ଫିଲ୍ମରେ ଖାଲି ହିରୋ ହିରୋଇନଙ୍କ କ୍ରେଡିଟ ହୋଇନଥାଏ କୁଣୀ କଳାକାର ମାନଙ୍କର ମଧ୍ୟ ବହୁତ ମହତ୍ଵ ରହିଛି । ସେମାନେ ତାଙ୍କ ମସୁମ ଚେହେରା ଓ ଚଞ୍ଚଳତା ସହିତ ଦର୍ଶକଙ୍କ ମନ କିଣି ଥାନ୍ତି । ଆଉ ଫିଲ୍ମ ମେକର ଏହି କୁନି କଳାକାର ମାନଙ୍କୁ ହାୟର କରିଥାନ୍ତି ।
ଯାହା ସେମାନେ ଫିଲ୍ମ କୁ ହିଟ କରିବାର କାମ କରିଥାନ୍ତି । ସେହିଭଳି ଦୁଇଟି କଳାକାର ଆଜି ବହୁତ ବଡ ହୋଇସାରିଛନ୍ତି । ତାଙ୍କୁ ଦେଖିଲ ପରେ ପ୍ରଥମ ନଜରରେ ଆପଣ ଚିହ୍ନି ପାରିବେ ନାହିଁ । ଆଜି ସେହି କଳାକାର ମନକୁ ଦେଖାଇବୁ ଯେଉଁମାନେ ଏବେ ବହୁତ ବଡ ହୋଇସାରିଛନ୍ତି ।
ଶ୍ଵେତା ବାସୁ ପ୍ରସାଦ :- ଯଦି ଆପଣ ୨୦୦୨ ରେ ମକଡି ଦେଖିଥିବେ, ସେଥିରେ ଶ୍ଵେତ ବାସୁ ମୁନି ଭ୍ମୁକରେ ଅଭିନୟ କରିଥିଲେ । ସେ ଏହି ଅଠର ବର୍ଷ ଭିତରେ ୨୯ ବର୍ଷର ହୋଇଛନ୍ତି । ଆଗ ଅପେକ୍ଷା ସେ ବହୁତ ସୁଇଟ ଆଉ ଗରଜିୟସ ଦେଖା ଯାଉଛନ୍ତି । ତାଙ୍କର ଫୋଟକୁ ଦେଖି ଅନ୍ଦାଜ କରିପାରୁଥିବେ । ଆଜି ମଧ୍ୟ ସେ ଫିଲ୍ମ ରେ ସକ୍ରିୟ ଅଛନ୍ତି ବଦ୍ରିନାଥ କି ଦୁଲହନିୟା, ମର୍ଦ କୋ ଦରଦ ନେହିଁ ହୋତା, ଆଉ ଛୋଟ ପରଦାର ସିରିୟାଲ ଚନ୍ଦ୍ର ନନ୍ଦିନୀ ରେ ମଧ୍ୟ ନଜର ଆସିଛନ୍ତି ସେ ରୋହିତ ମିତ୍ତଲ ଙ୍କ ସହିତ ଦୁଇବର୍ଷ ପୂର୍ବରୁ ବିବାହ କରି ସାରିଛନ୍ତି । ଆଜି ସେ ବହୁତ ଖୁସିରେ ଜୀବନ ଜାପାନ କରୁଛନ୍ତି ।
ହଂସିକା ମୋଟ ୱାନ :- କୋଇ ମିଲଗୟାରେ କୁନି କଳାକାର ଭାବେ ପ୍ରିୟା ଭୂମିକାରେ ନଜର ଆସିଥିଲେ ହଂସିକା । ସେ ଏ ହି ଫିଲ୍ମରେ ସେ ରୋହୋତ ସାଙ୍ଗ ଭୂମିକାରେ ଅଭିନୟ କଋ ଦର୍ଶକଙ୍କ ହୃଦଯ ଜିତି ଥିଲେ । ହଂସିକା ଏହି କିଛି ବର୍ଷ ଭିତରେ ବହୁତ ବଡ ହୋଇ ସାରିଛନ୍ତି । ସେ ପୂର୍ବ ଅପେକ୍ଷା ବହୁତ ହଟ ଆଉ ଗରଜିୟସ ଲାଗୁଛନ୍ତି । ଆଜି ମଧ୍ୟ ସେ ସାଉଥ ଫିଲ୍ମ ରେ ତାଙ୍କ କାରିୟରକୁ ଜୀବନ୍ତ ରଖିଛନ୍ତି । ଆଉ ସେ ସାଉଥ ଫିଲ୍ମରେ ତାଙ୍କର ଜଲ୍ବା ଦେଖାଇଛନ୍ତି । ସେ ଏବେ ଏପର୍ଜ୍ଯନ୍ତ ନିଜର ଘର ବସାଇ ନାହାନ୍ତି ଆଉ ସେ ସିଲାମ ବାରସନଙ୍କୁ ଡେଟ କରୁଛନ୍ତି ।
ଅମନ ସିଦିକି :- ଆପଣ ୨୦୦୮ ରେ ବଡ ପରଦାରେ ଆସିଥିବା ଫିଲ୍ମ ଭୂତନାଥ ଦେଖିଥିବେ । ଅମିତାଭ ବଚନଙ୍କୁ ନାକେଦମ କରିଥିବା ବଙ୍କୁ କୁ ତ ଆପଣ ନିଶ୍ଚତ ଜାଣିଥିବେ । ଯିଏ ନିଜ ଦୁଷ୍ଟାମି ପଣ ଦ୍ଵାରା ସମସ୍ତଙ୍କୁ ଦିବାନା ବନାଇ ଥିଲେ । ସେଇ ଛୋଟ ପିଲାର ନାମ ଅମଣ ସିଦିକି ଥିଲା । ଯିଏ ଆଜି ବହୁତ ବଡ ହୋଇସାରିଛି । ଆଉ ପୌରବ ଅପେକ୍ଷା ବହୁତ ଡାଶିଙ୍ଗ ଆଉ ଚର୍ମିଙ୍ଗ ଦେଖା ଯାଉଛନ୍ତି ।
ସନା ଶୟଦ :- ଆପଣ ଯଦିଫିଲ୍ମ କୁଛ କୁଛ ହୋତା ହେ, ଦେଖିଥିବେ ଆପଣ ସାରୁଖନଙ୍କ ଝିଅ ଅଞ୍ଜଲିତ ବହୁତ ଭଲ ଭାବରେ ମନେ ଥିବ । ସେ ତାଙ୍କର ମସୁମ ଚେହେରା ଆଉ କିଉଟନେସ ଦ୍ଵାରା ସମସ୍ତଙ୍କ ହୃଦୟ ଜିତିଛନ୍ତି । ଏହି କୁନି କଳାକାରର ନାମ ସନା ଶୟଦ ଅଟେ । ସେ କିଛି ବର୍ଷରେ ବତିଶି ବର୍ଷର ହୋଇସାରିଛନ୍ତି । ବର୍ତମାନ ସନା ଶୟଦ ଇଣ୍ଡଷ୍ଟ୍ରି ରେ ସକ୍ରିୟ ଅଛନ୍ତି । ସେ କେତୋଟି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।
ଜୟ ଗିଡୱାନି :- ଶକ୍ତି ଦ ପାୱାର ଫିଲ୍ମରେ କରିସ୍ମା ଓ ସଞ୍ଜୟ କପୂରଙ୍କ ପୁଅ ରାଜ ଅଭିନୟ କରିଥିବା କୁନି କଳାକାର ବିଷୟରେ । ସେ ତାଙ୍କର ମସୁମ ଚେହେରାରେ ଲୋକଙ୍କୁ ନିଜର ବନାଇ ଥିଲେ । ସେଇ ପିଲରା ଅସଲି ନାମ ଜୟ ଅଟେ । ସେ ବହୁତ ବର୍ଷ ପରେ ବହୁତ ସ୍ମାର୍ଟ ଆଉ ସୁନ୍ଦର ଲାଗୁଛନ୍ତି । ସେ ଆଜି ଲକି ସୋସିଆଲ ମିଡିଆରେ ବହୁତ ଏକ୍ଟିଭ ରହିଛନ୍ତି । ସେ ସେଇ ଫିଲ୍ମ ପରେ ଫିଲ୍ମ ଦୁନିଆରୁ ବହୁତ ଦୂରରେ ଥିଲେ । ଏବେ ସେ ଜଣେ ସଫଳ ବିଜନେସ ମ୍ୟାନ ଅଟନ୍ତି ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।