ମାକୁ ବିଶେଷ ରୂପରେ ମେଡିଟେସନ କି ସ୍ପିରିଚୁଆଲ ପ୍ର୍ଯାକ୍ଟିସ ପ୍ରୟୋଗ ନିଜ ଛୁଆ ଉପରେ ନିଶ୍ଚିତ ରୂପରେ କରିବା ଆବଶ୍ୟକ । ଦୁଇ ତିନୋଟି ଉପାୟ ରହିଛି ଯେମିତିକି ଯେତେବେଳେ ଭୋଜନ ବନେଇବେ ବହୁଆ ଅଭ୍ଯାସ କରିବେକି ମୁଁ ପରମ ପବିତ୍ର ଆତ୍ମା ଅଟେ । ଯେତେବେଳେ ଖାଇବାକୁ ଦେବେ ସେତେବେଳେ କହିବେକୀ ମୋ ଝିଅର କି ପୁଅର ଚିତ ଶାନ୍ତ ହୋଇଯାଉ ଓ ତାକୁ ସବୁ ଖୁସି ମିଳୁ ।
ପିଲାକୁ ସବୁବେଳେ ଭଲ ଭାଇବ୍ରେସନ ଦେବେ । ଚିନ୍ତା କରିବା ସବୁ ସମସ୍ୟାର ସମାଧାନ ନୁହେଁ କି ମୋ ପିଲା ବିଗିଡି ଗଲାଣି କଣ ହେବେ ଓ ତାର ବିବାହ ବହୁତ କଷ୍ଟ ହୋଇଯିବ । ଯଦି ଏହି ଚିନ୍ତା ମା କି ବାପା କରୁଛନ୍ତି ଏହି ସବୁ ଭାଇବ୍ରେସନ ଏହି ଛୁଆ ଆଡକୁ ଜୀବ ଓ ତାର ନେଗେଟିଭିଟିରେ ବୃଦ୍ଧି ହେବ ।
ସେଥିପାଇଁ ସବକନସିଅସ ମାଇଣ୍ଡର ପ୍ରୟୋଗ ଆମେ ବତେଇବୁ ଆଉ ଏହାର ଅବଶ୍ୟ ପ୍ରୟୋଗ କରନ୍ତୁ । ଯେତେବେଳେ ଝିଅ ସୋଇଥିବ ସେତେବେଳେ ତାର ସବକନ୍ସିଅସ ମାଇଣ୍ଡ ସେତେବେଳେ ବହୁତ ଜାଗ୍ରତ ଥିବ ସେତେବେଳେ ତିନି ମିନିଟ ତାକୁ ଗୁଡ ଭାଇବ୍ରେସନ ଦିଅନ୍ତୁ । ପରମାତ୍ମା ସହିତ ନିଜର ସମ୍ପର୍କ ଯୋଡିକି ପ୍ରଥମେ ତାର ଭାଇବ୍ରେସନ ଗ୍ରହଣ କରନ୍ତୁ, ତାପରେ ଅଭ୍ଯାସ କରନ୍ତୁ ମୋ ଆତ୍ମାରୁ ସେ ଆତ୍ମାକୁ ଭାଇବ୍ରେସନ ଯିବାକୁ ଯେମିତିକି କିରଣ ଯାଉଛି । ତାପରେ ମନ ଭିତରେ ମାନେ ମନେ ତା ସହିତ କଥା ହୁଅନ୍ତୁ କି ତୁ ବହୁତ ଭଲ ଆତ୍ମା ଅଟୁ ଓ ବହୁତ ଚରିତ୍ରବାନ ଆତ୍ମା ଅଟୁ ।
ତୁ ଆମ୍ର ମହାନ ଝିଅ ଅଟୁ ତୁ ଆମ କୁଳର ନାମ ରଖିବୁ । ତୁ ତୋର ଭବିଷୟକୁ ବହୁତ ଉଜ୍ଜଳ ବନେଇବୁ, ତୁମ ଉପରେ ଭଗବାନଙ୍କ କୃପା ରହିଛି । ଏହି ଭଳି କଥା ସବୁବେଳେ କରନ୍ତୁ ମନେ ମନେ ଓ ଏହି ଭାଇବ୍ରେସନ ତାର ସବକନସିଅସ ମାଇଣ୍ଡକୁ ଯିବ ଓ ସବ କନ୍ସିଅସ ମାଇଣ୍ଡ ଏହାକୁ ଧୀରେ ଧୀରେ ଏହାକୁ ରିସିବ କରିବ । ଯେବେ ସେ ରିସିଭ କରିବା ତେବେ ତାର ଭୁଲର ଅନୁଭବ ହେବ ।
ପ୍ରତିଦିନ ଏହି ସବୁ କଥା କହି ନିଜ ପିଲାକୁ ଗୁଡ ଭାଇବ୍ରେସନ ଦେବେ ଆଉ ମନେ ମନେ ତାଙ୍କ ସହିତ କଥା ହେବେ ଏମିତି କରିବା ଦ୍ଵାରା ସେ ବହୁତ ଭଲ ହେବ ସହିତ ତାର ସବୁ ଖରାପ ଗୁଣ ମଧ୍ୟ ଧୀରେ ଧୀରେ ଚାଲି ଯିବ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।