କେବଳ ଦୁଷ୍କର୍ମ ପୀଡ଼ିତାର ବୟାନ ଅନୁସାରେ ଅରୋପୀକୁ ଦୋଷୀ କୁହାଯାଇ ପାରିବନାହିଁ, ସୁପ୍ରମକୋର୍ଟଙ୍କ ଆଦେଶ

ସୁପ୍ରମକୋର୍ଟଙ୍କ କହିବା ଅନୁଯାୟୀ ଦୁଷ୍କର୍ମ ମାମଲାରେ କେବଳ ପୀଡ଼ିତାର ବୟାନକୁ ଆଧାରକରି ଅରୋପୀକୁ ଦୋଷୀ ମାନି ପାରିବେନାହିଁ । ଅଦାଲତର ଏଇ ବ୍ୟବସ୍ଥା ସଂପର୍କରେ ଆସନ୍ତୁ ଜାଣିବା । ନୂଆଦିଲ୍ଲୀ, ଏଏନ୍ଆଇ ସୁପ୍ରମକୋର୍ଟଙ୍କ ବ୍ୟବସ୍ଥା ଦେଇଛି ଯେପର୍ଯ୍ୟନ୍ତ ପୀଡ଼ିତାର ବୟାନଟି ଭରସାପୂର୍ଣ୍ଣ, କି ବାସ୍ତବିକ ଗୁଣବତ୍ତା ହୋଇନଥିବ, ସେପର୍ଯ୍ୟନ୍ତ ଅରୋପୀକୁ ଅପରାଧୀ ମାନି ପାରିବେନାହିଁ । ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ ଏମଆର ଶାହଙ୍କ ପାଠରେ କୁହାଯାଇଛି ବାସ୍ତବିକ ବୟାନ ବହୁତ ଭରସାପୂର୍ଣ୍ଣ ଓ କ୍ଷମତାଶାଳୀ ହେବା ଦରକାର ଯାହାର ସାକ୍ଷୀ ଅକାଟ୍ୟ ହେଇଥିବ ।

ପାଠରେ ଏହି ଟିପ୍ପଣୀଟି ପାଟନାର ମଖଦୁମପୁର ଜଣେ ବ୍ୟକ୍ତିଙ୍କୁ ଦୁଷ୍କର୍ମ ଆରୋପକୁ ବରୀ କରିବା ସହିତ କରିଥିଲେ ।

ବ୍ୟକ୍ତିଟି ଉପରେ ନିଜ ଭାଉଜଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ଲାଗିଥିଲା । ମହିଳା ଜଣଙ୍କ କହିଥିଲେ ୧୬ ସେପ୍ଟେମ୍ବରରେ ୨୦୧୧ ରାତିରେ ତାଙ୍କ ଦିଅର ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତାପରେ ସେ ୧୦ ବର୍ଷ କାରାଗାର ଭୋଗିଥିଲେ । ବ୍ୟକ୍ତିର ସପକ୍ଷ ଓକିଲ କହିଥିଲେକି ପୀଡ଼ିତା ବୟାନ ବ୍ୟତୀତ ଆଉ କିଛି ସାକ୍ଷ୍ୟ କି ଚିକିତ୍ସକିୟ ପ୍ରମାଣ ନାହିଁ ,କି ଅନ୍ୟ କେହି ସ୍ଵତନ୍ତ୍ର ସାକ୍ଷୀ ନାହାନ୍ତି ।

ପାଠ ଅନୁସାରେ ଦୁଷ୍କର୍ମ ପୀଡ଼ିତାର ବୟାନ ଦୋଷୀକୁ ଦଣ୍ଡ ଦେବା ପାଇଁ ପ୍ରୟ୍ୟାପ୍ତ କିନ୍ତୁ ଏହା ମଧ୍ୟ ଅଣଦେଖା କରିହେବନିକି ଅରୋପୀକୁ ମିଛ ମାମଲା ମଧ୍ୟ ଫସେଇ ଦିଆଯାଉଥିବ । ଉଲ୍ଲେଖନୀୟ ଯେ କାଲି ସୁପ୍ରମକୋର୍ଟ ଫାଶୀ ମାମଲାରେ ଅପିଲର ଶୁଣାଣି ଦୀଶା ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଗାଇଡଲାଇନରେ ଫାଶୀ ମାମଲାରେ ୬ ମାସ ଭିତରେ ଶୁଣାଣି କରିବା ସମୟସୀମା ସ୍ଥିର କରାଯାଇଛି ।

ସୁପ୍ରମକୋର୍ଟଙ୍କ ଏହି ଦୀଶା ନିର୍ଦ୍ଦେଶରେ କୁହାଯାଇଛି ଯେଉଁ ମାମଲାରେ ହାଇକୋର୍ଟଙ୍କ ଫାଶୀ ସଜା ମୋହର ଲାଗିଥିବ ,ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ କରିଥିବା ଅପିଲକୁ ସୁପ୍ରମକୋର୍ଟଙ୍କ ବିଚାର ସ୍ବୀକାର କରି ସେଇ ୟାଚିକାଙ୍କୁ ଲିଭ୍ ଗ୍ରାଣ୍ଟ୍ ହେବା ପାଇଁ ୬ ମାସ ଭିତରେ ତିନିଟି ନ୍ୟାୟଧିସଙ୍କ ପାଠ ଶୁଣାଣି ଲଗାଯିବ  ।

Leave a Reply

Your email address will not be published. Required fields are marked *