ଭୋଜି ହଣ୍ଡାରେ ବସି ବିବାହ କରିବାକୁ ଗଲେ ବାର-କନ୍ୟା, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ । ବିବାହ ହେଉଛି ଏମିତି ଏକ ବନ୍ଧନ ଯାହା ଜୀବନରେ ଥରେ ମାତ୍ର ହୋଇଥାଏ । ବିବାହ ଭଳି ପବିତ୍ର ବନ୍ଧନ ରେ ଉଭୟ ପୁଅ ଓ ଝିଅଙ୍କର ମିଳନ ହେବା ସହ ଦୁଇ ପରିବାରର ମଧ୍ୟ ମିଳନ ହୋଇଥାଏ । ତେବେ ଏଥିପାଇଁ କିଛି ପୁଅ ଓ ଝିଅ ମାନେ ସିରିଏସ ଥିବା ବେଳେ ଆଉ କିଛି କ୍ଷେତ୍ର ରେ ସାଧାରଣ ବ୍ୟବହାର କରିଥାନ୍ତି ଉଭୟ ପୁଅ ଓ ଝିଅ । କିନ୍ତୁ ଆଜିର ଆମର ବିଷୟବସ୍ତୁ କିଛି ଏମିତି ରହିଛି ଯାହା ହୁଏ ତ ଆଗରୁ କେବେ ହୋଇ ନ ଥିବ । ତେବେ ଆସନ୍ତୁ ଜାଣିବା ପୁରା ଘଟାଣା କଣ ରହିଛି ।

ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ କିପରି ଭାବେ ପୁଅ ଇ ଝିଅ ବିବାହ ବନ୍ଧନ ରେ ଆବଦ୍ଧ ହେଉଛନ୍ତି । ତେବେ ଏହି ବିବାହ କିଛି ନିଆରା ଢଙ୍ଗ ରେ ହୋଇଛି । ସୂଚନା ଯୋଗ୍ୟ କି କେରଳ ରେ ଏହି ଭଳି ଅଜବ ଗଜବ ବିବାହ ଦେଖିବାକୁ ମିଳିଛି । ଆପଣ ମାନେ ଜାଣିଥିବେ ବର୍ତ୍ତମାନ କେରଳ ରେ ବର୍ଷା ଅଧିକ ହେବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବନ୍ୟା ସମୟରେ ଦୁଇ ପୁଅ ଓ ଝିଅ ଉଭୟ ନିଜର ବିବାହ ପାଇଁ ଭୋଜିରନ୍ଧା ହଣ୍ଡାରେ ବସି ପାଣି ରେ ଭାସି ଭାସି ବିବାହ ମଣ୍ଡପକୁ ଯାଉଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ତେବେ ଅନେକ ଦିନର ଚେଷ୍ଟା ଓ ଅପେକ୍ଷା ପରେ ଏହି ଦୁଇ ଦାମ୍ପତ୍ୟ ଶେଷରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବନ୍ୟା ପାଣିରେ ନଉକା ସାହାଜ୍ଯରେ ପୁଅ ଓ ଝିଅ ଆସିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ର ବିଷୟ ହୋଇଛି । ଦୁହେଁ ବିବାହ ମଣ୍ଡପ ରେ ଫଞ୍ଚି ରୀତି ନୀତି ଓ ପୂରା ବିଧି ବିଧାନ ଅନୁସାରେ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ବିବାହ ସମୟରେ ଦୁଇ ଦମ୍ପତିଙ୍କର କିଛି ସମ୍ପର୍କୀୟ ମାନେ ମଧ୍ୟ ସେଠାରେ ଉପସ୍ଥିତି ଥିବର ନଜର ଆସୁଛନ୍ତି । ତେବେ ଏହି ବିବାହ ଟି କିଛି ଅଲଗା ପ୍ରକାରର ରେ ହୋଇଛି ଯାହାର କଳ୍ପନା କେହି କେବେ କରି ନ ଥିବେ । ବନ୍ୟା ସମୟରେ ନିଜର ବିବାହକୁ ଏହି ପରି ଭାବେ ଦୁଇ ଦମ୍ପତି ସମ୍ପନ୍ନ କରିଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *