କେମିତି କମିବ ବଡ ପେଟ, ମାତ୍ର 2 ଦିନରେ ପତଳା ହେବ ଶରୀର! Health Tips

ବନ୍ଧୁଗଣ ଆଜିର ସମୟରେ ମୋଟାପଣ ବା ଚର୍ବି ଅଧିକ ହେବା କାରଣରୁ ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇ ସାରିଛି । ଆଜିକାଲି ସମସ୍ତଙ୍କର ପଟେ ବଢିବ କାରଣରୁ ଚର୍ବି ଅଧିକ ହେଉଛି ଯାହା ଆପଣ ମୋଟାପଣ ସମସ୍ଯା ଦେଖା ଯାଉଛି । ଏହା ଫଳରେ ଶରୀରର ସୌନ୍ଦର୍ଜ୍ୟ ନଷ୍ଟ ହେବ ସହ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ । ଅଧିକାଂଶ ଲୋକେ ପେଟର ଚର୍ବି କମ କରିବା ପାଇଁ ଏକ୍ସସାଇଜ କରନ୍ତି ଜିମ ଯାଇଥାନ୍ତି ବା ଡାଏଟ କରିଥାନ୍ତି । କିନ୍ତୁ ପେଟ କାମେ ନାହି । ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ପେଟର ଚର୍ବି କମ ହୋଇଯିବ ।

ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନି ଆମେ ନିତ୍ୟ ବ୍ୟବହାର କରୁଥିବା ନଡିଆ ତେଲ ପେଟର ଚର୍ବି କମ କରିବାରେ ସାହାଜ୍ଯ କରିଥାଏ । ପ୍ରଥମେ ଏକ ପାତ୍ର ରେ ଏକ ଚାମଚ ନଡିଆ ତେଲ ନିଅନ୍ତୁ । ଏହା ପରେ ଅଧ ଚାମଚ ଭିକ୍ସ ବାମ ନିଅନ୍ତୁ । ଏହା ଆପଣଙ୍କୁ ସହଜରେ ଘରୁ ମିଳିଯିବ । ଏହା ପରେ ସେଥିରେ ୨ଟି କର୍ପୁର ଆଣି କର୍ପୁର କୁ ଗୁଣ୍ଡ କରି ମିଶ୍ରଣ କରନ୍ତୁ ।

ଏହି ୩ଟି ଜିନିଷର ଏକେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି କର୍ପୁର ଆପଣ ପୂଜା ରେ ବ୍ୟବହାର କରିଥାନ୍ତି ଯାହାକୁ ଆପଣ ନିଜ ପେଟର ଚର୍ବି କମ କରିବା ପାଇଁ ଉପୋଯୋଗ କରି ପାରିବେ । ଏଥିରେ ମିଶା ଯାଇଥିବା ଭିକ୍ସ ବାମ ଆପଣଙ୍କ ପେଟର ଚର୍ବି କୁ କମ କରିବାରେ ବିଶେଷ ସହାୟକ ହୋଇଥାଏ । ଆପଣ ଏହାକୁ ମେଡ଼ିସିନ ଷ୍ଟୋର ରୁ ଆଣି ନିଜର ଚର୍ବି ହୋଇଥିବା ଜାଗାରେ ଲଗାଇ ଦିଅନ୍ତୁ ।

ଯଦି ଆପଣ ନିଜ ପେଟରେ ଲଗାଇବାକୁ ଚାହୁଁଛନ୍ତି ତେବେ ସଂପୂର୍ଣ୍ଣ ପେଟରେ ଲଗାନ୍ତୁ । ଆଉ ଯଦି ଜଙ୍ଘ ରେ ବା କୌଣସି ଜାଗାରେ ଚର୍ବି କମ କରିବାକୁ ଚାହୁଁଛନ୍ତି ସେଠାରେ ସଂପୂର୍ଣ୍ଣ ଭାବେ ଲଗାଇ ଦିଅନ୍ତୁ । ତା ପରେ ଏଭଳି କରିବା ପରେ ଶରୀରର ଚର୍ବି ବହୁତ ଜଲ୍ଦି ଦୂର କରିବାରେ ଲାଗିବ ।

ଏହି ମିଶ୍ରଣ ଲଗାଇବା ପରେ ମଶାଚ କରିବା ଦରକାର ନାହି ବାସ ଲଗାଇ ସେମିତି ଛାଡି ଦିଅନ୍ତୁ । ଏହି ଉପାୟ ଟି ମହିଳା ବା ପୁରୁଷ ଲଗାଇ ପାରିବେ । ଏମିତିକି ଏହାକୁ ଲଗାଇ ଯେ କୌଣସି କାମ ମଧ୍ୟ କରି ପାରିବେ । ଜାଣି ରଖନ୍ତୁ ଶରୀରରେ ଲଗାଇଲେ ହିଟ ଉତପନ ହୋଇଥାଏ ଯାହା ଫଳରେ ଦେହରୁ ଝାଳ ମଧ୍ୟ ବାହାରି ଥାଏ । ତେବେ ଏହି ଝାଳ ଦ୍ଵାରା ଶରୀରରୁ ଚର୍ବି କମ ହେବାରେ ଲାଗିବ ।

ଆପଣ ଏହାକୁ ଲଗାଇବା ପରେ ୨ ଘଣ୍ଟା ଯାଏଁ ରଖିବା ପରେ ନରମାଲ ପାଣି ରେ ଧୋଇ ଦେବେ । ତେବେ ଏହା ଥିଲା ପେଟର ଚର୍ବି କମ କରିବାର ସବୁଠାରୁ ଲାଭଦାୟକ ଓ ଚମତ୍କାରୀ ଉପାୟ । ଆପଣ ଥରେ ଏହାକୁ ଟ୍ରାଏ କରି ଦେଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *