ଆସୁଥିବା ଦିନରେ ଆମକୁ ଏମିତି କିଛି ଘଟଣା ସବୁ ଶୁଣିବାକୁ ମିଳୁଛି ଯାହା କି କେବେ କେବେ ତ ମଜାଳିଆ ହୋଇଥାଏ କେବେ ଏମିତି ବି ହୋଇଥାଏ ଯାହାକୁ ଶୁଣିବା ପରେ ହିଁ ଲୋକ ଆଶ୍ଚଜ୍ୟ ହୋଇଯାନ୍ତି । ଏମିତି କେତେକ ଶୋ ରେଡିଓରେ ବା ଟିଭରେ ଆସିଥାଏ ଯେଉଁଥି ରେ ମଜା କରାଯାଇ ଥାଏ, ଏବଂ ଆଜିକାଲି ତ ସୋସିଆଲ ମିଡିଆରେ ଏମିତି କେତେ ଘଟଣା ଆପଣଙ୍କୁ ଦେଖା ଯାଉଛି ।
ସୋସିଆଲେ ମିଡିଆରେ ଆପଣ ଆସୁଥିବା ଦିନ ଗୁଡିକରେ କେତେକ ଫଟୋ ଦେଖୁଥିବେ କେବେ କେବେ କିଛି ଫଟୋ ଏମିତି ହୋଇଥାଏ ଯାହା ଭାଇରାଲ ହୋଇଥାଏ ।
ସେ ଫଟୋ ଦେଖିବାକୁ ତ ସାମାନ୍ୟ ହୋଇଥାଏ କିନ୍ତୁ ସେଥିରେ କିଛି ଏମିତି ଖାସ ଥାଏ ଯାହା ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରି ନେଇଥାଏ । ଏମିତି ହିଁ ଏକ ଫଟୋ ଅଛି ଯାହାକୁ ଦେଖି ଲୋକଙ୍କୁ ପଚରାଗଲା କି ଏହି ଫଟୋରେ ଏମିତି କଣ ଅଛି ଯାହା ଭୁଲ ଅଟେ ,କିନ୍ତୁ କେବଳ ୨ପ୍ରତିଶତ ବ୍ୟକ୍ତି କହିପାରିଛନ୍ତି କି ଏହି ଫଟୋରେ କଣ ଭୁଲ ଅଛି ।
ଏହି ଫଟୋରେ ଆପଣ ଦେଖିବେ କି ତିନି ଜଣ ଝିଅ ଗୋଟିଏ ବେଞ୍ଚ ଉପରେ ବସିଛନ୍ତି ଏବଂ ତାଙ୍କ ପଛରେ ପାର୍କ ଅଛି । ଆପଣ ଭାବୁଥିବେ କି ଏହି ଫଟୋରେ ଏମିତି କଣ ଖାସ ଅଛି ଆପଣଙ୍କୁ ଜଣାଇ ଦିଆଯାଉଛି କି କିଛି ଖାସ ଅଛି ଯେଉଁଥିପାଇଁ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣ ଏହି ଫଟୋରେ ପାର୍କ ଭିତରେ ଲୋକଙ୍କୁ ଦେଖି ପାରୁଛନ୍ତି ତାହେଲେ ଆପଣଙ୍କୁ ଏହା ଲାଗୁଥିବ କି ଲୋକ ଆରାମ କରୁଛନ୍ତି ,ବା କିଛି କଥାବାର୍ତା ହେଉଛନ୍ତି ,ଫଟୋରେ ଗଛ ବି ଦେଖା ଯାଉଛି । ଝିଅମାନଙ୍କର ସିମ୍ପୁଲ ଦେଖା ଯାଉଥିବା ଏହି ଫଟୋରେ କିଛି ଏମିତି ଅଛି ଯାହା ସୋସିଆଲ ମିଡିଆରେ ବି ଲୋକ ବୁଝିପାରୁ ନାହାଁନ୍ତି । ତାହେଲେ ଆସନ୍ତୁ ଦେଖିବା କି ଆପଣ ବୁଝି ପାରୁଛନ୍ତି ନା ନାହିଁ ?
ଏବେ ବି ଆପଣ ବୁଝିପାରୁ ନାହାଁନ୍ତି ତାହେଲେ ଆମେ କହୁଛୁ । ଏବେ ଆପଣ ବି ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ ଏବଂ କୁହନ୍ତୁ କି ଆପଣଙ୍କୁ ଫଟୋରେ ତୃତୀୟ ଝିଅ ନଜର ଆସୁଛି । ତାହେଲେ ଏବେ ବୁଝିପାରିଲେ କି ଏହି ଫଟୋ ଏତେ ଭାଇରାଲ କାହିଁକି ହେଉଛି । କିଛି ଏମିତି ହିଁ ହୋଇଥାଏ ଆମ ସମସ୍ତଙ୍କ ସହିତ ଜିନିଷ ସାମନାରେ ଥାଇ ବି ଦେଖାଯାଏ ନାହିଁ କାରଣ ସେ ବଡ ହିଁ ଛୋଟ ଭୁଲ ହୋଇଥାଏ ଯାହା ଧାରା ଦିଏ ନାହିଁ । ତାହେଲେ ଏବେ ଆପଣ ବି ବୁଝିଯାଇ ଥିବେ ।