କଳିଯୁଗରେ ସଫଳ କେମିତି ହେବେ- Chanakya Niti

ଚାଣକ୍ୟଙ୍କ ନୀତି ଅନୁସାରେ ଏହି ଭୟଙ୍କର କଳିଯୁଗରେ ଧ୍ୟାନ ଦିଅନ୍ତୁ ଏହି କଥାକୁ, ନହେଲେ ଏହି ଦୁନିଆରେ ବଞ୍ଚିବା ବହୁତ କଷ୍ଟକର ହୋଇଯିବ । କଳିଯୁଗରେ ସଫଳ ହେବାର କିଛି ମନ୍ତ୍ର । କଲି ଯୁଗରେ କୌଣସି ବ୍ୟକ୍ତିକୁ ବେସୀ ଇମାନଦାର ହେବ ଉଚିତ ନୁହେଁ , କାରଣ ସିଧା ଗଛ ଆଉ ବ୍ୟକ୍ତି ପ୍ରଥମେ କାଟି ଦିଅନ୍ତି । କିଛି ମିତ୍ରତା ପଛରେ କିଛି ସ୍ଵାର୍ଥ କିଛି ନା କିଛି ରହିଥାଏ, ଏହ ବିଲକୁଲ ସତ୍ୟ ଅଟେ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ତିନୋଟି ପ୍ରଶ୍ନ ନିଜକୁ ନିଜେ ପଚାରନ୍ତୁ । ମୁଁ ଏମିତି କଣ ପାଇଁ କରିବି? ଏହାର ପରିଣାମ କଣ ହେବ ? କଣ ମୁଁ ସଫଳ ହେବି ?


ଭୟକୁ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ, ଯଦି ପାଖକୁ ଆସିଯାଏ, ତାଉପରେ ହମଲା କରିଦିଅନ୍ତୁ । ମାନେ ଭୟ ଠାରୁ ଦୂରେଇ ରୁହନ୍ତୁ, କିନ୍ତୁ ଏହାର ସାମ୍ନା କରନ୍ତୁ ନାହିଁ । କର୍ମ କରିଚାଲ ପରିଣାମକୁ ର ନାହିଁ । ସୁଗନ୍ଧର ପ୍ରଭା ପବନର ଦିଗରେ ହୋଇଥାଏ , କିନ୍ତୁ ଭଲ ଗୁଣ ପ୍ରତେକ ଦିଗରେ ପ୍ରଶଂସା ହୋଇଥାଏ । ଇଶ୍ଵର ଚିତ୍ରରେ ନୁହେଁ ଚରିତ୍ରରେ ରହିଥାନ୍ତି । ଆପଣଙ୍କ ଆତ୍ମାକୁ ମନ୍ଦିର କରନ୍ତୁ, କାରଣ ଆତ୍ମାରେ ପରମାତ୍ମା ରୁହନ୍ତୁ । ଚାଣକ୍ୟ କୁହନ୍ତି ଯେଉଁ ବ୍ଯକ୍ତିର ପୁତ୍ର ତାର ନିୟତ୍ରଣରେ ରହିଥାଏ, ଯାହାର ସ୍ତ୍ରୀ ଆଜ୍ଞା ଅନୁସାରେ ଆଚରଣ କରିଥାଏ ।


ଆଉ ଯେଉଁ ବ୍ୟକ୍ତି ନିଜର ରୋଜଗାର କରିଥିବା ଧନରେ  ସର୍ବଦା ଖୁସି ରୁହେ, ସେହି ବ୍ୟକ୍ତି ପାଇଁ ସଂସାରଟି ସ୍ଵର୍ଗଭଳି ସମାନ ହୋଇଥାଏ । ଚାଣକ୍ୟ ନୀତି ଅନୁସାରେ ଯେଉଁ ସ୍ତ୍ରୀ ସୁଖୀ ଅଟେ, ଯାହାର ସନ୍ତାନ ଆଜ୍ଞାର ପାଳନ କରିଥାଏ, ବାପାଙ୍କର କର୍ତବ୍ୟ ରହିଥାଏକି , ପୁତ୍ରର ପାଳନ ପୋଷଣ ଭଲ ରୂପେ କରିଥାଏ । ଏହିଭଳି  ବ୍ୟକ୍ତିକୁ ମିତ୍ର କରିହେବ ନାହିଁ, ଯାହା ଉପରେ ବିଶ୍ଵାସ କରିହେଉ ନାହିଁ । ଆଉ ଏମିତି ସ୍ତ୍ରୀର ବି କିଛି ଲାଭ ନାହିଁ, ଯାହା ଦ୍ଵାରା ଘରେ କୌଣସି ପ୍ରକାର ଖୁସି ମିଳିନଥାଏ ।


ଯେଉଁ ସାଙ୍ଗ ଆପଣଙ୍କ ସାମ୍ନାରେ ସଫା ସୁତୁରା କଥା କହିଥାଏ, ଆଉ ପିଠି ପଛରେ ଆପଣଙ୍କର କାମରେ ବାଧା ଦେଇଥାଏ, ତାକୁ ତ୍ୟାଗ କରିଦେବାରେ ହିଁ ଭଲ ହୋଇଥାଏ । ଚାଣକ୍ୟ କୁହନ୍ତିକି, ସେ ସେହି ବାସନ ସହିତ ସମାନ, ଯାହାର ଉପରି ଭାଗରେ ଖିରୀ ଅଛି କିନ୍ତୁ ଭିତରେ ବିଷରେ ଭରି ଥାଏ । ଯେଉଁ  ପ୍ରକାର ସ୍ତ୍ରୀର ବିୟୋଗରେ ଦୁଃଖ, ନିଜର ଭାଇ ବନ୍ଧୁଙ୍କ ଠାରୁ ମିଳିଥିବା ଅପମାନର ଦୁଃଖ, କଣ୍ଟା ଭଳି କାଟିଥାଏ, ସେହିଭଳି ଉଧାର ନେଇଥିବା ବ୍ଯକ୍ତିର ଦୁଃଖ,କଣ୍ଟାଭଳି କାଟିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *