କେବଳ ଏହି ୨ ଟି ଜିନିଷ ଖାଆନ୍ତୁ, ରକ୍ତ ସଫା ହେବ, ଜୀବନରେ କେବେ ବି ହେବ ନାହିଁ ହାର୍ଟଟାକ- Health Tips

ବନ୍ଧୁଗଣ, ଆମ ଶରୀରରେ ଅନେକ ପ୍ରକାରର ରୋଗମାନ ପରିଲକ୍ଷିତ ହୋଇଥାଏ। ଏହା ଏତେ ଭୟଙ୍କର ହୋଇଥାଏ ଯେ, ଆମେ ମୃତ୍ୟୁ ମୁଖରେ ପଡିଥାଉ। ବନ୍ଧୁଗଣ ଶରୀରରେ ହାର୍ଟ ଆଟାକ, ନର୍ଭ ବ୍ଲୋକେଜ, ହାର୍ଟ ବ୍ଲୋକେଜ ଭଳି ସମସ୍ଯା ମାନ ପରିଲକ୍ଷିତ ହୋଇଥାଏ। ଏହି ସମସ୍ଯା ମାନ ହେଲେ ଆପଣଙ୍କୁ ଅପେରେସନ କରିବାକୁ ହୋଇଥାଏ। ବନ୍ଧୁଗଣ ଏହି ଦୁଇଟି ଜିନିଷ ଖାଇବା ଦ୍ଵାରା ଆପଣ ଏହି ସବୁ ଭୟଙ୍କର ସମସ୍ୟାରୁ ବଞ୍ଚିତ ହୋଇ ରହିପାରିବେ।

୧- ବନ୍ଧୁଗଣ ଏହି ଘରୋଇ ଉପଚାର ବନାଇବା ପାଇଁ ଆପଣଙ୍କୁ ପ୍ରଥମେ ଯେଉଁ ସାମଗ୍ରୀ ର ଉପୋଯୋଗ କରିବାକୁ ହେବ ତାହା ହେଉଛି ଅଦା, ବନ୍ଧୁଗଣ ଆପଣ ୧ ଇଞ୍ଚ ପାଖାପାଖି ର ଅଦା ନିଅନ୍ତୁ। ଆପଣ ପ୍ରାଏ ଜାଣିଥିବେ ଯେ, ଅଦା ରେ ଜେଞ୍ଜ୍ଯୁର ନାମକ ତତ୍ଵ ମିଳିଥାଏ, ଯାହା ଆମ ରକ୍ତକୁ ପତଳା କରିବାରେ ସାହାଜ୍ଯ କରିଥାଏ। ଏହାପରେ ୨ ୟ ସାମଗ୍ରୀ ଟି ହେଉଛି ରଶୁଣ, ବନ୍ଧୁଗଣ ରଶୁଣ ରେ ଏଲିସିନ ନାମକ ତତ୍ଵ ମିଳିଥାଏ।

ଏହା ଆପଣଙ୍କ ରକ୍ତ କୁ ପତଳା କରିବାରେ ବହୁତ ଲାଭଦାୟକ ହୋଇଥାଏ। ଆପଣ ଏହି ଦୁଇଟି ଜିନିଷକୁ ହଲ୍କା ଭାବେ ଛେଚି ନିଅନ୍ତୁ। ଏହାପରେ ଆପଣ ଅଧା ଚାମଚ ହଳଦୀ ନିଅନ୍ତୁ। ଏହାପରେ ଅଳ୍ପ ପାଣି ଦେଇ ସମଗ୍ର ସାମଗ୍ରୀ କୁ ମିଶାଇ ଦିଅନ୍ତୁ। ବନ୍ଧୁଗଣ ଅନେକ ଲୋକ ରଶୁଣ ଖାଇବାକୁ ଆଦୌ ଭଲ ପାଆନ୍ତି ନାହିଁ। ଯେଉଁମାନେ ରଶୁଣ ସେବନ କରିପାରିବେ ନାହିଁ ସେମାନେ ରଶୁଣ ବଦଳରେ ଲବଙ୍ଗ ର ପ୍ରୟୋଗ କରିପାରିବେ। ଲବଙ୍ଗ ରେ ୟୁବୋରନାଲ ତତ୍ଵ ମିଳିଥାଏ। ଏହା ଆମ ରକ୍ତକୁ ପତଳା କରିବାରେ ସାହାଯ୍ୟ ହୋଇଥାଏ।

ଏହାପରେ ଆପଣ ଗୋଟିଏ ପାତ୍ରରେ ୧.୫ କପ ପାଣି ନିଅନ୍ତୁ। ଏହାପରେ ଆପଣ ପୂର୍ବରୁ ପ୍ରସ୍ତୁତ କରିଥିବା ସେହି ମିଶ୍ରଣକୁ ମିଶାଇ ଦିଅନ୍ତୁ। ଦର୍ଶକବନ୍ଧୁ ଏହା ନାଚୁରାଲ ବ୍ଲଡ଼ କ୍ଳିନର ରୂପେ କାମ କରିଥାଏ। ଏହା ସହିତ ଏଥିରୁ ଆପଣଙ୍କୁ କୌଣସି ସାଇଡ ଇଫେକ୍ଟ ମଧ୍ୟ ହୋଇନଥାଏ। ଏଥିରୁ ଆପଣଙ୍କୁ ପ୍ରଚୁର ମାତ୍ରାରେ ଲାଭ ମିଳିଥାଏ।

ବନ୍ଧୁଗଣ ଆପଣ ୧.୫ କପ ପାଣି ନେଇଥିଲେ ଯେତେବେଳେ ଏହି ପାଣି ୧ କପ ରହିଯିବ ସେତେବେଳେ ଆପଣ ଏହାକୁ ଗୋଟିଏ ଗ୍ଳାସ କୁ ଛାଣି ନିଅନ୍ତୁ। ବନ୍ଧୁଗଣ ଆପଣ ଏହାକୁ ନୀତିଦିନ ରାତିରେ ଖାଦ୍ଯ ଖାଇବାର ୧ ଘଣ୍ଟା ପରେ ଅଥବା ୩୦ ମିନିଟ ପରେ ଆପଣ ଏହାର ସେବନ କରିପାରିବେ। ବନ୍ଧୁଗଣ ଏହି ଉପାୟଟି ସେବନ କରିବା ଦ୍ଵାରା ଏହା ଆପଣଙ୍କ ରକ୍ତକୁ ପତଳା କରିଥାଏ।

୨- ବନ୍ଧୁଗଣ ଭୟ କାରଣରୁ ଯଦି ଆପଣଙ୍କର ହାର୍ଟ ଆଟାକ କିମ୍ବା ହାର୍ଟ ଷ୍ଟୋକ ହେବାର ସମ୍ଭାବନା ରାହୁଅଛି ତେବେ ଆପଣ ଟମାଟୋ ଅଥବା ବିଲାତି ର ସେବନ କରନ୍ତୁ। ବନ୍ଧୁଗଣ ନୀତିଦିନ ଆପଣଙ୍କୁ ୪ ଟି ବିଲାତି ସେବନ କରିବାକୁ ହେବ। ଏହି ଉପାୟ ଯଦି ଆପଣ ୧୫ ଦିନ କରିନେବେ ତେବେ, ଆପଣ ନିଜେ ଅନୁଭବ କରିପାରିବେ ଆପଣଙ୍କ ରକ୍ତ ସମସ୍ଯା ଦୂର ହୋଇଯିବ। ଏହା ସହିତ ନାଇଟ୍ରୋ ଅକ୍ସାଇଡ ପ୍ରଦାନ କରୁଥିବା ସବୁଜ ପନିପାରିବାର ମଧ୍ୟ ସେବନ କରନ୍ତୁ ଆପଣଙ୍କୁ ପ୍ରଚୁର ଲାଭ ମିଳିବ। ବନ୍ଧୁଗଣ ଏହାଥିଲା ୨ ଟି ମହତ୍ବପୂର୍ଣ୍ଣ ଟିପ୍ପଣୀ ଯାହା ଆପଣଙ୍କ ରକ୍ତ କୁ ସଫା କରିବାରେ ସାହାଜ୍ଯ କରିଥାଏ। ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗୁଥିଲେ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *