କଣ ଆପଣ ବି କରୁଛନ୍ତି କି ଆପଣଙ୍କ ଫୋନ ର Batteryକୁ 100% ଚାର୍ଜ ? ତେବେ ଏହି ଖବର ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ , ଆଜି ର ଦୁନିଆରେ ସାନ ରୁ ନେଇ ବଡ ଯାଏ ସମସ୍ତକ ପାଖରେ ସ୍ମାର୍ଟ ଫୋନ ଦେଖିବାକୁ ପାଉ । କରୋନା ପର ଠାରୁ ବିଦ୍ୟାଳୟରେ ପଢୁଥିବା ପିଲାମାନେ ମଧ୍ୟ ତାଙ୍କର ଶିକ୍ଷା ସମ୍ବନ୍ଧିତ ବିଷୟବସ୍ତୁ ପାଇଁ ସ୍ମାର୍ଟ ଫୋନ କୁ ବ୍ୟବହାର କରାଉଛନ୍ତି । ସ୍ମାର୍ଟ ଫୋନ ଆଜିର ଯୁଗରେ ଏକ ବରଦାନ ଠାରୁ କମ୍ ନୁହେ । ଏହା ସାହାଯ୍ୟ ରୁ ଆମେ ସମଗ୍ର ବିଶ୍ଵର କଥା ଜାଣି ଥାଉ ।

କୋଣସି ବିଷୟରକୁ ଚାହିଲେ କମ୍ ସମୟରେ ସମସ୍ତକ ପାଖକୁ ପହଞ୍ଚାଇ ଥାଉ । ଏହା ଏକ ଏଭଳି ଯନ୍ତ୍ର ଅଟେ ଯାହା ସମସ୍ତକ ବ୍ୟବହାରରେ ଆସିଥାଏ । ସମଗ୍ର ବିଶ୍ଵ ଏହାକୁ ନିଜ ଜୀବନର ଏକ ଅଙ୍ଗ ଭାବରେ କରିନେଇଛନ୍ତି । ସ୍ମାର୍ଟ ଫୋନ ନେବା ଓ ଏହାକୁ ବ୍ୟବହାର କରିବା ସହିତ ଏହାର ଯତ୍ନ ନେବା ମଧ୍ୟ ଜରୁରୀ ଅଟେ । ପ୍ରାୟତ 90% ଲୋକ ଫୋନ ଚାର୍ଜ କରିବା ସମୟରେ ଏହି ଭୁଲ କରିଥାନ୍ତି ।

ଏହି କାରଣ ବା ଭୁଲ ପାଇଁ ଫୋନ୍ ଖରାପ ହୋଇଯାଇଥାଏ । ଆପଣମାନେ ଫୋନ୍ ବ୍ୟବହାର କରିଥିବେ ଏବଂ ଫୋନ୍ ଚାର୍ଜ ମଧ୍ୟ କରିଥିବେ । ଆପଣମାନେ ଫୋନ ଚାର୍ଜ ଠିକ୍ ଭାବରେ କରୁଛନ୍ତି ତ ନଚେତ୍ ଆପଣଙ୍କ  ଫୋନ ବହୁତ ଶୀଗ୍ର ଖରାପ ହୋଇଯିବ । ପ୍ରାୟ ନବେ ପ୍ରତିଶତ ଲୋକେ ଫୋନ କୁ କିପରି ଚାର୍ଜ କରିବା ଜାଣି ନ ଥାନ୍ତି ତୋ ଆଉ କିଛି ଲୋକେ ଚାର୍ଜ ଜିରୋ ହେଲା ପରେ ଚାର୍ଜ ବସେଇଥାନ୍ତି ।

ତାହା ହେଲେ ଫୋନ୍ ଚାର୍ଜ କରିବାର ସଠିକ ନିୟମ କ’ ଣ । ଆସନ୍ତୁ ଜାଣିବା ଏହା ବିଷୟରେ ଫୋନ୍ ର ବ୍ୟାଟେରୀକୁ କେବେ ଜିରୋ ହେବାକୁ ଦିଅନ୍ତୁ ନାହିଁ ଫୋନ୍ କୁ ଠିକ ରଖିବା ପାଇଁ ସଦାବେଳେ ଫୋନ୍ ର ବ୍ୟାଟେରୀକୁ 40% ରୁ 80% ଭିତରେ ରଖିଥାନ୍ତୁ । ବାଟେରୀ ଲିଥିୟମ କୁ ଘଟିତ ହୋଇଥାଏ ତେଣୁ ଫୋନ ଚାର୍ଜ ସମ୍ପୂର୍ଣ ସରିଗଲେ ଏହା କାରଣରୁ ଫୋନ ଖରାପ ହୋଇଥାଏ । ବ୍ୟାଟେରୀ ରେ 40% ରୁ ଅଧିକ ଚାର୍ଜ ଥିଲେ ଫୋନ କେବେ ବି ଖରାପ ହେବ ନାହିଁ ।

ବ୍ୟାଟେରୀ କୁ କେବେ ହେଲେ 100%ପ୍ରତିଶତ ଚାର୍ଜ କରନ୍ତୁ ନାହିଁ ଏହା କଲେ ମଧ୍ୟ ଫୋନ ଖରାପ ହୋଇଯାଇଥାଏ । 80%ଭିତରେ ଚାର୍ଜ କରିବା ଉଚିତ ବାରମ୍ବାର ଚାର୍ଜ ବସେଇବା ଅନୁଚିତ ଅଟେ । ଏହି ପୋଷ୍ଟ ଉପରେ ଆପଣଙ୍କ ମତ କ’ଣ  ଆମ କୁ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *