ଭକ୍ତ ହନୁମାନ ଏହି ପୃଥିବୀ ସଂସାର ର ସବୁ ଠାରୁ ବଡ ଭକ୍ତ ବୋଲି ସମସ୍ତେ ଜାଣିଛନ୍ତି ଓ ଯୁଗ ଯୁଗ ଧରି ଭୂମି ରେ ଏକ ମାତ୍ର ଦେବତା ଯିଏ ଜୀବନ୍ତ ଅଛନ୍ତି ବୋଲି ମାନ୍ୟତା ଅଛି । କୁହା ଯାଏ ଯେ ଯେଉଁ ମଣିଷ ଶ୍ରୀ ହନୁମାନ ଠାକୁରଙ୍କ ଶରଣ ରେ ଯାଇଥାଏ ସେହି ଲୋକ ଜୀବନ ସବୁ ପ୍ରକାର ସମସ୍ୟା ଦୂର ହୋଇ ଥାଏ । କିନ୍ତୁ କୁହା ଯାଏ ଯେ ହନୁମା ଠାକୁର କେବଳ ସେହି ଲୋକଙ୍କ ଉପ ରେ କୃପା କରନ୍ତି ଯିଏ ନିଜ ଇଷ୍ଟ ଦେବ ସେବା ଆରାଧନା ପୂର୍ଣ ଶ୍ରଦ୍ଧା ସହ କରିଥାଏ ।
ହନୁମାନ ଠାକୁର ସେହି ଲୋକ ଉପରେ କୃପା କରନ୍ତି ଯିଏ ଅସହାୟ ଲୋକଙ୍କୁ ହଇରାଣ କରେ ନାହିଁ ଏବଂ ସବୁବେଳେ ସଦେବ ସର୍ବଶ୍ରେଷ୍ଠ ଓ ଭଲ ମାର୍ଗ ରେ ଚାଲି ଥାଏ ।

ଯଦି ଆପଣ ମଧ୍ୟ ହନୁମାନ ଠାକୁରଙ୍କ କୃପା ପ୍ରାପ୍ତ କରିବା ପାଇଁ ଚାହନ୍ତି ତେବେ ସବୁ ଦିନ ହନୁମାନ ଚାଳିଶା ମନ୍ତ୍ର ଭଳି ଜାପ କରନ୍ତୁ, ଏମିତି କରିବା ଦ୍ଵାରା ସବୁ ସମସ୍ୟା ଠାରୁ ମୁକ୍ତି ପାଇବା ସହ ମନସ୍କାମନା ମଧ୍ୟ ପୂର୍ଣ ହୋଇଥାଏ ।
୧. ଭୁତ ପିଶାଚ ନିକଟ ନହିଁ ଆବେ ।
ମହାବୀର ଜବ ନାମ ସୁନାବେ ।।
ଏହି ଚଉପାଇ ବାରମ୍ବାର ଜାପ କଲେ ସବୁ ପ୍ରକାର ଭୟ ଠାରୁ ମୁକ୍ତି ମିଳି ଥାଏ ।
୨. ନାସେ ରୋଗ ହରେ ସବ ପିରା ।
ଜପତ ନିରନ୍ତର ହନୁମତ ବୀରା ।।
ଯଦି କେହି ରୋଗ ଦ୍ଵାରା ପୀଡିତ ଅଛି ଓ ବହୁତ ଚିକିତ୍ସା ପରେ ମଧ୍ୟ ମୁକ୍ତି ପାଉ ନାହିଁ ତେବେ ଏହି ଚଉପାଇ ଜାପ କରନ୍ତୁ ।

୩. ଅଷ୍ଟ ସିଧି ନୋନିଧି କେ ଦାତା ।
ଅଶ୍ବର ଦିନ ଜାନକୀ ମାତା ।।
ଏହି ଚୋପାୟ ବ୍ୟକ୍ତି ସମସ୍ୟାରୁ ଲଡିବା ପାଇଁ ଶକ୍ତି ପ୍ରଦାନ ଥାଏ, ଯଦି ଜୀବନ ରେ ଶକ୍ତି ପ୍ରାପ୍ତ କରିବା ପାଇଁ ଚାହନ୍ତି ତେବେ ଏହି ମନ୍ତ୍ର ଜାପ କରନ୍ତୁ ।
୪. ବିଦ୍ୟାବାନ ଗୁନି ଅତି ଚାତୁର ।
ରାମକାଜ କରିବେ କୋ ଆତୁର ।।

ବିଦ୍ୟା ଓ ଧନ ଦରକାର ତେବେ ଏହି ଜାପ ଦ୍ଵାରା ହନୁମାନ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ କରି ପାରିବେ ଆପଣ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।