Bollywoodର ଫେମସ ଅଭିନେତ୍ରୀ Tabu ଙ୍କ ବଡ ଭଉଣୀ ଦେଖିବା ପାଇଁ ତାଙ୍କ ଠାରୁ ମଧ୍ୟ ବହୁତ ସୁନ୍ଦର ଓ Bold

ତବୁ ହେଉଛନ୍ତି ବହୁତ ଜଣାଶୁଣା ଅଭିନେତ୍ରୀ । ତାବୁ ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଏହି ଲେକରେ ଆଜି ତବୁଙ୍କ ବିଷୟରେ ନୁହେଁ ତାଙ୍କ ବଡ ଭଉଣୀଙ୍କ ବିଷୟରେ ଆଲୋଚନା କରିବା । ବହୁତ କମ ଲୋକଙ୍କୁ ଜନଥିବା ତବୁଙ୍କର ବଡ ଭଉଣୀ ବିଷୟରେ । ଆଜି ଆମେ ଆଲୋଚନା କରିବା ତବୁଙ୍କ ବଡ ଭଉଣୀଙ୍କ ବିଷୟରେ । ୮୦ ଓ ୯୦ ଦଶକର ନିଜ ସୁନ୍ଦରତା ଓ ଅଦାକାର ଦମରେ ଅଭିନେତ୍ରୀ ଫରାହ ନାଜ ରାଜ କରିଥିଲେ । ଆଉ ସେ ବହୁତ ହିତ ଫିଲ୍ମ ମଧ୍ୟ ଦେଇଛନ୍ତି ।

ସେ କାରିୟର ଉଚାରେ ପହଞ୍ଚିବା ପରେ ଅଚାନକ କୁଆଡେ ହଜି ଯାଇଥିଲେ । ଫରାହ ନାଜଙ୍କ ଜନ୍ମ ୯ ଡିସେମ୍ବର ୧୯୬୮ ରେ ହୋଇଥିଲା ।ଫାରାହ ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିଲେ । ସେ ସବାନା ଆଜମି ଙ୍କ ଭାଣିଜୀ ଅଟନ୍ତି । ଫରାହ ପ୍ରସିଦ୍ଧ ଅଭିନେତ୍ରୀ ତବୁଙ୍କ ଭଉଣୀ ଅଟେ ।ସେ ତାଙ୍କର କାରିୟର ଆରମ୍ଭ ‘ ଫାସେଲେ” ଫିଲ୍ମ ୧୯୮୫ ୟେଶ ରାଜ ବ୍ୟାନର ସହିତ କାମ  କରିଥିଲେ ।

ସେ ୯୦ ଦଶକର ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସେ  ବହୁତ ବଲିଉଡ ଅଭିନେତାଙ୍କ ସହିତ ମଧ୍ୟ କାମ କରିଛନ୍ତି । କିନ୍ତୁ ଆଜି ସେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି । ୯୦ ଦଶକରେ ତାଙ୍କ ଫିଲ୍ମ କାରିୟର ସେସ ହେବାକୁ ଲାଗିଥିଲା ଆଉ ଅସଫଳ କାରଣରୁ ସେ ବିବାହ କରିବାକୁ ନିସ୍ପତି ନେଇଥିଲେ ।  ସେ ତାର ବିନ୍ଦୁ ତାରାଙ୍କ ସହିତ ବିବାହ କରିଥିଲେ ।ତାଙ୍କର ବିବାହ କେବଳ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ଥିଲା । ଏହା ପରେ ଦୁଇଜଣଙ୍କର ଛାଡପତ୍ର ହୋଇଥିଲା । ବିନ୍ଦୁଙ୍କ ସହିତ ଛାଡପତ୍ର ପରେ ଫାରାହ ସୁମିତ ସେହେଗଲଙ୍କ ସହିତ ବିବାହ କରିଥିଲେ । ଆଜି ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି ।

ଫାରାହ ତାଙ୍କ ପୁଅ ଓ ସ୍ବାମୀଙ୍କ ସହିତ ମୁମ୍ବାଇରେ ବହୁତ ଖୁସିରେ ରହୁଛନ୍ତି । ଫାରାହ ବହୁତ ସାରା ଫିଲ୍ମରେ କାମ କରିଛନ୍ତି ଯେମିତିକି, ନଶିବ ଆପନା ଆପନା, ଇମାନଦାର, ହମାରା ଖାନ୍ଦାନ, ନକାବ, ୟେତୀମ, ବାପ ନମ୍ବରୀ ବେଟା ଦାସ ନମ୍ବରୀ, ବେଗୁନା, ଭାଇ ହୋ ତୋ ଏସା । ସେ ଫିଲ୍ମରୁ ୧୯୯୬ରେ ବିଦାୟ ନେଇଥିଲେ ଯେତେବେଳେ ତାଙ୍କର ପ୍ରତମା ବିବାହ ହୋଇଥିଲା । ସେ ସେତେବେ ବହୁତ ଭଲ ଭଲ ଅଭିନେତାଙ୍କ ସହିତ ମଧ୍ୟ କାମ କରୁଇଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *