ଖାଇବା ପ୍ଲେଟରୁ ଡେଇଁପଡ଼ିଲା ମଟନ ପିସ, ଦେଖନ୍ତୁ Video… ନହେଲେ ବିଶ୍ଵାସ ହେବନି

ଆପଣ ମାନେ ସମସ୍ତେ ରେଷ୍ଟୁରାଣ୍ଟ ରେ ଖାଇବାକୁ ପସନ୍ଦ କରୁଥିବେ । କିନ୍ତୁ ଯେତେବଳେ ରେଷ୍ଟୁରାଣ୍ଟରେ କିଛି ଖାଇବା ଅର୍ଡର କରିଥିବେ ସେହି ସମୟରେ ଯଦି ମଟନ ପିସ ଆପେ ଆପେ ଡେଇଁବାକୁ ଲାଗେ ତେବେ ଆପଣ ମାନେ କଣ କରିବେ । ଏହା ପରେ ମଟନ ପିସଟି ଡେଇଁ ପଡି ଶେଷରେ ପ୍ଳେଟରୁ ବାହାରି ତଳକୁ ପଡି ଯାଉଛି । ଏହି କଥା ଶୁଣିବା ପରେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ ଲାଗୁଥିବ । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖାଇବା ପ୍ଳେଟରୁ ଏକ ମଟନ ପିସ ଆପେ ଆପେ ବାହାରି ତଳେ ପଡି ଯିବାର ଭି-ଡି-ଓ ଖୁବ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଘଟଣାଟି ଘଟିଛି ଆମେରିକାର ଫ୍ଲୋରିଡାର ।

ଫ୍ଲୋରିଡାର ଜଣେ ଏସିଆନ ମହିଳା ମଟନ ଖାଇବାକୁ ରେଷ୍ଟୁରାଣ୍ଟ ଯାଇଥିଲେ । ଏହା ପରେ ସେ ମଟନ ଅର୍ଡର କରିବାରେ ପରେ ୱେଟର ତାଙ୍କ ତେବଳରେ ମଟନ ଆଣି ଥୋଇଥିଲା । ଏହା ପରେ ଅଳ୍ପ ସମୟ ପରେ ଗୋଟେ ମଟନ ପିସ ପ୍ଳେଟରୁ ହଲିବାକୁ ଆରମ୍ଭ ହୋଇଥିଲା ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି । କିଛି ସମୟରେ ପରେ ମଟନ ପିସଟି ଜୋରରେ ହଳିବାରୁ ପ୍ଳେଟରୁ ବାହାରି ତଳକୁ ଖସି ପଡିଥିଲା । ଏହି ସମୟରେ ସେହି ଏସିୟାନ ମହିଳା ଫିଲିପ୍ସ ନିଜ କ୍ୟାମେରା ରେ କଏଦ କରି ଭି-ଡି-ଓ କୁ ଫେସବୁକରେ ସେୟାର କରିଥିଲେ । ଏହି ଭି-ଡି-ଓ କୁ ୧କୋଟି ୩୭ ଲକ୍ଷ ଲୋକ ଏମାନେ ଦେଖି ସାରିଛନ୍ତି ବୋଲି ସୂଚନା ରହିଛି ।

କିଛି ୟୁଜର୍ସ ମାନେ ଏହି ଭି-ଡି-ଓ ଦେଖି ମତ ଦେଇଛନ୍ତି ଏକା ଏକ ମିଥ୍ୟା ପ୍ରଚାର ଅଟେ ତ ଆଉ କେହି କହିଛନ୍ତି ମଟନ ପିସକୁ ସୂତା ସାହାଜ୍ଯରେ ଆଉ କେହି ତଳେ ପକାଇ ଦେଉଛି । ସେହିପରି ଅନ୍ୟ କିଛି ୟୁଜର୍ସ କହିଛନ୍ତି ମଟନ ପିସଟି ଫ୍ରେସ ଥିବାରୁ ଆପେ ଆପେ ଖସି ପଡିଲା । ଆଉ ଜେଣ ୟୁଜର୍ସ କମେଣ୍ଟ କରିଛନ୍ତି ଯେ ଏହି ମଟନ ଜୀବିତ ଛେଳିର ଥିଲା ସେଥିପାଇଁ ତଳେ ପଡିଗଲା । ଏହିପରି ଭାବେ ଏସିୟାନ ଦେଶ ଯେମିତି ଚୀନ, ଜାପାନର ଲୋକ ମାନେ ଖାଇଥାନ୍ତି ।

ସୂଚନା ଯୋଗ୍ୟ ଯେ ଫିଲିପ୍ସ ଏହି ଭି-ଡି-ଓଟି ଶେୟାର କରିଛନ୍ତି ସିଏ ଜଣେ ଖାଦ୍ୟ ପ୍ରେମୀ ଅଟନ୍ତି । ଏଥିପାଇଁ ହୁଏ ତେ ସେ ଏହି ଭଳି ଭି-ଡି-ଓ କରିଛନ୍ତି । ତେବେ ଏହା ପଛରେ ସତ କଣ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ତେବେ ଏହି ଭଳି ଭାବେ ଲୋକ ମାନେ ଏହି ଭି-ଡି-ଓ ଦେଖିବା ପରେ ପ୍ରତିକ୍ରିୟା ଦେଇଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *