Interesting Gk Questions- ଏମିତି କେଉଁ ଗଛ ଅଛି ଯେଉଁଥିରେ ଗୋଟିଏ ବି ଫୁଲ ନାହିଁ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଆପଣ କେଉଁ ଭଉଣୀଙ୍କ ସ୍ଵାମୀଙ୍କୁ ଭେଣୋଇ କହି ପାରିବେ ନାହି ?

ଉତ୍ତର- ହସପିଟାଲର ଶିଷ୍ଟରକୁ

୨- କେଉଁ ଦେଶରେ ଅଧିକ ଚଷମା ବ୍ୟବାହାର କରିଥାନ୍ତି ?

ଉତ୍ତର- ପାକିସ୍ତାନ

୩- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ରହିଛି ?

ଉତ୍ତର- ମଧ୍ୟପ୍ରଦେଶ

୪- ସତରଞ୍ଜ ଖେଳୁ କେଉଁ ନାମରେ ଜନାଜାଏ ?

ଉତ୍ତର- ଚତୁରଙ୍ଗ ସଂସୃତି

୫- ସ୍କିନର ରଙ୍ଗ ଗୋରା କେଉଁ କାରଣ ପାଇଁ ହୋଇଥାଏ ?

ଉତ୍ତର- ମେଲାନୀନ

୬- ଭାରତର ତୋତା କାହାକୁ କୁହାଯାଏ ?

ଉତ୍ତର- ଅମିର ଖୁସରୋ

୭- ଭାରତର ରାଷ୍ଟ୍ରୀୟ ମିଠାର ନାମ କଣ ?

ଉତ୍ତର- ଜଲେପି

୮- ପୁରା ଦୁନିଆରେ ଅଧିକ ଆଳୁ କେଉଁଠାରେ ଉତ୍ପାଦନ ହୋଇଥାଏ ?

ଉତ୍ତର- ରୁଷ

୯- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ?

ଉତ୍ତର- ୮ଗ୍ରାମ

୧୦- ଭାରତର ସବୁଠାରୁ ବଡ ଷ୍ଟଣ୍ଡ କେଉଁ ସହରରେ ଅଛି ?

ଉତ୍ତର- ଚେନ୍ନାଇ

୧୧- ୧ ଲିଟର ପାଣିରେ କେତେ ବୁନ୍ଦା ରହିଥାଏ ?

ଉତ୍ତର- ୨୦ହଜାର

୧୨- ପ୍ରଥମେ ପେନ୍ସିଲର ଆବିଷ୍କାର କେବେ ହୋଇଥିଲା ?

ଉତ୍ତର- ୧୭୭୫

୧୩- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୋୟାବିନ ଉତ୍ପାଦନ ହୋଇଥାଏ ?

ଉତ୍ତର- ମଧ୍ୟପ୍ରଦେଶ

୧୪- ବାଗୋର ସହର କେଉଁ ସହରକୁ କୁହାଯାଏ ?

ଉତ୍ତର- ଲକ୍ଷ୍ନୌର ମଲିହାବାଦ

୧୫- ପୁରା ଦୁନିଆରେ ସବୁଠାରୁ ଅଧିକ ବିଶ୍ଵବିଦ୍ୟାଳୟ କେଉଁଠି ଅଛି ?

ଉତ୍ତର- ଭାରତ

୧୬- ଚାନ୍ଦରୁ ପୃଥିବୀର କେଉଁ ଜିନିଷ ସ୍ପଷ୍ଟ ଭାବେ ଦେଖାଯାଏ ?

ଉତ୍ତର- ଚୀନର କାନ୍ଥ

୧୭- କେଉଁ ଦେଶରେ ଗୋଟିଏ ବି ହାୱାଇ ଆଡ୍ଡା ନାହି ?

ଉତ୍ତର- ବେଟିକନ ସିଟି

୧୮- ଦୁନିଆର ସବୁଠାରୁ ପୁରାତନ ବିଶ୍ଵବିଦ୍ୟାଳୟ ର ନାମ କଣ  ?

ଉତ୍ତର- ନାଳନ୍ଦା ବିଶ୍ଵବିଦ୍ୟାଳୟ

୧୯- ଏମିତି କେଉଁ ଗଛ ଅଛି ଯେଉଁଥିରେ ଗୋଟିଏ ବି ଫୁଲ ନାହି ?

ଉତ୍ତର- ଫନ

୨୦- ମସା ଆକାଶରେ କେତେ ଦୂର ଉଡି ପାରନ୍ତି ?

ଉତ୍ତର- ୫୦ଫିଟ

୨୧- ଦୁନିଆରେ ପ୍ରଥମ ମୋଟର କାରର ଆବିଷ୍କାର କିଏ କରିଥିଲେ ?

ଉତ୍ତର- କାଂଲ ବେଜ

୨୨- ତୋହରା ର ନଗର କାହାକୁ କୁହାଯାଏ ?

ଉତ୍ତର- ତାମିଲନାଡୁ

୨୩- ଏମିତି କେଉଁ ଘୋଡା ଅଛି ଯିଏ ମଣିଷ ଠାରୁ ଅଧିକ ତୀବ୍ର ଦୌଡିପାରେ ?

ଉତ୍ତର- ଦରିୟାଈ

୨୪- ଏମିତି କିଏ ଅଛି ଯିଏ ଭିକାରି ନୁହେଁ କିନ୍ତୁ ଟଙ୍କା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇଥାଏ କୁହ ସେ କିଏ ?

ଉତ୍ତର- ବସ କଣ୍ଡକ୍ଟର

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *