କଣ ପାଇଁ ସ୍ତ୍ରୀ ମାନେ ନିଜ ସ୍ବାମୀଙ୍କ ନାମ ଧରି ଡାକନ୍ତି ନାହିଁ- Aajira Anuchinta

ଏହାର ସତ୍ୟତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ବର୍ତମାନ ସମୟରେ ବହୁତ କିଛି ପରିବର୍ତନ ହୋଇଛି କିନ୍ତୁ ଆଜି ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳୁଛିକି  ସ୍ତ୍ରୀ ମାନେ ନିଜ ସ୍ବାମୀଙ୍କ ନାମ ଧରି ଡାକନ୍ତି ନାହିଁ । ଆଜି କାଲି ବହୁତ ଲୋକ ପ୍ରେମ କରି ବିବାହ କରୁଛନ୍ତି ସେମାନେ ହିନ ଅଧିକାଂଶ ସମୟରେ ତାଙ୍କର ସ୍ବାମୀଙ୍କର ନାମ ଧରି ଡାକିଥାନ୍ତି ଓ ଅନ୍ୟ ନାମ ମଧ୍ୟ ଦେଇଥାନ୍ତି ।

କିନ୍ତୁ ଯେଉଁ ମାନେ ଆରେଞ୍ଜ ମ୍ୟାରେଜ କରିଥାନ୍ତି ସେମାନେ କେବେ ନିଜ ସ୍ବାମୀନାମ ଧରି ଡାକି ନଥାନ୍ତି । ଏହା ପଛରେ ମଧ୍ୟ କରମ ଅଛି ଯାହାକୁ ଜାଣିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେ ନାହିଁ । ସ୍ତ୍ରୀ ନିଜ ସ୍ବାମୀଙ୍କର ନାମ ନଧରି ଡାକିବା ମଧ୍ୟ କିଛି ଧାର୍ମିକ କାରଣ ରହିଛି । ଆସନ୍ତୁ ସେହି ବିଷୟରେ ଆମେ ସମ୍ପୂର୍ଣ ରୂପରେ ଜାଣିବା ।

ମହର୍ଷି ଦେବଭ୍ୟାଶଙ୍କୁ ଭଗବାନଙ୍କର ଅବତାର ବୋଲି କୁହାଯାଇଥାଏ । ମହର୍ଷି ଦେବଭ୍ୟାଶଙ୍କ ମୁଖରୁ ବାହାରିଥିବା ବାଣୀ ଭଗବାନ ଶ୍ରୀ ଗଣେଶ ସ୍କନ୍ଧ ପୁରାଣରେ ଲେଖିଛନ୍ତି । ସ୍କନ୍ଧ ପୁରାଣରେ ଲେଖାଯାଇଛି ଯେଉଁ ଘରେ ପତିବ୍ରତ ସ୍ତ୍ରୀ ଥାନ୍ତି ସେହି ଘରେ ରହିଥିବା ଲୋକଙ୍କ ଜୀବନ ଖୁସିରେ ଭରି ଯାଇଥାଏ । ଏବେ ଆମେ କହିବୁ କାହିଁକି ସ୍ତ୍ରୀ ମାନେ ସ୍ବାମୀଙ୍କ ନାମ ଧରି ଡାକନ୍ତି ନାହିଁ ।

ସ୍କନ୍ଧ ପୁରାଣରେ ଲେଖାଯାଇଛି ଯେଉଁ ସ୍ତ୍ରୀ ତାର ସ୍ବାମୀଙ୍କ ନାମ ଧରି ଡାକିଥାନ୍ତି ତେବେ ସ୍ବାମୀଙ୍କ ଆୟୁ କମ ହୋଇଯାଇଥାଏ । ସେଥିଲାଗି ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ସ୍ତ୍ରୀ ମାନେ ନିଜ ସ୍ବାମୀଙ୍କ ନାମ ଧରି ଡାକନ୍ତି ନାହିଁ । ଏହାଛଡା ସ୍କନ୍ଧ ପୁରାଣରେ ଏହା ମଧ୍ୟ ଲେଖାଯାଇଛି ସେହି ମହିଳାଙ୍କୁ ପତିବ୍ରତା କୁହାଯିବ ଯେଉଁ ମାନେ ସ୍ଵାମୀ ଭୋଜନ କରିବା ପରେ ମଧ୍ୟ ଯାଇ ଭୋଜନ କରିଥାନ୍ତି, ଯେଉଁ ସ୍ତ୍ରୀ ରାତିରେ ସ୍ଵାମୀ ଶୋଇବା ପରେ ଯାଇ ସୋଇଥାନ୍ତି ଓ ସକାଳେ ସ୍ଵାମୀ ଉଠିବ ପରେ ଯାଇ ଉଠିଥାନ୍ତି । ସେମାନଙ୍କୁ ହିଁ ପତିବ୍ରତା ସ୍ତ୍ରୀ ବୋଲି କହିଥାନ୍ତି ।

ଆପଣଙ୍କୁ ଏହା ଯାନୀ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବକୀ ପତିବ୍ରତା ସ୍ତ୍ରୀ କେବେ ମଧ୍ୟ ଶୃଙ୍ଗାର ହେବ ଆଉଚିତ ନୁହେଁ । କୌଣସି ସମୟରେ ସ୍ତ୍ରୀ ତାଙ୍କ ସ୍ଵାମିଠାରୁ ଦୂରେଇ ରହିଥିବେ । ପତିବ୍ରତା ସ୍ତ୍ରୀ ସ୍ବାମୀଙ୍କ ଅନୁମତି ବୀନା କୌଣସି ତୀର୍ଥ ସ୍ଥାନ ବା ଉଶ୍ଚାବରେ ଯୋଗ ଦେବା ଅନୁଚିତ । କିନ୍ତୁ ଆଜିକାଲିର ଆଧିନିକ ମହିଳାମାନେ ଏଗୁଡ଼ିକୁ ମାନିନଥାନ୍ତି । ସ୍ତ୍ରୀ ସ୍ବାମୀଙ୍କ ଠାରୁ କମ ନୁହନ୍ତି ବୋଲି ଭାବିଥାନ୍ତି । ସ୍କନ୍ଧ ପୁରାଣରେ ଲେଖାଥିବା କଥାକୁ ଆମେ ବିରୋଧ କରୁ ନାହୁଁ କିନ୍ତୁ କୌଣସି ସାଧାରଣ ଲୋକଙ୍କୁ ମଧ୍ୟ ଭଗବାନଙ୍କ ମାନ୍ୟତା ଦେବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *