କେବେବି ବୃଦ୍ଧ ହେବେନି, ୭୫ ବର୍ଷରେ ବି ୨୫ ଭଳି କରିବେ ଅନୁଭବ…ବାସ କରନ୍ତୁ ଏହାର ସେବନ- Swami Ramdev

କ୍ୟାଲସିୟମର ଅଭାବ କେବେବି ରହିବ ନାହିଁ । ଆଖି ଏବଂ ମସ୍ତିସ୍କ ସବୁବେଳେ ସୁସ୍ଥ ରହିବ କ୍ଷୀରରେ ଯଦି ଏହି ଜିନିଷ ପ୍ରତିଦିନ ମିଶାଇ ପିଇଥାନ୍ତି । ଏହାକୁ ପିଇବା ଦ୍ଵାରା କିଛି ହାଡ ଜନିତ ସମସ୍ୟା ହେବ ନାହିଁ, ନା ଆଣ୍ଠୁ ଗଣ୍ଠି ନା ଅଣ୍ଟା ଦରଜ ହେବ । ଏହାକୁ ବନେଇବା ପାଇଁ କଣ କଣ ଦରକାର ଆସନ୍ତୁ ଜାଣିବା ।

ଏଠାରେ ଦୁଇ ଚାମଚ ପୋସ୍ତକ, ପୋସ୍ତକରେ ବହୁତ ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ ମିଳିଥାଏ । ଏହା ସହିତ ପୋସ୍ତ ଆମ ଶରୀରକୁ ହାଇଡ୍ରେଟ କରିଥାଏ ଏବଂ ଏଥିରେ କ୍ୟାଲସିୟମ ମଧ୍ୟ ମିଳିଥାଏ । ୧ ଗ୍ରାମ ରାଶିରେ ସହେ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ ।

Image Courtesy: Google

ଯେଉଁ ମାନଙ୍କୁ ହାଡ ଜନିତ ସମସ୍ୟା ରହିଛି । ଯଦି ଆଣ୍ଠୁ ଗଣ୍ଠି କି ଅଣ୍ଟାରେ, କି ମାଂସ ପେଶୀରେ କଷ୍ଟ ହୋଇଥାଏ ଯଦି ଗୋଟେ ଚାମଚ ରାସୀ ଖାଇବେ  ତେବେ ଦେଖିବେ ଆପଣଙ୍କୁ କୌଣସି ପ୍ରକାରର ହାଡ ଜନିତ ସମସ୍ୟା ହେବ ନାହିଁ । ତାପରେ ଦଶଟି ବାଦାମ ନେବା ଯାହା ଆମ ମସ୍ତିସ୍କକୁ କ୍ଷିପ୍ର କରିଥାଏ ଏବଂ ଆମ ହ୍ରୁଦୟକୁ ସୁସ୍ଥ ରଖିଥାଏ । ବାଦାମ ପୋଷାକ ତତ୍ଵର ଭଣ୍ଡାର ଅଟେ । ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ । ତାପରେ ୧ ଚାମଚ ପାନ ମଧୁରୀ, ପାନ ମହୁରି ଖାଇବା ଦ୍ଵାରା ଆମର ଡାଇଜେସନ ଠିକ ରହିଥାଏ ।

Image Courtesy: Google

ଆମ ମେଟାବୋଲିଜିମ ଫାଷ୍ଟ ହୋଇଥାଏ । ଆମ ମେଟାବୋଲିଜିମ ଯେତିକି ଠିକ ରହିବ ଆମ ସ୍ୱାସ୍ଥ୍ୟ ସେତେ ଭଲ ରହିବ । ପାନମଦୁରି ଖାଇବା ଦ୍ଵାରା ଆମ ଚିନ୍ତା ଦୂର ହୋଇଥାଏ ଓ ଏହା ସହିତ ନିଦ ମଧ୍ୟ ଭଲ ଆସିଥାଏ । ଶେଷ ସାମଗ୍ରୀ ଆବଶ୍ୟକ ତାହା ହେଲା କ୍ଷୀର । କ୍ଷୀରରେ ସେ ସବୁ ପୋଷାକ ତତ୍ଵ ମିଳିଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏବଂ କ୍ୟାସିୟାମର ଭଣ୍ଡାର ଅଟେ କ୍ଷୀର । ଆପଣ ଚାହିଁଲେ ଏହାର ଗୁଣ୍ଡ ବନେଇ ଷ୍ଟୋର କରି ରଖି ପାରିବେ ।

Image Courtesy: Google

ସକାଳ ଜଳଖିଆ ପରେ ଆପଣ ଏହାର ସେବନ କରିପାରିବେ କିମ୍ବା ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ ଆପଣ ଏହାର ସେବନ କରିପାରିବେ । ଆସନ୍ତୁ ଜାଣିବା ଏହାକୁ କେମିତି କରିବେ । ଆପଣ ଗୋଟେ ବଡ ପାତ୍ରରେ କ୍ଷୀର ଫୁଟେଇବା ପାଇଁ ଛାଡି ଦିଅନ୍ତୁ । ଏବେ ଆପଣ ଦୁଇ ଚାମଚ ରାସୀ, ଦୁଇ ଚାମଚ ପୋସ୍ତକ, ଦଶଟି ବାଦାମ, ଏବଂ ୧ ଚାମଚ ପାନ ମଧୁରୀ କୁ ନେଇ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହାକୁ ଆପଣ ଗୁଣ୍ଡ କରି ଫ୍ରିଜରେ ସ୍ଟୋର କରି ରଖିପାରିବେ । ଫଳରେ ଏହା ଅଧିକ ଦିନ ପର୍ଯ୍ୟନ୍ତ ରହିବ ।

Image Courtesy: Google

ଏବେ ଏହି ଗୁଣ୍ଡର ଗୋଟେ ଚାମଚ ଫୁଟୁଥିବା କ୍ଷୀରରେ ପକାନ୍ତୁ ଏବଂ ଏହାକୁ ତିନିରୁ ଚାରି ମିନିଟ ଫୁଟେବାକୁ ଦିଅନ୍ତୁ । ତାପରେ ଆପଣଙ୍କ କ୍ଷୀର ପ୍ରସ୍ତୁତ । ଗରମ ଥିଲା ବେଳେ ଏହି କ୍ଷୀରକୁ ସେବନ କରନ୍ତୁ । ସପ୍ତାହରେ କେବଳ ଚାରିଦିନ ଏହାର ସେବନ କରି ଦେଖନ୍ତୁ । ଦେଖିବେ ଆପଣଙ୍କ ଭିତରେ ବହୁତ କିଛି ପରିବର୍ତନ ଦେଖିବାକୁ ମିଳିବ । ଯଦି ଆପଣ ମିଠା କରିବାକୁ ଚାହୁଁଛନ୍ତି ଏଥିରେ ଚିନୀ ନ ପକାଇ ମିଶ୍ରି ପକାଇ ପାରିବେ । ମିଶ୍ରି ଆପଣଙ୍କ ଶରୀରରେ ହିମୋଗ୍ଲୋବିନ ଭଢାଇବା ସହ ଆପଣଙ୍କ ଶରୀରକୁ ଥଣ୍ଡା କରିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *