ଲୁଣର ଏହି ଉପାୟ ଆପଣଙ୍କୁ ଦେଇପାରିବ ଏତେ ଟଙ୍କା କି ସମ୍ଭାଳି ପରିବେନି ଆପଣ

ସନାତନ ଧର୍ମରେ ବହୁତ ଜ୍ଞାନର କଥା ଦେଖିବା ଆଉ ଶୁଣିବାକୁ ମିଳିଥାଏ । ଏହାଛଡା ସନାତନ ଧର୍ମ ନିଜ ଭକ୍ତିର ପାଇଁ ବି ଜଣା ଯାଇଥାଏ । ଏଥିପାଇଁ ଆଜି ଆମେ ସନାତନ ଧର୍ମର ଯୋଡିତ କିଛି କଥା କାହିବାକୁ ଚାହୁଞ୍ଚୁ । ଏହା ମହତ୍ବପୂର୍ଣ୍ଣ ଅଟେ । ସନାତନ ଧର୍ମରେ ମହର୍ଷିଙ୍କର କହିବା କଥା କି ଯେଉଁ ଘରେ ବଡ ଲୁଣ ବନ୍ଧା ହୋଇଥାଏ ସେହି ଘରେ କେବେ କିଛି ଜିନିଷର ଅଭାବ ନ ଥାଏ ।

ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହବ କିନ୍ତୁ ଭାରତରେ କେତେ ରାଜ୍ୟ ରେ ଆଜି ବି ଏହି ପରମ୍ପରା ପ୍ରଚଳିତ ଅଛି, ଯେବେ ଝିଅର ବିଦାଇ ହୋଇଥାଏ ସେହି ବିଦାଇ ସମୟରେ ବଡ ଲୁଣର ପୋଟଳି ତା ହାତରେ ନିଶ୍ଚୟ ଦିଆଯାଇଥାଏ ।


ଲୁଣର ଲାଭକାରିତା

ଏଥିରେ କିଛି ସନ୍ଦେହ ନାହିଁକି ଲୁଣର ଦୈନଦିନ ଜୀବନରେ ବହୁତ ହିଁ ଆବଶ୍ୟକ ହୋଇଥାଏ । କାହିଁକି ନା ଯଦି ଭୋଜନରେ ଲୁଣ ଅଧିକ ହୋଇଯାଏ ଖାଦ୍ୟ ଖରାପ ହୋଇ ଯାଇଥାଏ, ଆଉସେହି ଜାଗାରେ ଅଳ୍ପ ଲୁଣ ପକାଇଲେ ଖାଦ୍ୟ ସ୍ଵାଦିଷ୍ଟ ଲାଗିଥାଏ । ଏହା ଛଡା ବଡ ଗୁରୁଜନଙ୍କର କହିବା କଥା ଏହାକି ଲୁଣ ଦ୍ଵାରା ବି ଘରେ ଶାନ୍ତି ଶୃଙ୍ଖଳା ହସ ଖୁସି ଲାଗି ରହିଥାଏ ।

ସେଥିପାଇଁ ଲୁଣ ତଳେ ପଡିବା ଶୁଭ ବୋଲି କୁହା ଯାଏ ନହିଁ । ଏହା କିଛି ଅଶୁଭ ହବାର ସଂକେତ ଦେଇଥାଏ କହିଦଉଛୁ କି ଏହି ଲୁଣ ରେ ବହୁତ ସାରା ପ୍ରାକୃତିକ ଗୁଣ ରହିଥାଏ, ଯାହା ଘରେ ଲୁଚିଥିବା ଖରାପ ଶକ୍ତିକୁ ବାହାର କରିବାରେ ସାହାଯ୍ୟ କରିଥାଏ ।

ବାଥରୂମରେ ରଖନ୍ତୁ ଲୁଣ-

ତେବେ ଲୁଣର ଏତେ ଲାଭ ଅଛି ଜାଣିବା ପରେ ଆମେ ଆପଣଙ୍କୁ କହୁଛୁ ,କି ଆପଣଙ୍କ ଲୁଣର ଉପାୟ କେମିତି କରିବେ ,ଏହି ଉପାୟ ଅନୁସାରେ ଗୋଟେ କାଚରେ ସାମୁଦ୍ରିକ ଲୁଣ ପୁରା ଭରି କରି ବାଥରୂମରେ ରଖି ଦିଅନ୍ତୁ । କହିଦଉଛୁ କ ଏହି ଉପାୟ ଘରେ କରିବା ଦ୍ୱାରା ନାକରତ୍ମକ ଊର୍ଜା ର ଶକ୍ତି ନଷ୍ଟ ହୋଇଯାଇଥାଏ । ଏହା ଛଡା ଘର ପୋଛିବା ସମୟରେ ପାଣିରେ କିଛି ଅଳ୍ପ ଲୁଣ ଆଉ ସାମୁଦ୍ରି ଲୁଣ ମିଶାଇ ଦେବେ ।

ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ ଘରର ଚାଲିଚଳନରେ ସୁଧାରତା ଆସିଥାଏ । ଲୁଣ ଦ୍ଵାରା ଘରେ ଥିବା ଦରିଦ୍ରତା ବି ଶେଷ ହୋଇଥାଏ ଏଥିରେ ମା ଲକ୍ଷ୍ମୀଙ୍କ ଅପାର କୃପା ଲାଗି ରହିଥାଏ । ଆଉ ଏହା ସହ ସଫଳତା ଆପଣଙ୍କ ସାଙ୍ଗରେ ରହିବ ।

Leave a Reply

Your email address will not be published. Required fields are marked *