କେବଳ ପରିଶ୍ରମ ସଫଳତାର ଚାବିକାଠି ହୋଇନଥାଏ- Chanakya Niti

ଏକଦା ଦୁଇଜଣ ସାଙ୍ଗ ରଘୁ ଓ ଜଗୁ  ସ୍ନାତକ ଉତ୍ତିର୍ଣହୋଇ ସହରକୁ ନିଜର ଭବିଷ୍ୟ ନିର୍ମାଣ ଲକ୍ଷନେଇ ଚାଲିଗଲେ । ସୌଭାଗ୍ୟବଶତ ଉଭୟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରିବାର ସୁଯୋଗପାଇଲେ । ଉଭୟଙ୍କ ବୟସ 25 ଦୁହେଁ ସମାନ ବେତନ ପାଇବାପରେ ରଘୁ ନିଷ୍ପତିନେଲାଜେ ସେ ତାର ପାରିଶ୍ରମିକରୁ 5000ଟଙ୍କା ସେଭିଙ୍ଗ କରିବ । ରଘୁକୌଣସି ପରିସ୍ତିତିରେବି 5000ଟଙ୍କାପ୍ରତି ମାସକୁ  ଦଶବର୍ଷ ପର୍ଯ୍ୟନ୍ତ ସେଭିଙ୍ଗ କରିବାପାଇଁ  ନିଷ୍ପତିନେଲା ।

ରଘୁ ପ୍ରତିମାସରେ ବେତନରୁ 5000ଟଙ୍କା ଅର୍ଥାତ ବର୍ଷକୁ 60,000ଟଙ୍କା ସଞ୍ଚୟ କରୁଥିବାସମୟରେ ଜଗୁ ତାର ଏତେ କମ ବଯସରୁ କିଛି ସେଭିଙ୍ଗ କରିବାର ଆବଶ୍ୟକତା ନାଇ  ଅନୁଭବ କରି କିଛି ସେଭିଙ୍ଗ ନକରି ବେତନର ଆଠ ଦଶଗୁଣା ବଢିବାପରେ ମୋଟରକମ ସେଭିଙ୍ଗ ପାଇ ନିଷ୍ପତିନେଇ ଆମୋଦପ୍ରମୋଦରେ ଲାଗିରହିଲା ।

ଜଗୁ ତାର 35 ବର୍ଷରୁ ମୋଟାରକମ ବେତନରୁ ମାସକୁ 60,000ଟଙ୍କା ହିସାବରେ ବର୍ଷକୁ 7,20,000ଟଙ୍କା ଜମାରଖି ଅବସର ସମୟକୁ  1.8କୋଟି ସେଭିଙ୍ଗ କରିପାରିଲା । ରଘୁ କିନ୍ତୁ କେବଳ ଦଶବର୍ଷ ଜମାକରି ମୁଟୁଆଲ ଫଣ୍ଡ ଓ ଷ୍ଟକମାରକେତ ର 15% ଶେୟର ବଜାର   ଇନଭେଷ୍ଟ ବାବଦକୁ  ଅବସରବେଳକୁ 4.1କୋଟି ପାଇପାରିଲା । ଅର୍ଥାତ ରଘୁ କମ ଅର୍ଥରାଶି ତାର 25ବର୍ଷ ବୟସରୁ ନିଜ ଜ୍ଞାନ ଓ  ବୁଦ୍ଧି ସଦୁପଯୋଗ କରି ଦଶବର୍ଷ ଜମାରାଶି କୁ କେତେଗୁଣ ବଢାଇପାରିଲା ।

ଜଗୁ କିନ୍ତୁ ତାର ବିଳମ୍ବ ଜମାରାଶି ଯୋଗୁ କେବଳ 1.8 କୋଟି ପାଇଲା । ଜଗୁ 35ବର୍ଷ ବୟସରୁ  ଅଧିକ ରାଶି ଜମାକରିବାପରେବି ବହୁଗୁଣ ରାଶୀ ପାଇବାରୁ ବଞ୍ଚିତ ହେଲା । ଯଦୁ କେବଳ ସେଭିଙ୍ଗ କରିଥିବାରୁ ତାର ଜମାରାଶିପାଇ କେବଳ କମସୁଧ ପାଇଲା କିନ୍ତୁ ଯଦି ସେ ଷ୍ଟକମରକେତର ସୁଯୋଗ ନେଇଥାନ୍ତା ତେବେ ତାର ଜମାରାଶି ବହୁଗୁଣିତ ହୋଇପାରିଥାନ୍ତା ।

ରଘୁ  ଦଶବର୍ଷରେ ତାର  ସେଭିଙ୍ଗକୁ ଶେୟର ମାର୍କେଟ ବୁଦ୍ଧିମତସହ ଲଗାଇବାରୁ ଷ୍ଟକମାରକେତ ଚକ୍ରବର୍ତୀ ସୁଧ ହିସାବରେ ତାକୁ 4.1କୋଟି ଟଙ୍କା ପାଇବାରେ ସୁଯୋଗ ଦେଇପାରିଥିଲା । କମ ଟଙ୍କା ଇନଭେଷ୍ଟ କରି ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବା ଏପରି ବୁଦ୍ଧିମତାର କାମ ।  ରଘୁ ଓ ଯଦୁ ଉଭୟଙ୍କର ସଫଳତା ସେମାନଙ୍କର ଜ୍ଞାନସହିତ ବୁଦ୍ଧିର ପ୍ରୟୋଗ ନିତ୍ୟାନ୍ତ ଆବଶ୍ୟକ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *