କନିୟାରୀ ଫୁଲର ଏହି ଚମତ୍କାରୀ ଗୁଣ ଏବଂ ଫାଇଦା ବିଷୟରେ ଆଜି ପର୍ଯ୍ୟନ୍ତ ଜାଣି ନଥିବେ ଆପଣ

କନିୟାରୀ ଯାହାକୁ କିଛି ଲୋକ କନେର ନାମରେ ବି ଜାଣନ୍ତି । କହିଦଉଚ୍ଛୁ କି ଏହି ଗଛ ସଂପୂର୍ଣ୍ଣ ଭାରତରେ ପାଖା ପାଖି ସବୁ ଜାଗାରେ ମିଳିଯାଏ । ଆପଣ ଯଦି ଧ୍ୟାନ ଦେଇଥିବେ ତ ଦେଖିଥିବେ କି କନିୟାରୀ ଗଛ ପ୍ରତ୍ୟକ ମନ୍ଦିରରେ, ବଗିଚାରେ, ଘର ଆଉ ରାଷ୍ଟ୍ରୀୟ ରାଜମାର୍ଗ ରେ ସମୁଦ୍ରର ପାଖରେ ଦେଖା ଯାଇଥାଏ ।  ଆପଣଙ୍କୁ କହିଦେଉଛୁ କି କନିୟାରୀ ର ଗଛ ତିନି ଅଲଗା ଅଲଗା ପ୍ରଜାତିର ହୋଇଥାନ୍ତି ।

ଯେଉଁଥିରୁ ନାଲି, ଧଳା, ହଳଦିଆ ରଙ୍ଗର କନିୟାରୀ ର ଫୁଲ ହୋଇଥାଏ ।

ଏହା ଏକ ଲୋକପ୍ରିୟ ଫୁଲ ଅଟେ କିନ୍ତୁ ଏହା ସାଥିରେ ହିଁ ଏହି ଗଛରେ ବହୁତ ଔଷଧୀୟ ଗୁଣ ବି ମିଳିଥାଏ ଯାହା ବିଷୟରେ ବହୁତ କମ ଲୋକ ଜାଣିଥିବେ । ଯେମିତି ଆପଣଙ୍କୁ କହି ଦେଇଛୁ କି ଯଦି ଆପଣଙ୍କୁ କେଉଁ ବିଶାଳ ଜନ୍ତୁ ଯେମିତିକି କଙ୍କଡ଼ା ବିଛା କାମୁଡ଼ିଲା ତ ସେହି ସମୟରେ ଧଳା କନିୟାରୀ ର ଫୁଲର ମୂଳକୁ ଘଷିକରି ବାନ୍ଧିଦିଅ ଏମିତି କରନ୍ତୁ କିମ୍ଵା ଏହାର ପତ୍ରର ରସ ପିଆଇଲେ ସାପ କିମ୍ଵା କଙ୍କଡ଼ା ବିଛାର ବିଶ କମିଯାଏ ।

ବହୁତ ଥର  ଆପଣ ଦେଖିଥିବେ କେତେ ଲୋକ ଥିବେ ଯାହା ଶରୀରରେ ଘା ଶୀଘ୍ର ସୁଖେନି କହିଦଉଛୁକି ଏହା ପାଇଁ କନିୟାରୀର ଶୁଖି ଯାଇଥିବା ପତ୍ର ର ଗୁଣ୍ଡ ବନାଇ ଘା ରେ ଲଗାଇଲେ ବହୁତ୍ ଆରାମ ମିଳିବ । ଏହା ସାଥିରେ ବଥ ବା ବ୍ରଣ ରୁ ଚିନ୍ତିତ ଅଛନ୍ତି ଯଦି ନାଲି ଫୁଲ କୁ ବାଟିକି ତାହାର ଲେପ ବାନାନ୍ତୁ ଦିନକୁ ୨ ବା ୩ ଥର ସେହି ବଥ ଆଉ ବ୍ରଣ ରେ ଲଗାନ୍ତୁ । ଏହା କରିବା ପରେ ଆପଣଙ୍କ ବ୍ରଣ ଆଉ ବଥ ଠିକ୍ ହୋଇଯିବ ।

କହିଦଉଛୁ କି ଆପଣ ଯଦି ସବୁଦିନ କନିୟାରୀ ର ଧଳା ଫୁଲର ମୂଳରେ ୨ ଥର ଦାନ୍ତ ଘସିବେ ତ ଆପଣଙ୍କ ଦାନ୍ତରେ ହଉଥିବା ଦରଜ ଠିକ୍ ହେଇଯାଇଥାଏ ଆପଣଙ୍କ ଦାନ୍ତ ବି ଶକ୍ତିଶାଳୀ ହୋଇଥାଏ ଏହାଛଡା ବି ଆପଣଙ୍କ ଧଳା ଆଉ ନାଲି କନିୟାରୀ ର ଫୁଲ ବା ହଳଦିଆ ରଙ୍ଗର ର ଫୁଲର ଗଛ ର ପତ୍ରକୁ କ୍ଷୀରରେ ବାଟିକି ମୁଣ୍ଡରେ ଲଗାଇବା ଦ୍ଵାରା ଧଳା ଚୁଟି କଳା ହୋଇଥାଏ ।

ଯଦି ଆପଣକୁ ଆମର ଏହି ଆର୍ଟିକ୍ଲପସନ୍ଦ ଲାଗିଥିବ ତେବେ ଆପଣ ଶେୟାର କରି ଆପଣକ ସାଙ୍ଗମାନକୁ କୁହନ୍ତୁ ।

Leave a Reply

Your email address will not be published. Required fields are marked *