IAS ଇଣ୍ଟରଭିୟୁ ରେ ପଚରାଯାଇଥିବା ପ୍ରଶ୍ନ- କୁହ ଏମିତି ସେ କିଏ ସକାଳୁ ୪ ଗୋଡରେ ରହିଥାଏ, ଦ୍ଵିପହରରେ ୨ ଗୋଡରେ ରହିଥାଏ, ସନ୍ଧ୍ୟାରେ ୩ ଗୋଡରେ ରହିଥାଏ ?

ବନ୍ଧୁଗଣ ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ସମସ୍ତ ପ୍ରଶ୍ନର ଉତ୍ତର ଓ ଏହାର ଉତ୍ତର ସମ୍ପର୍କରେ ।

୧- ଏମିତି କଣ ଅଛି ଯାହା ଥଣ୍ଡା ହେଉ କି ଗରମ ସବୁବେଳେ ଗରମ ରହିଥାଏ ?

ଉତ୍ତର- ଗରମ ମସାଲା ।

୨- ଏମିତି କଣ ଜିନିଷ ଅଛି ଯାହା ଥଣ୍ଡାରେ ତରଳିଥାଏ ?

ଉତ୍ତର- ମହମବତୀ ।

୩- ଲୋକେ ଥଣ୍ଡାରେ ଆଳୁ ପରଟା ଖାଇଥାନ୍ତି ?

ଉତ୍ତର- ମୋଟା ହେବାପାଇଁ ।

୪- ସାପ ନିଜ ଅଣ୍ଡା କଣ ନିଜେ ଖାଇଯାଏ ?

ଉତ୍ତର- ହଁ ।

୫- ଗଛ ଉପରେ ଧଳା ରଙ୍ଗ କାହିଁକି ଲାଗାଯାଏ ?

ଉତ୍ତର- ସାର୍ବଜନୀକ ହେବା କାରଣରୁ ।

୬- ସାର୍ବଜନୀକ ଗଛ କାଟିଲେ କଣ ହୋଇଥାଏ ?

ଉତ୍ତର- ଜୋରିମାନା ଲାଗିଥାଏ ।

୭- ରକ୍ତଦାନ କରିବାର ଫାଇଦା କଣ ହୋଇଥାଏ ?

ଉତ୍ତର- ଶରୀରରେ ନୂଆ ରକ୍ତ ସୃଷ୍ଟି ହୁଏ ।

୮- ମୋବାଇଲ ଡାଟା ସର୍ବଦା ଚାଲୁ ହେଲେ କଣ କ୍ଷତି ହୁଏ ?

ଉତ୍ତର- ଫୋନ ହ୍ୟାଙ୍ଗ ହୋଇପାରେ ।

୯- ହାୱାଇ ଜାହାଜ ରେ କର୍ମଚାରୀ ପାଇଁ କାହାକୁ ରଖିଥାନ୍ତି ?

ଉତ୍ତର- ଝିଅମାନଙ୍କୁ ।

୧୦- ଶଙ୍କର ଭଗବାନକ ସ୍ତ୍ରୀଙ୍କ ନାମ କଣ ?

ଉତ୍ତର- ପାର୍ବତୀ ।

୧୧- ଚୋରୀ କରିଲେ ଦଣ୍ଡ କାହିଁକି ଶୁଣାଯାଏ ?

ଉତ୍ତର- କମଜୋରି ଆସିପାରେ ।

୧୨- କେଉଁ ରାଜ୍ୟର ଲୋକ ସବୁଠାରୁ ଅଧିକ ମଦ୍ୟପାନ କରନ୍ତି ?

ଉତ୍ତର- ବିହାର ।

୧୩- ଭାରତର ଲୋକ ତାଜମହଲ ତଳକୁ କାହିଁକି ଯାଆନ୍ତି ନାହିଁ ?

ଉତ୍ତର- ସେଠାକୁ ଯିବାକୁ ବାରଣ କରାଯାଇଛି ।

୧୪- ଏମିତି କେଉଁ ଜୀବ ଅଛି ଯିଏ ପାଣି ପିଏ ନାହିଁ ?

ଉତ୍ତର- ବେଙ୍ଗ ।

୧୫- କଣ ଏବେ ବି ହରିଣ ଭାରତରେ ଦେଖାଯାଏ ?

ଉତ୍ତର- ହଁ ।

୧୬- ସବୁଠାରୁ ପ୍ରଥମେ କେଉଁ ଜୀବର ଉତପତି ହୋଇଥିଲା ?

ଉତ୍ତର- ମଣିଷ ।

୧୭- ମୁସଲମାନ ଲୋକ ଟୋପି କାହିଁକି ପିନ୍ଧିଥାନ୍ତି ?

ଉତ୍ତର- ପୁରୁଣା ପରମ୍ପରା କାରଣରୁ ।

୧୮- ସାପ ବିନ ବାଜିବା ମାତ୍ରେ କାହିଁକି ନାଚିଥାଏ ?

ଉତ୍ତର- ବିନ ହିଁ ବାଧ୍ୟ କରିଥାଏ ।

୧୯- କଣ ବିୟର ପିଇଲେ ସତରେ ଓଜନ ବଢିଥାଏ ?

ଉତ୍ତର- ନାଁ ।

୨୦- ତାସ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଚୀନ ।

୨୧- କୁହ ଏମିତି ସେ କିଏ ସକାଳୁ ୪ ଗୋଡରେ ରହିଥାଏ, ଦ୍ଵିପହରରେ ୨ ଗୋଡରେ ରହିଥାଏ, ସନ୍ଧ୍ୟାରେ ୩ ଗୋଡରେ ରହିଥାଏ ?

ଉତ୍ତର- ପିଲାଦିନ, ଯୌବନ ଓ ବୃଦ୍ଧାବସ୍ଥା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *