ବିନା ଶବରେ ମଶାଣି ଗଲା କୋକେଇ, ଚାଦର ତଳେ ଶୋଇଥିଲା… ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ କେବେ ଶୁଣିଛନ୍ତି ବିନା ଶ-ବରେ କୋ-କେ-ଇ କେବେ ସଜା ଯାଇଛି । ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ୍ୟ ଅଟେ । ଆପଣ ମାନେ ଏହି ଭି-ଡି-ଓ ରେ ଦେଖିବାକୁ ପାଇବେ ଯେ ବିନା ଶ-ବରେ କୋ-କେ-ଇ ସଜା ଯାଉଛି । ଏହି ମୃ-ତ ଶ-ରୀ-ର- ହେଉଛି ଏକ ପ୍ରତୀତ୍କାରକ ମୃ-ତ ଦେହ । ଏହି ଭି-ଡି-ଓ ରେ ସେହି ବ୍ୟକ୍ତିଙ୍କର ଫୋଟୋ ରହିଛି ଯାହାଙ୍କର କୋ-କେ-ଇ ସଜାଉଛନ୍ତି ଆତଙ୍କ ପରିବାର ଲୋକେ ଓ ପଡୋଶୀ ମାନେ । କିନ୍ତୁ କୋ-କେ-ଇ-ରେ ଏହି ବ୍ୟକ୍ତିଙ୍କର ମୃ-ତ ଶରୀର ନାହି ।

ଏହି କୋ-କେ-ଇ-ରେ ଅଛି ନଡାରେ ତିଆରି ତାଙ୍କର ଏକ ପ୍ରତିଛବି । ଅନ୍ୟ କ୍ଷେତ୍ର ରେ ନିଜ ସ୍ଵାମୀଙ୍କୁ ହ-ରା-ଇ ସ୍ତ୍ରୀ କାନ୍ଦି କାନ୍ଦି ଦୁଖରେ ଭା-ଙ୍ଗି ପଡିଛନ୍ତି । ଏମିତି କି ପୁରା ପରିବାର ନିଜ ପୁଅକୁ ହ-ରା-ଇ ଦୁଖରେ ମ-ର୍ମା-ହ-ତ ହୋଇ ପଡିଛନ୍ତି । ମୃ-ତ ବ୍ୟକ୍ତିଙ୍କ ସ୍ତ୍ରୀ ଏତେ ହତଭାଗିନୀ କି ନିଜ ସ୍ଵାମୀଙ୍କ ମୃ-ତ ଶରୀର ଶେଷ ଥର ପାଇଁ ଦେଖି ପାରିଲେ ନାହି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଅନ୍ତର୍ଗତ ନନ୍ଦୀଗୋର ଗାଁ ରେ । ଏହି ପ୍ରତୀତ୍କାମ ଶ-ବ ଟି ହେଉଛି ଗାଁ ର ୪୯ ବର୍ଷର ସୁବାସ ଗୌଡଙ୍କର ।

ତେବେ ତାଙ୍କର ମୃ-ତ ଶରୀର କଣ ପାଇଁ ମିଳି ନାହି ତାହା ପଛରେ ରହିଛି ବଡ କାହାଣୀ । ସୁବାସଙ୍କ ସମ୍ପର୍କୀୟ ଭାଇଙ୍କ କହିବା ଅନୁସାରେ ସେ ସୁରଟରୁ ଫେରୁଥିବା ସମୟରେ ଟ୍ରେନରୁ କେମିତି ଖସି ପଡିଥିଲେ । ଏହା ପରେ ସେମାନେ ଯେତେବେଳେ ଏହି କଥା ଟି ଶୁଣିବାକୁ ପାଇଲେ ତାଙ୍କୁ ଖୋଜିବାକୁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ୬ରୁ ୭ ଦିନ ଯାଏଁ ସୁବାସଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା । ଏହା ପରେ ସେମାନେ ଶୁଣିବାକୁ ପାଇଲେ ଯେ ତାଙ୍କର ମୃ-ତ ଶରୀରକୁ ମେଡିକାଲ ତରଫରୁ ପୋତି ଦିଆ ଯାଇଛି ।

ଏହି କଥା ଟି ପରିବାର ଲୋକେ ଜାଣିବା ପରେ ପଣ୍ଡିତଙ୍କ ପାଖରୁ ଏହାର ସମାଧାନ ବିଷୟରେ ପଚାରୀ ଥିଲେ । ଏହା ପରେ ପଣ୍ଡିତ କହିଥିଲେ ଯେ ନଡାରେ ତାଙ୍କର ଶରୀର ତିଆରି କରି ଶ-ବ ଦା-ହ କରିବା ପାଇଁ । ଏହା ପରେ ଗାଁ ର ସାହି ଭାଇ ଓ ପରିବାର ଲୋକେ ମାନେ ମିଶି ସୁବାସଙ୍କର ଅ-ନ୍ତି-ମ ସଂ-ସ୍କା-ର ଏହିପରି ଭାବେ କରୁଛନ୍ତି । ଗତ ୧୧ରେ ଫୋନ ଆସିଥିଲା ଯେ ସୁବାସ ଅହମଦାବାଦ ପୁରୀ ଏକ୍ସପ୍ରେସ ସୁପର ଫାଷ୍ଟ ଟ୍ରେନରେ ଘରକୁ ଆସୁଥିବା ବେଳେ ଭୂଷାବାଲି ନିକଟରେ ଅସାବଧନତା ଯୋଗୁ ଟ୍ରେନରୁ ଗଳି ପଡିଥିଲେ ।

ଅନେକ ଖୋଜା ଖୋଜି କରିବା ପରେ ପରିବାର ଲୋକେ ସୁବାସଙ୍କର ମୃ-ତ୍ୟୁ ହେବାର ୬ ଦିନ ପରେ ପୋ-ଲି-ସ ଠାରୁ ସୂଚନା ପାଇଥିଲେ । ସେତେବେ ବେଳକୁ ପୋ-ଲି-ସ ମୃ-ତ ଦେହକୁ ପୋ-ତି ସାରିଥିଲା । ବାସ୍ତବରେ ଏହି ଘଟଣାଟି ଅତ୍ୟନ୍ତ ମ-ର୍ମ-ଦା-ୟ-କ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *