ଏହି ବ୍ୟକ୍ତି ଜଣଙ୍କ ଯାହା କରୁଛି ଦେଖି ଆପଣ ହସି ହସି ବେଦମ ହେବେ, ଥରେ ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆଜିକାଲି ମ-ଦ ସେବନ କରିବା ଏକ ସାଧାରଣ କଥା ହୋଇ ଗଲାଣି । ଲୋକ ମାନେ ଏତେ ମାତ୍ରା ରେ ମ-ଦ୍ୟ-ପା-ନ କରୁଛନ୍ତି ଯେ ନିଜକୁ ହିଁ ସମ୍ଭାଳିପାରୁ ନହନ୍ତି । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି । ଏହି ଭି-ଡି-ଓ ରେ ଆପଣ ମାନେ ଦେଖି ପାରିବେ ଯେ ଜଣେ ବ୍ୟକ୍ତି କେତେ ମାତ୍ରା ରେ ମ-ଦ ସେବନ କରିଛନ୍ତି । ଏମିତି କି ସେ ନିଜ ସ୍କୁଟରକୁ ସମ୍ଭାଳିପାରୁ ନହନ୍ତି କି ନିଜକୁ ମଧ୍ୟ ସମ୍ଭାଳିପାରୁ ନହନ୍ତି । ଅନେକ ଥର ଚେଷ୍ଟା କରୁଛନ୍ତି ନିଜ ସ୍କୁଟରକୁ ଉଠାଇବାକୁ କିନ୍ତୁ ହୋଇପାରୁ ନାହିଁ । ସେହି ବ୍ୟକ୍ତି ଜଣକ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ କଣ ଅନେକ ଥର ପଡି ଉଠି ସାରିଲେଣି ।

ଏହି ଭି-ଡି-ଓ ରେ ସେହି ବ୍ୟକ୍ତି ଜଣକ ନିଜକୁ ସମ୍ଭାଳିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି କିନ୍ତୁ ବିଫଳ ହେଉଛନ୍ତି । ଠିକ ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଆସି ସାହାଜ୍ଯ କରୁଛନ୍ତି । କିନ୍ତୁ ସେହି ବ୍ୟକ୍ତି ଜଣକ ଅଟେ ନି-ଶା କରିଛନ୍ତି ଯେ ସାହାଜ୍ଯ କରୁଥିବା ବୃଦ୍ଧ ବ୍ୟକ୍ତି ଜଣକ ମଧ୍ୟ ହାର ମାନିଛନ୍ତି ।

କାରଣ ମ-ଦ୍ୟ-ପା-ନ କରିଥିବା ବ୍ୟକ୍ତି ସ୍କୁଟର ସମ୍ଭାଳି ନ ପାରି ପୁଣି ଥରେ ତଳେ ପଡି ଯାଉଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ବ୍ୟକ୍ତି ଜଣକ ଉଠିଛନ୍ତି କମ କିନ୍ତୁ ପଡୁଛନ୍ତି ଅଧିକ । ବ୍ୟକ୍ତି ଜଣକ ଅନେକ ଚେ-ତା କରିବା ପରେ ସ୍କୁଟର କୁ ରାସ୍ତା କୁ ଆଣିବାରେ ସକ୍ଷମ ହେଲେ । କିନ୍ତୁ ଗାଡି କୁ ରାସ୍ତା ମଝିରେ ରଖି ଦେଇ ସେଠାରେ ଠିଆ ହୋଇଛନ୍ତି ।

ତେବେ ଆଗକୁ କଣ ହେବ ତାହା ଦେଖିବାର ଅଛି । ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ଆଜିକା ଡେଟରେ ମ-ଦ୍ୟ-ପା-ନ କରିବା କେତେ ଖରାପ କଥା ଅଟେ । ଏହି ବ୍ୟକ୍ତି ଜଣକ ନିଜକୁ ଏତେ ନି-ଶା-ରେ ବୁଡେଇ ରଖିଛନ୍ତି ଯେ ନାଁ ନିଜକୁ ସମ୍ଭାଳି ପାରୁଛନ୍ତି ନାଁ ନିଜ ସ୍କୁଟର କୁ । ତେବେ ଯଦି ଏହିପରି ଭାବେ ଆମ ଦେଶର ଲୋକ ମାନେ ଏମିତି କରିବେ ତେବେ ଆଗକୁ ଆମ ଦେଶର ଅବସ୍ଥା କଣ ହେବ ତାହା ଆପଣ ମାନେ ଅନୁମାନ କରନ୍ତୁ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *