କେବଳ ୭ ଦିନ ପର୍ଯ୍ୟନ୍ତ ଶୋଇବା ସମୟରେ ୨ଟି କାଜୁ ଖାଇଲେ ଯାହାହେବ ଆପଣ କେବେ ଭାବିନଥିବେ

ସବୁ ଦିନ ଭଳି ଆଜି ବି ଆମେ ନେଇ ଆସିଛୁ ଆପଣଙ୍କ ପାଇଁ ଏକ ଭଲ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ । ଯାହାକୁ ନିଜ ଜୀବନରେ ଆପଣାଇବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ହେବ । ତେବେ ଆଜି ଆମେ ଯେଉଁ ସ୍ୱାସ୍ଥ୍ୟ ଟିପ୍ସ ଦେବାକୁ ଯାଉଛି ତାହା ଖାଇବା ଦ୍ଵାରା ଅନେକ ଫାଇଦା ମିଳିଥାଏ ଆମ ଶରୀରକୁ । ତେବେ ସେହି ଜିନିଷଟି ହେଲା କାଜୁ । ତେବେ ଏହି କାଜୁ ଆମ ନୀତିଦିନ ଜୀବନରେ ଆମେ ବହୁତ ପ୍ରୟୋଗ କରୁ । ମିଠାରେ ହେଉ କି ତରକାରୀ କୁ ସ୍ଵାଦିଷ୍ଟ କରିବା ପାଇଁ ହେଉ ଏହାର ପ୍ରୟୋଗ ପ୍ରଚୁର ମାତ୍ରାରେ କରାଯାଏ ।

Image Courtesy: Google

କିଛି ଲୋକଙ୍କୁ ତ କାଜୁର ତିଆରି ବର୍ଫୀ ବହୁତ ପସନ୍ଦ ଆସିଥାଏ । ଏଆହାର ସ୍ୱାଦ ଯେମିତି ଏହାର ଗୁଣ ମଧ୍ୟ ସେମିତି । ଏହାକୁ ସୁଖିଲା ଖାଇବା ଦ୍ୱାରା ସ୍ୱାସ୍ଥ ଭଲ ରହିଥାଏ । ଏହା ବହୁତ ବଡ ବଡ ରୋଗକୁ ଠିକ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ କମ୍ ମାତ୍ରାରେ ଖାଇବା ଦ୍ଵାରା ହୃଦୟରୋଗ ଭଳି ରୋଗରୁ ସୁଧାର ଆସିଥାଏ । ଏହା କୌଣସି ଅସୁବିଧା କରି ନଥାଏ କିନ୍ତୁ ଯଦି ଆପଣ ଅଧିକା ଖାଆନ୍ତି ତେବେ ଏହାର ଖରାପ ପ୍ରଭାବ ପଡିଥାଏ ।

Image Courtesy: Google

ଯଦି ଆପଣଙ୍କ ମୁଡ୍ ଖରାପ ଅଛି ତେବେ କାଜୁ ୨-୩ ଟି ଖାଇଲେ ମୁଡ୍ ଭଲ ହୋଇଥାଏ ଓ ଆରାମ ମିଳିଥାଏ । ଯଦି ଆପଣ ସବୁଦିନ ରାତିରେ ୨-୩ ଟି କାଜୁ ଖାଇବେ ତେବେ ଆପଣଙ୍କ ଶରୀରରେ ଉର୍ଜାର ଅଭାବ ଦେଖା ଦେବ ନାହିଁ । କାଜୁରେ ଭିଟାମିନ୍ E ଥାଏ ଓ ଏହା ମଧ୍ୟରେ ଆଉ ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ତ ଥାଏ ଯାହା କି ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରିଥାଏ । ଏହିଥିରେ ଭିଟାମିନ୍ ଇ , କେବି ୬, ତମ୍ବା, ଫସ୍ ଫରସ୍ , ଆଇରନ୍ , ଜିଙ୍କ୍ ଓ ସେଲିନିୟମ୍ ଯେପରି ଖଣିଜ ଭରପୁର ମାତ୍ରାରେ ଅଛି ।

Image Courtesy: Google

ଯାହା ଆମ ଶରୀର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ଥାଏ ଓ ଆମକୁ ବହୁତ ଶକ୍ତିଶାଳୀ କରିଥାଏ । କାଜୁ କୁ ଏନର୍ଜୀର ସ୍ରୋତ ମାନିଥାନ୍ତି ଓ ଏହାର ସେବନରେ ଶରୀରରେ ଏନର୍ଜୀ ରହିଥାଏ । ଯଦି ଆପଣ ସବୁଦିନ ରାତିରେ ୨-୩ ଟି କାଜୁ ଖାଇବେ ତେବେ ଆପଣଙ୍କ ଶରୀରରେ ଉର୍ଜାର କମି ଆସିବ ନାହିଁ । କାଜୁରେ ଭିଟାମିନ୍ ଇ ଥାଏ  ଓ ଏହା ମଧ୍ୟରେ ଆଉ ଏକ ଶକ୍ତିଶାଳୀ ଆଣ୍ତି ଅକ୍ସିଡେଣ୍ତ ଥାଏ ଯାହା କି ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରିଥାଏ । ଏହିଥିରେ ଭିଟାମିନ୍ ଇ, କେବି ୬, ତମ୍ବା, ଫସ୍ ଫରସ୍ , ଆଇରନ୍, ଜିଙ୍କ୍, ଓ ସେଲିନିୟମ୍ ଯେପରି ଖଣିଜ ବି ମହଜୁତ୍ ଅଛି । ଯାହାକି ଶରୀରକୁ ସୁସ୍ଥ ରଖିଥାନ୍ତି ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *