କେବଳ 30 ମିନିଟରେ ମୂଷା ମାରିବାର ଘରୋଇ ଉପାୟ- Home Remedy

ବନ୍ଧୁଗଣ ମଶା ମୂଷା ଦୁଇଟି ଯାକ ଆମ ପାଇଁ କ୍ଷତିକାରକ ହୋଇଥାନ୍ତି । ମଶା କାମୁଡିଲେ ଜ୍ଵର ହୋଇଥାଏ ଏହା ଆପଣ ନିଶ୍ଚୟ ହୋଇଥାଏ । ଆଉ ଯଦି ମୂଷା ଘରେ ରୁହେ ତେବେ ଘରର କୌଣସି ଜିନିଷ ଠିକରେ ରହିବ ନାହିଁ । ମୂଷା କପଡା ଠାରୁ ଆରମ୍ଭ କରି ବିଦ୍ୟୁତ ତାର କାଟି ଦେଇଥାଏ । ଆଜି ଆମେ ଜାଣିବା ମୂଷା କୁ ଏମିତି ବାହାର କରିବା ପାଇଁ ହୋମ ରେମେଡି । ଏହାର ପ୍ରୟୋଗ କରିବାର ମାତ୍ର 30 ମିନିଟ ମଧ୍ୟରେ ମୂଷା ଘରୁ ବାହାରି ପଳାଇ ଯିବେ ନ ହେଲେ ମରିଯିବେ ।

ଏବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାର ବ୍ୟବହାର କିପରି କରିବା । ମୂଷା ଘଉଡାଇବା ପାଇଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ପଡିବ ବିଲାତି ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ପ୍ରଥମେ ଚାମଚ ସାହାର୍ଯ୍ୟ ରେ ବିଲାତି କୁ ଭଲ ଭାବେ ପିଟି ଦିଅନ୍ତୁ । ତା ପରେ ବିଲାତି କୁ ମଝିରେ କାଟି ଦିଅନ୍ତୁ ।

ଘରେ ଯେଉଁ ଜାଗାରେ ଅଧିକ ମୂଷା ହେଉଛନ୍ତି ଏହାକୁ ନେଇ ରଖିବା ଦ୍ଵାରା ମୂଷା ଏହାକୁ ସହଜରେ ଖାଇବା ସହ ମାରି ମଧ୍ୟ ଯିବ । ଏବେ ଏଥିରେ ଆବଶ୍ୟକତା ପଡିବ ଲଙ୍କା ଗୁଣ୍ଡ ଓ ଚିନି । ଏହି ରେମେଡି କୁ ଖାଇବା ପାଇଁ ମୂଷା ମାନେ ଅଧିକ ପସନ୍ଦ କରିଥାନ୍ତି । ଫାଳେ ବିଲାତି ରେ ଅଧ ଚାମଚ ଲଙ୍କା ଗୁଣ୍ଡ ମିଶାନ୍ତୁ । ଯେମିତି ବିଲାତି ରେ ସଂପୂର୍ଣ୍ଣ ରୂପେ ଲଙ୍କା ଗୁଣ୍ଡ ମିଶ୍ରଣ ହେବ ।

ଏହା ପରେ ସେଥିରେ ଚିନି କୁ ଭଲ ଭାବେ ପୁରାଇ ଦିଅନ୍ତୁ । ଲଙ୍କା ଗୁଣ୍ଡ ଯେମିତି ବାହାରକୁ ନ ଦେଖାଯିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଲଙ୍କା ଗୁଣ୍ଡ ଉପରେ ଚିନି କୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ପରେ ଦୁଇ ଫାଳ ହୋଇଥିବା ବିଲାତି ରେ ଚିନି ଓ ଲଙ୍କା ଗୁଣ୍ଡ କୁ ଭଲ ଭାବେ ଦେଇ ଦିଅନ୍ତୁ । ଏହି ରେମେଡି କୁ ଖାଇବା ପରେ ମୂଷା ମାନଙ୍କୁ ଅଧିକ ରାଗ ଲାଗିଥାଏ ।

କାରଣ ଏଥିରେ ଲଙ୍କା ଗୁଣ୍ଡ ମିସିଥାଏ । ଏହା ପରେ ସେମାନେ ପାଣି ପିଇବାକୁ ଖୋଜି ଥାନ୍ତି । ଧ୍ୟାନ ରଖିବେ ଏହି ରେମେଡି ର ପ୍ରୟୋଗ କରିବା ସମୟରେ ଯେମିତି ପାଣି ନ ଥିବ । ପାଣି କୁ ଦୂର ଜାଗାରେ ରଖି ଦେବେ । ଅନେକ ପୁରାତନ କାଳ ରୁ ଏହି ରେମେଡି ପ୍ରୟୋଗ ହୋଇ ଆସୁଛି ।

ଯଦି ପାଣି ନ ପିଇବ ମୂଷା ତେବେ ହୁଏ ତ ଘରୁ ବାହାରି ଯିବ ନ ହେଲେ ସେଠାରେ ହିଁ ମରିଯିବ । ଯଦି ମୂଷା କୁ ଠିକ ଟାଇମରେ ପାଣି ନ ମିଳେ ତେବେ ନିଶ୍ଚୟ ମରିଯିବେ । ତେବେ ମୂଷା କୁ ଘରୁ ବାହାର କରିବା ପାଇଁ ଏଇ ସହଜ ଉପାୟ ଟି ନିଶ୍ଚୟ କରନ୍ତୁ । ଦେଖିବେ ଘରେ ଗୋଟେ ହେଲେ ବି ମୂଷା ରହିବେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *