ଗୋଲମରିଚର ଏହି ପ୍ରଭାବକାରୀ ଉପାୟ କରିକି ଦେଖନ୍ତୁ , ଆପଣଙ୍କ ଘରକୁ ସ୍ଵୟଂ ଚାଲିକି ଆସିବେ ମା ଲକ୍ଷ୍ମୀ

ସବୁଲୋକ ନିଜ ଘର ପରିବାରକୁ ଖୁସିରେ ଦେଖିବା ପାଇଁ ଚାହାଁନ୍ତି ଏବଂ ଘର ପରିବାରର ସୁଖ ଶାନ୍ତି ପାଇଁ ସେମାନେ ଦିନରାତି କଠିନ ପରିଶ୍ରମରେ ଲାଗି ରହିଥାନ୍ତି ,ସମସ୍ତେ ଏହା ଚାହାଁନ୍ତି କି ତାଙ୍କ ଘରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ନହେଉ ,ନ ଚାହିଁଲେ ବି କେବେ କେବେ ଏମିତି ହୋଇଥାଏ କି ବ୍ୟକ୍ତି ଯେତେ ବି ପରିଶ୍ରମ କଲେ ସେ ଚାହୁଁ ଥିବା ଜିନିଷକୁ ପାଇପାରେ ନାହିଁ ,ଏହି ପରିସ୍ଥିତିରେ ବ୍ୟକ୍ତି ବହୁତ ହତାସ ହୋଇଯାଇ ଥାଏ ଏବଂ ଭାଙ୍ଗି ଯାଇଥାଏ ,କିନ୍ତୁ ଆପଣଙ୍କ ସବୁ ଇଚ୍ଛା ପୂରଣ ହେଇପାରେ ଯଦି ଆପଣ କିଛି ଉପାୟକୁ ଆପଣାନ୍ତି ।

ତାହେଲେ ତାହାଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ସବୁବେଳେ ପାଇଁ ରହିଥାଏ । ଯଦି ଆପଣ କଳା ମରିଚର ଉପାୟ ଆପଣାନ୍ତି ତାହେଲେ ଏଥିରେ ଆପଣ ଆପଣଙ୍କର ସବୁ ମନସ୍କାମନାକୁ ପୂର୍ଣ୍ଣ କରିପାରିବେ ।

ପ୍ରାୟ ସବୁ ଘରେ ରୋଷେଇ ଘରେ କଳା ମରିଚର ବ୍ୟବହାର କରାଯାଇ ଥାଏ ଏବଂ ଏହା ସବୁ ଘରେ ସହଜରେ ମିଳି ଯାଇଥାଏ ,ଯଦି ଆପଣ କଳା ମରିଚ ସବନ୍ଧିତ କିଛି ଉପାୟ କରନ୍ତି ତାହେଲେ ଧନ ସବନ୍ଧିତ ଚିନ୍ତା ଏବଂ ଏହା ସହିତ ବହୁତ ଚିନ୍ତା ଦୂର ହୋଇପାରେ । କେତେ ଥର ଏମିତି ହୋଇଥାଏ କି ବ୍ୟକ୍ତି ନିଜର ଇଚ୍ଛାକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ କରିଥାଏ କିନ୍ତୁ ତାଙ୍କ କାମ ବିଗିଡି ଯାଇଥାଏ ।

ତାହେଲେ ଆପଣ କିଛି କାମ ପାଇଁ ଯିବା ପୂର୍ବରୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ କିଛି କଳା ମରିଚ ରଖି ତା ଉପରେ ପାଦ ରଖି ବାହାରନ୍ତୁ ଆପଣ ସବୁ କାମରେ ସଫଳତା ପାଇବେ । ଆପଣଙ୍କ ଘରର ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ କିଛି କଳା ମରିଚକୁ ଦୀପରେ ରଖି ଦୀପ ଜଳାନ୍ତୁ ଏବଂ ତାହାକୁ ଘରର କୌଣସି କୋଣରେ ରଖିଦିଅନ୍ତୁ ,ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ଦୂର ହେବ । ଯଦି କୌଣସି ଶନି ଦୋଷରେ ପୀଡିତ ତାହେଲେ ଗୋଟିଏ କଳା କପଡାରେ କଳା ମରିଚ ଏବଂ କିଛି ପଇସା ବାନ୍ଧି ତାହାକୁ ଦାନ କରିଦିଅନ୍ତୁ ,ଏମିତି କଲେ ବହୁତ ଶୀଘ୍ର ଶନି ଦୋଷରୁ ମୁକ୍ତି ମିଳିଥାଏ ।

ଯଦି ଆପଣ ଚାହୁଁଛନ୍ତି କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତୁ ଏବଂ ଆପଣଙ୍କୁ ଧନ ସବନ୍ଧିତ ଚିନ୍ତାରୁ ମିଳୁ ତାହେଲେ ଏଥିପାଇଁ ଆପଣ ମରିଚର ୫ଟି ଦାନା ଆପଣଙ୍କ ଉପରେ ବୁଲାନ୍ତୁ ,ଏହାପରେ ତାହାକୁ ୪ଟି ଦାନାକୁ ଚାରି ଦିଗକୁ ପକାଇ ଦିଅନ୍ତୁ ଏବଂ ପଞ୍ଚମ ଦାନାକୁ ଆକାଶକୁ ପକାଇ ଦିଅନ୍ତୁ ,ଏହାପରେ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ ,ଯଦି ଆପଣ ଏହି ଉପାୟ କରନ୍ତି ତାହେଲେ ଏହାଦ୍ବାରା ଶୀଘ୍ର ଧନ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *