Odia GK- ଗାଡିରେ ଦର୍ପଣ କାହିଁକି ଥାଏ ? ଏହା ସହ ଆହୁରି 10+ ପ୍ରଶ୍ନ ଉତ୍ତର

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାଇଁ । ତାହା ଆମେ କାହାକୁ ପଚାରି ଥାଉ । ମାତ୍ର ଏହା ସବୁ ବେଳେ ଠିକ ଥାଏ ତାର କିଛି ମାନେ ନାଇଁ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ ।

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

ଯାହା ଆପଣ ମାନେ ସହଜରେ ଜାଣି ପାରିବେ । ଆଜିର ଆମର ବିଷୟ ବସ୍ତୁ ଟ୍ରାଫିକ ନିୟମ କୁ ନେଇ ରହିଛି । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଓ ଉତ୍ତର । ୧- ଗାଡି ରହିବା ପାଇଁ କେଉଁ ଟ୍ରାଫିକ ଆଲୁଅ ସଂକେତ ଦିଏ ?

ଉତ୍ତର- ନାଲିବତୀ ।

୨- ଟ୍ରାଫିକ ପୋଲିସ କେଉଁ ରଙ୍ଗର ପୋଷାକ ପିନ୍ଧନ୍ତି ?

ଉତ୍ତର- ଧଳା ।

୩- ଆମ୍ବୁଲାନ୍ସ ଗାଡି ଉପରେ କେଉଁ ରଙ୍ଗର ଆଲୋକ ଜଳୁଥାଏ ?

ଉତ୍ତର- ନାଲି ।

୪- ହଳଦିଆ ବତୀ କଣ ସୂଚନା ଦିଏ ?

ଉତ୍ତର- ଯିବା ପାଇଁ ପ୍ରସ୍ତୁତ ହେବା ।

୫- ସହର ରାସ୍ତା ର କେଉଁଠି ଟ୍ରାଫିକ ଥାଏ ?

ଉତ୍ତର- ଛକ ରାସ୍ତା ମଝିରେ ।

୬- ସବୁଜ ବତୀ ଜଳିଲେ କଣ ହୁଏ ?

ଉତ୍ତର- ଗାଡି ନିରାପଦରେ ଯାଇପାରେ

୭- ଏହି ସଂକେତ କଣ ସୂଚନା ଦିଏ ?

ଉତ୍ତର- ଆଗରେ ହମ୍ପ୍ସ ଅଛି ।

୮- ଦମକଳ ଗାଡିର ରଙ୍ଗ କିପରି ହୋଇଥାଏ ଦେଖିବାକୁ ?

ଉତ୍ତର- ନାଲି ।

୯- ରାସ୍ତା ରେ ଥିବା ଧଳା ପଟି ଚିହ୍ନ, ଯେଉଁ ଠାରେ ପଦଚାରୀ ମାନେ ର ରାସ୍ତା ପାରି ହୁଅନ୍ତି ତାହାକୁ କଣ କୁହାଯାଏ ?

ଉତ୍ତର- ହମ୍ପସ ।

୧୦- ରାସ୍ତା ରେ ଯିବା ସମୟରେ ଆମେ କେଉଁ ପରେ ଯିବା ଉଚିତ ?

ଉତ୍ତର- ବାମ ପଟେ ।

୧୧- ଗାଡି ରେ ଦର୍ପଣ କାହିଁକି ରହିଥାଏ ?

ଉତ୍ତର- ପଛ ରୁ ଆସୁଥିବା ଗାଡି ଦେଖିବାକୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *