ୍ୟ ଲୋକ ଭରସାରେ ବସିକି କାମ କରିବେତ ଆପଣଙ୍କୁ କ୍ଷତି ହୋଇପାରେ ଶେଠୀ ଲାଗି ନିଜ କାର୍ଯ୍ୟକୁ ନିଜେ କରନ୍ତୁ । ଛାତ୍ରଙ୍କୁ ନୂଆ ଜ୍ଞାନ ବା ଅନୁଭବର ପ୍ରାପ୍ତି ହେବ । ବ୍ୟାପାର ଯାତ୍ରାରେ ଲାଭର ଯୋଗ ବନୁଛି । ସନ୍ତାନ ପକ୍ଷ ଉନ୍ନତି ଦ୍ଵାରା ମନ ପ୍ରସନ୍ନ ରହିବ । ବ୍ୟାପାରରେ ଲାଭର ଯୋଗ ବନୁଛି । କିନ୍ତୁ ଦେବା ନେବା କ୍ଷେତ୍ରରେ ସାବଧାନ ରୁହନ୍ତୁ । ଆଜି ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

ମିଥୁନ :- ଆଜି ଦିନ ଆପଣଙ୍କ ଘରଲୋକଙ୍କ ସହ ସୁଖ ଶାନ୍ତି ରେ କଟିବ, ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବିଧା ହୋଇ ପାରେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ । ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

କର୍କଟ :- ସାମାଜିକ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ କ୍ଷତିରେ ବିସ୍ତାର ହେବ । ପରିବାରରେ ଛୋଟ ସଦସ୍ୟ ଆସିବା ଦ୍ଵାରା ଘରର ବାତାବରଣ ସୁଖ ମାୟ ହେବ । ଭବିଷ୍ୟତ ପାଇଁ କିଛି ପଇସା ରଖିବେ କିନ୍ତୁ କିଚିନିବେଶ କାଲେ ଫଳ ପ୍ରଦ ରହିବ । ବ୍ୟସ୍ତତା ଭିତରେ ଲାଭ ଲାଇଫ ପାଇଁ କିଛି ସମୟ ବାହାର କରିପାରିବେ । ଇମାନ୍ଦାରୀ ସହିତ କାମ କାଲେ ଆପଣଙ୍କୁ ବହୁତ ସୁଯୋଗ ମିଳିବ । ଆଜି ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ସିଂହ :-କାର୍ଯ୍ୟ କ୍ଷେତ୍ରରେ କରିଥିବା ପ୍ରୟାସ ଏବେ କାମରେ ଲାଗିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଏଥିରେ ମନ ପ୍ରସନ୍ନ ହେବ । ଆପଣଙ୍କ ସାଜିତ କାମ କରୁଥିବା ବ୍ୟକ୍ତି ପ୍ରତି ଆପଣଙ୍କ ବ୍ୟବହାର ବହୁତ ଉଦାର ରହିବ । ଆଉ ତାର ଭୁଲକୁ ମଧ୍ୟ କ୍ଷମା କରିଦେବେ । ଜୀବନ ସମ୍ବନ୍ଧିତ ନିର୍ନୟ ନେବାରେ ପିତାଙ୍କ ମାର୍ଗ ଦର୍ଶନ ମିଳିବ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଜୀବନ ସାଥି ଭାବନାର ସନମାନ କରନ୍ତୁ ଯେଉଁଥିରେ ଆପଣଙ୍କ ସମ୍ପର୍କ ପ୍ରଗାଢ ହେବ । ଆଜି ଭାଗ୍ୟ 85 ପ୍ରତିଶତ ସହଯୋଗ କରିବ । ଆଜି ଭାଗ୍ୟ 85 ପ୍ରତିଶତ ସହଯୋ କରିବ ।

କନ୍ୟା :- ମିତ୍ର ଓ ପ୍ରିୟ ଜନଙ୍କ ପ୍ରତି ଆଜି ଚିନ୍ତିତ ରହିବେ । ଆଜି ଦିନ ଆଜି ଆପଣ ନିଜ ବିଷୟରେ ଅଧିକ ଭବିବେ । କମ କାର୍ଯ୍ୟର ସ୍ଥିତି ଆଜି ଅନୁକୂଳ ରହିବ । ରୋଜଗାର କ୍ଷେତ୍ରରେ ପଦ ବା ଗରିମାରେ ବୃଦ୍ଧି ହେବ । ଛାତ୍ରଙ୍କୁ ମନ ହିସାବରେ ଶିକ୍ଷା ପ୍ରାପ୍ତି  ହେବ । ବିବାହ ଯୋଗ୍ୟ ଜାତକଙ୍କ ପାଇଁ କିଛି ଭଲ ପ୍ରସ୍ତାବ ଆସିବ । ପାରିବାରିକ ବତାବରଣ ଆନନ୍ଦ ଦାଯକ ରହିବ କିନ୍ତୁ ଅନାବଶ୍ୟକ ଖର୍ଚ ଉପରେ ନିୟତ୍ରଣ ରଖନ୍ତୁ । ଆଜି ଭାଗ୍ୟ 84 ପ୍ରତିଶତ ସହଯୋଗ କରିବ ।

ତୁଳା :- ଆଜିର ଦିନ ମାଧ୍ୟମ ଫଳ ଦାୟୀ ହେବ । କାର୍ଯ୍ୟ କ୍ଷେତ୍ରରେ ସବୁବେଳେ ଅନ୍ୟର ଭରସରେ ରହିବା ଉଚିତ ନୁହେଁ । କେବେ କେବେ ନିଜ ସର୍ତ ଉପରେ କାମ କରିବା ଉଚିତ । ଛତ୍ରମାନଙ୍କୁ ବିଦେଶରୁ ଶୁଭ ଖବର ମିଳିପାରେ । ପରିବାର  ସମସ୍ୟାକୁ ଧର୍ଯ୍ୟର ସହିତ ସମାଧାନ କରିବାରେ ସଫଳ ହେବେ । ପ୍ରେମ ଜୀବନରେ ମାନସିକ ଶାନ୍ତି ପ୍ରାପ୍ତ ହେବ । କୌଣସି ପ୍ରକାର ଜିନିଷ କିଣିବା ପାଇଁ ସମୟ ଠିକ ନୁହେଁ । ଆଜି ଭାଗ୍ୟ ୮୨ ପ୍ରତିଶତ ସହଯୋଗ କରିବ ।

ବିଛା :- ଆଜି କିଛି ଭାବନାତ୍ମକ ଓ ହୃଦୟ ସହିତ ଜଡିତ ପ୍ରସଙ୍ଗ ସାମ୍ନାକୁ ଆସିବ । ଆପଣଙ୍କ ଉଦାରତା ଆପଣଙ୍କ ଉପରେ ହିଁ ଭାରି ପଡିବ । ରୋଜଗାର କରୁଥିବା ଲୋକଙ୍କ ପାଇଁ ସୁଭ ସମାଚାର ମିଳିବ । ପିତାଙ୍କ ଆଶୀର୍ବାଦ ଦ୍ଵାରା ଉଜ୍ଜଳ  ଭବିଷ୍ୟର ମାର୍ଗ ପ୍ରଶସ୍ତ ହେବ । ନୂଆ ବନ୍ଧୁ ହେବ ଯାହା ଦ୍ଵାରା ଆଯ କରିବାର ନୂଆ ସ୍ରୋତ ଖୋଲିବ । ପରିବାରର ପୁରା ସମର୍ଥନ ମିଳିବ । ଆଜି ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

ଧନୁ :- ବହୁତ ଦିନ ପରେ ଆଜି କିଛି ଭଲ ଖବର ଆପଣଙ୍କୁ ମିଳିପାରେ । କିଛି ଜରୁରୀ କାମ ହେବ ଦ୍ଵାରା ଲାଭଦାୟକ ଅବସରର ପ୍ରାପ୍ତି ହେବ ଓ ଆଗ ସମୟ ଭଲରେ କଟିବାର ଖୁସି ରହିବ । ରହିଯାଇଥିବା ଧାନ ମଧ୍ୟ ଆପଣଙ୍କୁ ହାତକୁ ଆସିବ । କାର୍ଯ୍ୟର ଭାର ବଢିବ କିନ୍ତୁ ଲକ୍ଷ୍ୟର ସଫଳତା ଲାଗି ମନ ଖୁସି ରହିବ । ପାରିବାରିକ ସ୍ଥିତି ଆପଣଙ୍କ ପକ୍ଷରେ ଆସିବା ଆରମ୍ଭ ହୋଇଯିବ । ରାଜାକୀୟ କ୍ଷେତ୍ରରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ଆଜି ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

ମକର :- ଆଜି ବହୁତ ପ୍ରକାର ଚିନ୍ତାରେ ଆପଣ ଫଶୀ ରହିବେ । ନିଜ ପ୍ରିୟା ଜନଙ୍କ ପାଇଁ କୌଣସି ଜିନିଷ କିଣିବାରେ ବ୍ୟସ୍ତ ରହିବେ । ଅପର ପକ୍ଷରେ ଆପଣଙ୍କୁ କାମର ପ୍ରେସର ଅଧିକ ରହିବ । ଭାଇ ଭଉଣୀଙ୍କ ସହିତ ସମ୍ପର୍କରେ ସୁଧାର ଆସିବ । ସନ୍ତାନ ସମ୍ବନ୍ଧିତ ସମସ୍ଯା ଅନ୍ତ ହେବ ଦ୍ଵାରା ମନ ବହୁତ ହଲ୍କା ଲାଗିବ । ପିତର ସହଯୋଗ ଭୀଷଣ ପରିସ୍ତିତିକୁ ଲଢିବାରେ ସହଯୋଗ କରିବ । ଭାଗ୍ୟ ୮୨ ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଆଜିର ଦିନ ମିଶ୍ରିତ ଫଳକରକ ଅଟେ । କାର୍ଯ୍ୟ କ୍ଷେତ୍ରରେ ନିଆଯାଉଥିବା ନିର୍ନାୟ ଠିକ ସାବିତ ହେବ । ଆଜି ପରିଶ୍ରମ ଓ ବୁଦ୍ଧି ବଳରେ ସବୁ ସମସ୍ୟାରୁ ମୁକ୍ତି ପାଇବେ । ପିତାଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିପାରେ । ପାରିବାରିକ ଜୀବନ ଚିନ୍ତାଗ୍ରସ୍ତ ରହିବ । ଛାତ୍ର ମାନଙ୍କୁ ସଫଳତା ପାଇବା ପାଇଁ ଅଧିଆକ ପରିଶ୍ରମ କରିବାକୁ ପଡିବ । କୌଣସି ପ୍ରକାରର ନିବେଶ କରିବା ଦ୍ଵାର ସବୁ ଜିନିଷକୁ ଠିକସେ ଭଲରେ ଚେକ କରନ୍ତୁ । ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ମୀନ :- ମାତା ପିତାଙ୍କ ଆଶୀର୍ବାଦ ବା ମାର୍ଗ ଦର୍ଶନ ପ୍ରାପ୍ତ ହେବ । ଯେଉଁ ତିରେ ଆପଣ ଭବିଷ୍ୟ ପାଇଁ କୌଣସି ଠୋସ ନିର୍ନାୟ ନେଇପାରିବେ । ଜୀବନ ସାଥିର ନୂଆ ବ୍ୟବସାୟରେ ସଫଳତା ମିଳିବ । ବିବାହ ପାଇଁ ଭଲ ପ୍ରସ୍ତାବ ସାମ୍ନାକୁ ଆସିବ । ରୋଜଗାର କ୍ଷେତ୍ରରେ  ମହିଳା ସାଙ୍ଗଙ୍କ ସହଯୋଗ ଦ୍ଵାରା ଲାଭ ପ୍ରାପ୍ତ ହେବ । ବ୍ୟାପାରରେ ନିବେଶ କରିବା ଦ୍ଵାରା ଆର୍ଥିକ ସ୍ଥିତି ମଜଭୁତ ରହିବ । ସରକାରଙ୍କ ଯୋଜନା ପାଇଁ ଆପଣଙ୍କୁ ଲାଭ ମିଳିବ ।  ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *