ବଡ ମଣିଷ ହେବ ପାଇଁ କାଉଠାରୁ ଶିଖନ୍ତୁ ଏହି ୪ଟି କଥା- Chanakya Niti

ଆଚାର୍ଯ୍ୟ ଚାଣକ୍ୟଙ୍କୁ କିଏ ଅବା ଜାଣି ନାହିଁ, ସେ ଏମିତି ଜେନ ମଣିଷ ଥିଲେ ଯିଏ ନ୍ୟାୟ ପ୍ରିୟା ଥିଲେ ଓ ନ୍ୟାୟ ଅନୁଯାଇ କାମ କରିବା ପସନ୍ଦ କରୁଥିଲେ । ଆଚାର୍ଯ୍ୟ ଚାଣକ୍ୟ ବହୁତ ବଡ ସାମରାଜ୍ୟ ମନ୍ତ୍ରୀଥିଲେ କିନ୍ତୁ ତାଙ୍କ ମନରେ କୌଣସି ପ୍ରକାର ଅହଂକାର ବା ଦ୍ଵେଷ ଭାବନା ନଥିଲା ଏହା ଛଡା ସେ ଏତେ ବଡ ମନ୍ତ୍ରୀ ହୋଇ ମଧ୍ୟ ସାମାନ୍ଯ କୂଟିଆରେ ରହୁଥିଲେ ।

ତେବେ ଚାଣକ୍ୟ ନିଜ ନୀତିରେ ନିଜ ଜୀବନ ଏମିତି କିଛି କଥା କହି ଯାଇଛନ୍ତି ଯାହା ଆଜୀବ୍ୟ ମଣିଷ ପାଇଁ ବହୁତ ମୂଲ୍ୟବାନ ଅଟେ । ତେବେ ଯେଉଁ ବ୍ୟକ୍ତି ନିଜ ଜୀବନରେ ଏହାକୁ ଆପଣେଇଥାଏ ସେହି ବ୍ୟକ୍ତି ଜୀବନରେ କୌଣସି ପ୍ରକାର ଅସଫଳତା ଆସିନଥାଏ ।

Image Courtesy: Google

ଜୀବନରେ କିଛି ପ୍ରାପ୍ତ କରିବା ପାଇଁ ମଣିଷକୁ ପଶୁ ପକ୍ଷୀ ଓ ଅନ୍ୟ ପ୍ରାଣୀଠାରୁ ବହୁତ କିଛି ଶିଖିବା ଆବଶ୍ୟକ ଅଟେ, ଜୀବନରେ ସବୁ ଜିନିଷ ଆମକୁ ଜୀବନ ବଞ୍ଚିବାର ସଠିକ ଉପାୟ କହିଥାନ୍ତି, ତେବେ ଆଜି ଆମେ ଆପଣଙ୍କୁ କାଉ ଦ୍ଵାରା ଏମିତି ୪ଟି ଜିନିଷ ଶିଖିବା ବିଷୟରେ କହିବୁ ଯାହା ଶିଖିବା ଦ୍ଵାରା ଆପଣଙ୍କ ଜୀବନରେ ସଫଳତା ନିଶ୍ଚିନ୍ତ ଆସିବ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମଣିଷକୁ କାଉ ଭଳି ସତର୍କ ରହିବା ଉଚିତ ଓ ନିଜ ଅଜଣାସମସ୍ଯା ପାଇଁ ସବୁବେଳେ ତତ୍ପର ରହିବା ଉଚିତ ।

Image Courtesy: Google

୧. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ନିଜ ମନ କଥା ଓ ନିଜ ବ୍ୟକ୍ତିତ୍ଵ କଥା କାହାକୁ କହିବା ଉଚିତ ନୁହ । କାହିଁକିନା ଏହା ଦ୍ଵାରା ମଣିଷ ବିରୂଧରେ ବ୍ୟବହାର କରିଥାଏ ଯାହା ଦ୍ଵାରା ମଣିଷ ପତନ ହୋଇଥାଏ ସେଥିପାଇଁ ଭୁଲରେ ବି ନିଜ ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ ।

୨. ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ନିଜ ସମ୍ମାନ ହାନି ହବା କଥା, କାହାକୁବୀ କହିବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ଆପଣଙ୍କ ଅନ୍ୟ ମାନେ ଉଫାସ କରନ୍ତି ଯାହା ଦ୍ଵାରା ଆପଣଙ୍କ ଆତ୍ମ ସମ୍ମାନ କମିବାକୁ ଲାଗିଥାଏ ଓ ଆପଣ ନିଜକୁ ଦୁର୍ବଳ ମନେ କରନ୍ତି ।

Image Courtesy: Google

୩. ଚାଣକ୍ୟ କହିଛନ୍ତି ଯେ ସ୍ତ୍ରୀ ପୁରୁଷ ମଧ୍ୟରେ ଯେତେ ଅସୁବିଧା ହେଲେ ମଧ୍ୟ ନିଜ ସ୍ତ୍ରୀ ବା ପର ସ୍ତ୍ରୀ ଚରିତ୍ର ବିଷୟରେ ଆଲୋଚନା କରିବା ଆଦୋ ଉଚିତ ନୁହ । ତେବେ କୌଣସି ସ୍ତ୍ରୀ ଚରିତ୍ର ଉପରେ ଆଲୋଚନା ଉଚିତ ନୁହ ।

୪. ଚତୁର୍ଥ କଥା ଏହା ଅଟେ ଯେ ନିଜ ବ୍ୟାପାର ବିଷୟରେ କାହା ସହ ଆଲୋଚନା କରିବା ଜମା ବି ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ବ୍ୟାପାର କମିବାକୁ ଲାଗିଥାଏ ଓ ସମସ୍ଯା ବଢିବାକୁ ଲାଗିଥାଏ ।

Leave a Reply

Your email address will not be published. Required fields are marked *