କେବେ ବାସୀ ହୁଅନାହିଁ ଏହି ୪ଟି ଜିନିଷ, ପୂଜାରେ ଏହାକୁ କରିପାରିବେ ବାରମ୍ବାର ବ୍ୟବହାର

ଜୀବନରେ ସବୁବେଳେ ଖୁସି ରେ ରହିବାପାଇଁ ଓ ଭଗବାନଙ୍କୁ ପ୍ରସନ୍ନ କରିବାପାଇଁ ସମସ୍ତେ ନିୟମିତ ପୂଜା ପାଠ କରିଥାନ୍ତି । ଯେବେ ବି ଆମେ ଭଗବାନଙ୍କ ପୂଜା କରିଥାଉ ଏଥିରେ ବହୁତ ସାମଗ୍ରୀ ର ପ୍ରୟୋଗ ହୋଇଥାଏ । ଏମିତି କହିବାର ଅଛି କି ବାସୀ ପାଣି, ଫୁଲ, ପତ୍ର , ଫଳ, ଇତ୍ୟାଦି ର ବ୍ୟବହାର ହୁଅନି । ଯଦି ଏହି ସବୁ ଜିନିଷ ସଜ ଥାଏ ତ ଭଗଵାନଙ୍କ ଚରଣରେ ଅର୍ପଣ କରାଯାଏ । ଏମିତି ବି ବହୁତ୍ ଜିନିଷ ଅଛି ଆମେ ଏହାକୁ ବାସୀରେ ବି ପୂଜାରେ ଲଗାଇପରିବ । ଧର୍ମ ଶାସ୍ତ୍ରରେ ଅଛି କି ଜିନିଷ ବାସୀ ହେଲା ପରେ ବି ଅର୍ପଣ କରିବାର ଅନୁମତି ରହିଛି । ଚାଲନ୍ତୁ ଡେରି ନକରି ଏହି ଜିନିଷ ଗୁଡ଼ିକ ବିଷୟରେ ଜାଣିବା ।

ଗଙ୍ଗାଜଳ:-

ଧର୍ମ ଶାସ୍ତ୍ର ହିସାବରେ କିଛି ବାସୀ ଜିନିଷ ପୂଜା ରେ ପ୍ରୟୋଗ ହୋଇ ପାରିବନାହିଁ । କିନ୍ତୁ ଏହା ଗଙ୍ଗାଜଳ ଉପରେ ଲାଗୁ ହୁଏନି । ଗଙ୍ଗା ଜଳ କେବେ ବାସୀ ହୁଅନି । ସ୍କନ୍ଦ ପୁରାଣ ଓ ବାୟୁ ପୁରଣରେ ଏହାର ବର୍ଣ୍ଣନା କରାଯାଇଛି । ଯଦି ଗଙ୍ଗା ଜଳ ବହୁତ୍ ବର୍ଷର ପୁରୁଣା ହେଲେବି ତାକୁ ପୂଜା ବ୍ୟବହାର କରିପାରିବେ । ଏହା କେବେ ଖରାପ୍ ହୁଏନି ।

ବେଲପତ୍ର:-

ବେଲ ପତ୍ର ଭୋଲାନଥଙ୍କ ଙ୍କ ବହୁତ ପ୍ରିୟ ଅଟେ । ଏହି ପତ୍ର କେବେ ବାସୀ ହୁଅନି । ଧର୍ମଶାସ୍ତ୍ର ହିସାବରେ ବେଲ ପତ୍ର ଗୋଟେ ଥର ଶିବଲିଙ୍ଗ ଉପରେ ଅର୍ପଣ କରିବା ପରେ ଦ୍ୱିତୀୟ ଥର ଶିବଲିଙ୍ଗରେ ଅର୍ପଣ କରି ପାରିବେ । ଆହା ବ୍ୟତୀତ ଏହି ବେଲପତ୍ର କୁ ଔଷଧି ରୂପେ ରେ ପ୍ରୟୋଗ କରାଯାଇପାରିବ । ଆୟୁଷ ବିଜ୍ଞାନ ହିସାବରେ କେତେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ।

ପଦ୍ମ ଫୁଲ:-

ପୂଜା ପାଠ ରେ ଫୁଲର ବ୍ୟବହାର ଅଧିକ କରାଯାଏ । ଏହା କହିବାର ଅଛି କି ଦେବୀ ଦେବତାଙ୍କ ଉପରେ ସଜ ଫୁଲ ଅର୍ପଣ କରାଯଇଥାଏ । ଭଗଵାନ ଙ୍କୁ ଫୁଲ ଚଢାଇ ପାପ ନାଶ କରାଯାଏ ଓ ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତ ହୁଏ । ଶାସ୍ତ୍ର ରେ ଅଛି କି ବାସୀ ଫୁଲ ଅର୍ପଣ କରିବା ଉଚିତ ନୁହେଁ । କିନ୍ତୁ ଏମିତି ଏକ ଫୁଲ ଅଛି କି ଆମେ କେବେ ବି ଅର୍ପଣ କରିପାରିବା, ଏହା ବାସୀ ହୁଅନି । ଏହାର ବାସୀ ହେବା ର ସମୟ ୫ଦିନ ପରେ । ଏହାକୁ ଥରେ ଅର୍ପାନକରି ଦ୍ୱିତୀୟ ବାର ବି ଅର୍ପଣ କରିପାରିବେ । ଆମେ ଆଠରେ ପଦ୍ମ ଫୁଲ ବିଷୟରେ ଆଲୋଚନା କରୁଛୁ ।

ତୁଳସୀ ପତ୍ର:-

ତୁଳସୀ ପତ୍ର କେବେ ବାସୀ ହୁଅନି । ଏଥି ପାଇଁ ଯଦି ତୁଳସୀ ପତ୍ର ମିଳୁନି ତେବେ ଅର୍ପଣ କରାଯାଇଥିବା ତୁଳସୀ ପତ୍ର କୁ ଧୋଇ ଦିତୀୟ ବାର ଚଢେଇ ପାରିବ । ମନ୍ଦିରରେ ଏହାକୁ କାଢି ବହୁଥିବା ପାଣି କି ମାଠିଆ ରେ ଓ କ୍ୟରି ରଖିବା କଥା । ଆହା ଧ୍ୟାନ ରଖିବାକୁ ହେବ ଯେ ଅଳିଆଗଦାରେ ନ ପକେଇବା ଉଚିତ୍ । ନହେଲା ପାପାରେ ଭାଗୀଦାର ହେବା । ଭାବୁଛୁ କି ଏହି କଥା ଆପଣକୁ ପସନ୍ଦ ଆସିବା । ଆପଣ ଅନ୍ୟ ଲୋକଙ୍କ ସହିତ ଅଧିକରୁ ଅଧିକ ସେୟାର କରନ୍ତୁ । ଏହିଭଳି ଭାବରେ ବାକି ଲୋକ ମାନେ ଏହା ବିଷୟରେ ଜାଣିପାରିବେ ଓ ଏହାର ଲାଭ ଉଠେଇବ ।

Leave a Reply

Your email address will not be published. Required fields are marked *