ପୁଅ ବନିଗଲା ଝିଅ ,କୂଅରେ ବୁଡିବା ପରେ ବଦଳିଲା ଲିଙ୍ଗ… ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା

ନମସ୍କାର ବନ୍ଧୁଗଣ । କୂଅରେ ଜଳ ସମାଧି ନେବା ପରେ ଯୁବକ ହୋଇଗଲା ଯୁବତୀ । ବଦଳିଗଲା ଲି-ଙ୍ଗ ଓ ପରିଚୟ । ଏହି ଘଟଣାଟି ଚମାଟକର ଓ ଅ-ଦ୍ଭୁ-ତ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଏହି ଘଟଣାଟି ଘଟିଛି ରାଜସ୍ଥାନର ଜୋଧପୁର ଗାଁ ରେ ଯେଉଁଠାରେ ଜଣେ ୨୦ ବର୍ଷର ଯୁବକ କୂଅରେ ଡେ-ଇଁ ପଡିଥିଲା । ଏହା ପରେ ଯାହା ଘଟିଥିଲା ତାହା କୌଣସି ଚ-ମ-ତ୍କା-ର ଠାରୁ କମ ନୁହେଁ । କାରଣ କୂଅରୁ ବାହାରିବା ପରେ ଯୁବକ ହୋଇ ଯାଇଥିଲା ଯୁବତୀ । କୂଅକୁ ଡେ-ଇଁ ପଡିଲେ କଣ ଳି-ଙ୍ଗ ବଦଳିଥାଏ ନାଁ ଏମିତି ଚ-ମ-ତ୍କା-ର କିପରି ହୋଇପାରେ ଏମିତି ଅନେକ ପ୍ରଶ୍ନ ଉଠୁଛି ଗାଁ ଲୋକଙ୍କ ମନରେ ।

ଜୋଧପୁର ଅନ୍ତର୍ଗତ ରାଜପୁରା ଗାଁର ଶାଢୀ ପିନ୍ଧି ବସିଥିବା ଏହି ମହିଳା ଜଣକ ପ୍ରକୃତରେ ଜଣେ ଯୁବକ । କିଛି ମାସ ପୂର୍ବରୁ ଏହି ଯୁବକଙ୍କୁ ଭି-କା-ରା-ମ ନାଁ ରେ ଗାଁ ଲୋକେ ଜାଣିଥିଲେ । ବ୍ୟାଙ୍ଗାଲୋରରେ କାମ ଛାଡି ସିବା ପରେ ଭିକାରମ ଗାଁ ଲୋକଙ୍କୁ ଜଣାଇଥିଲା ଯେ ସେ ଜଳ ସମାଧି ନେବାକୁ ଯାଉଛି । ଏହା ପରେ ଅଚାନକ ଭିକାରମ ଗା-ୟ-ବ ହୋଇଗଲା । ସେ ଜଳ ସମାଧି ନେବା ପରେ ପାଣି ଭିତରେ ନ ରହି ବାହାରେ ପଡିଥିଲା । ଯେତେବଳେ ଚେ-ତା ଫେରିଲା ସେତେବେଳେ ସେ ନିଜକୁ ଝିଅ ଭାବେ ପାଇଲା ବୋଲି କହିଛି । ଘରକୁ ଫେରିବା ପରେ ଭିକାରମ ଝିଅଙ୍କ ପୋଷାକ ପିନ୍ଧି ନିଜକୁ ସାଧବୀ ମାୟା ବୋଲି ପରିଚୟ ଦେଇଥିଲା ।

ପ୍ରଥମେ ଗାଁ ଲୋକ ମାନେ ଭିକାରାମଙ୍କ କଥାକୁ ବିସ୍ବ୍ସ କରିଲେ ନାହି । ଏହା ପରେ ଗାଁ ର ମହିଳା ମାନେ ଏହି କଥା ସତ ଜାଣିବା ପାଇଁ ଭିକାରାମଙ୍କ ଶରୀରକୁ ଯାଞ୍ଚ କରିବା ପରେ ସୁନିଶ୍ଚିନ୍ତ ହୋଇଥିଲେ । ଏହି ଘଟଣାଟି ନି-ଆଁ ଭଳି ଆଖପାଖରେ ଗାଁ ରେ ପ୍ରଚାରିତ ହୋଇଥିଲା । ଭିକାରାମଙ୍କୁ ଦେଖିବା ପାଇଁ ଲୋକଙ୍କର ସୁ-ଅ ଛୁଟୁଛି । ସେ କହିଥିଲା ଯେ ଈଶ୍ବରଙ୍କ କୃପାରୁ ସେ ପୁଅରୁ ଝିଅ ହୋଇଛି । ବର୍ତ୍ତମାନ ସେ ନାରୀ ଭାବେ ଜୀବନ ବିତାଇବ । କେବଳ ଏମିତି ନୁହେଁ ଯେଉଁ କୂଅରେ ଭିକାରାମ ଜଳ ସମାଧି ନେଇଥିଲା ସେଠାରେ ଆରମ୍ଭ ହୋଇଛି ପୂଜା ଅର୍ଚ୍ଚନା । କିନ୍ତୁ ଏହି କଥାକୁ ପ୍ରଶାସନ ଗ୍ରହଣ କରି ନ ଥିଲା ।

ଏଥିପାଇଁ ପ୍ରଶାସନ ଭିକାରାମର ଲି-ଙ୍ଗ ଯାଞ୍ଚ କରିବା ପାଇଁ କହିଥିଲା । କିନ୍ତୁ ଏଥିରେ ଭିକାରମ ରାଜି ନ ହେବାରୁ ତାକୁ ଜୋ-ର ଜ-ବ-ର-ଦ-ସ୍ତି କରା ଯାଇଥିଲା । ଏହା ପରେ ପ୍ରକୃତ ସତ ଜଣା ପଡିଥିଲା । ଗତ କିଛି ମାସ ତଳେ ଭିକାରମ ମୁମ୍ବାଇ ଯାଇ ନିଜର ଲି-ଙ୍ଗ ପରିବର୍ତ୍ତନ କରିଛି । ଗୋଟେ ପୁଅ ମନରେ ଝିଅର ଭାବନା ଆସିବା ହରମୋନସର ବାଲାନ୍ସ ଯୋଗୁ ହୋଇଥାଏ ଯାହା ଏକ ସ୍ଵଭାବିକ ଘଟଣା । କିନ୍ତୁ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଭିକାରମ ଏହି ମି-ଥ୍ୟା-ର ଆଶ୍ରୟ ନେଇଥିଲା । ଆଜିକାଲି ସମାଜ ଭୟରେ ଭିକାରମ ଭଳି ଅନ୍ୟ ମାନେ ଏହିଭଳି କଥାର ମିଛ ପ୍ରଚାର କରିବା ପାଇଁ ବାଧ୍ୟ ହେଉଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *