କେଉଁ ରଙ୍ଗର ଗାଡି ହେବ ଆପଣଙ୍କ ପାଇଁ ଶୁଭ ଜାଣନ୍ତୁ ନିଜ ରାଶି ଅନୁସାରେ

ଆଜି କାଲିକା ଲୋକ ସମସ୍ତେ ନିଜ ସୁବିଧାଅନୁଯାଇ ଗାଡି ଇତ୍ୟାଦି କିଣୁଅଛନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ପ୍ରତେକ ବ୍ୟକ୍ତିକୁ ସବୁ ଜିନିଷ ସବୁ କଲର ସୁଟ କରି ନଥାଏ । ଆଜି ଆମେ ଆପଣଙ୍କୁ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ କହିବାକୁ ଯାଉଛୁ ଯେ କେଉଁ ଗାଡି କଲର କେଉଁ ରାଶି ପାଇଁ ଉଚିତ ଅଟେ । ତେବେ ଆପଣଙ୍କୁ ଏହା ଜାଣିବା ଉଚିତ ଯେ ଆପଣଙ୍କ ପାଇଁ କେଉଁ କଲର ଗାଡି ଉଚିତ ଅଟେ ଓ ଶୁଭ ମଧ୍ୟ ।

ତେବେ ଆସନ୍ତୁ ଜାଣିବା କେଉଁ ରାଶି ଲୋକଙ୍କ କେଉଁ କଲର ଗାଡି ନବା ଉଚିତ ।

Image Courtesy: Google

ମେଷ ରାଶି :

ମେଷ ରାଶି ଜାତକଙ୍କ ପାଇଁ ଧଳା, ହାଲ୍କା ସବୁଜ, ଗୋଲାପି ରଙ୍ଗ ବହୁତ ଶୁଭ ଅଟେ । ସେଥିପାଇଁ ମେଷ ରାଶି ଲୋକଙ୍କୁ ଏହି ୩ଟି କଲରରୁ ଗୋଟେ ନବା ଉଚିତ ଅଟେ । ମେଷ ରାଶି ଲୋକଙ୍କୁ କଳା ରଙ୍ଗ ଗାଡି କେବେ ବି ନବା ଉଚିତ ନୁହ ।

ବୃଷ ରାଶି :

ବୃଷ ରାଶି ଜାତକଙ୍କ ପାଇଁ ହାଲ୍କା ଗୋଲାପି, କ୍ରିମ, କଳା, ଧଳା ଓ ନୀଳ ରଙ୍ଗ ଶୁଭ ଅଟେ । କିନ୍ତୁ ଏହି ରାଶି ଲୋକଙ୍କୁ ଭୁଲରେ ବି ନାଲି ରଙ୍ଗ ଗାଡି ନବା ଉଚିତ ନୁହ ।

Image Courtesy: Google

ମିଥୁନ ରାଶି :

ମିଥୁନ ରାଶି ଜାତକଙ୍କ ପାଇଁ କଳା, ଗୋଲାପି, ନାଲି ଓ ଧଳା ରଙ୍ଗ ବହୁତ ଶୁଭ ହୋଇଥାଏ ।

କର୍କଟ :

କର୍କଟ ରାଶି ରାଶି ଜାତକଙ୍କ ପାଇଁ ହଳଦିଆ, କ୍ରିମ ଓ ଶେଡ କଲର ଶୁଭ ଅଟେ କିନ୍ତୁ ଭୁଲରେ ବି କଳା ରଙ୍ଗ ଗାଡି କିଣନ୍ତୁ ନାହିଁ ।

ସିଂହ ରାଶି :

ସିଂହ ରାଶି ଜାତକଙ୍କ ପାଇଁ ନାରଙ୍ଗି କେସରୀ ଓ ହଳଦିଆ, ପର୍ପଲ ବା ନାଲି ରଙ୍ଗ ଏହି ରାଶି ଲୋକଙ୍କ ପାଇଁ ବହୁତ ଶୁଭ ଅଟେ ।

Image Courtesy: Google

କନ୍ୟା ରାଶି :

କନ୍ୟା ରାଶି ଜାତକଙ୍କ ପାଇଁ ଏହି ରାଶିଙ୍କ ପାଇଁ ସବୁଜ ବା କଳା ରଙ୍ଗ ବହୁତ ଶୁଭ ହୋଇଥାଏ ।

ତୁଳା ରାଶି :

ତୁଳା ରାଶି ଜାତକଙ୍କ ପାଇଁ ଧଳା ଓ ଗାଢ ନୀଳ ବହୁତ ଶୁଭ ହୋଇଥାଏ ଏହା ଛଡା ଗୋଲାପି ନଚେତ କଳା ରଙ୍ଗ ଗାଡି ମଧ୍ୟ ଏହି ଲୋକଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

ବିଛା ରାଶି :

ବିଛା ରାଶି ଜାତକଙ୍କ ପାଇଁ ମେରୁନ ବା ପର୍ପଲ କଲର ଗାଡି କିଣିବା ବହୁତ ଶୁଭ ଲାଭ ପ୍ରଦ ହୋଇଥାଏ ।

ଧନୁ ରାଶି :

ଧନୁ ରାଶି ଜାତକଙ୍କ ପାଇଁ ନୀଳ, ହଳଦିଆ, ନାରଙ୍ଗି ଏହି ସବୁ ରଙ୍ଗ ଶୁଭ ଅଟେ ଭୁଲରେ ବି କଳା ରଙ୍ଗ ଗାଡି କିଣନ୍ତୁ ନାହିଁ ।

Image Courtesy: Google

ମକର ରାଶି :

ମକର ରାଶି ଜାତକଙ୍କ ପାଇଁ ଗ୍ରେ, ହଳଦିଆ ଓ ନୀଳ କଲର ବହୁତ ଶୁଭ ହୋଇଥାଏ ଓ ନାଲି ରଙ୍ଗ ଏହି ରାଶି ଲୋକଙ୍କ ପାଇଁ ଅଶୁଭ ଅଟେ ।

କୁମ୍ଭ ରାଶି :

କୁମ୍ଭ ରାଶି ଜାତକଙ୍କ ପାଇଁ କଳା ନୀଳ ଓ ବାଇଗଣି କଲର ଶୁଭ ଅଟେ ।

ମୀନ ରାଶି :

ମୀନ ରାଶି ଜାତକଙ୍କ ପାଇଁ ହାଲ୍କା ଗୋଲାପି, ହଳଦିଆ ଓ ନୀଳ ରଙ୍ଗ ଗାଡି କିଣିବା ଉଚିତ ଅଟେ । ଏହି ରାଶି ପାଇଁ ସବୁଜ ରଙ୍ଗ ଗାଡି କିଣିବା ଦୁର୍ଭାଗ୍ୟଶାଳୀ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *