ଖରାପ ସମୟ ଆସିବା ଆଗରୁ ଭଗବାନ ଦେଇଥାନ୍ତି ଏହି ୬ଟି ସଂକେତ

ଜ୍ଯୋତିଷ ଶାସ୍ତ୍ରରେ ସବୁ ପ୍ରକାର ସମସ୍ଯା ର ସମାଧାନ ଥାଏ ତେବେ ଯଦି ଏମିତିକା ସଂକେତ ଆପଣଙ୍କୁ ଦେଖା ଯାଏ ତେବେ ବୁଝି ଯାନ୍ତୁ ଯେ ଆପଣଙ୍କ ଉପରେ ଭଗବାନଙ୍କ କୃପା ଦ୍ରୁଷ୍ଟି ଅଛି, ଭଗବାନ ଆପଣଙ୍କ ସବୁ ମନଇଛା ପୂର୍ଣ କରିବେ, ଆପଣଙ୍କ ଇଷ୍ଟ ଦେବ ଏବଂ ଆପଣଙ୍କ ପିତୃ ଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ, ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଏହି ୪ଟି ସେଙ୍କେତ ପାଇଲେ ଆପଣ ବୁଝି ଯାନ୍ତୁ ଯେ ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିଅଛି । ଜ୍ଯୋତିଷ ଶାସ୍ତ୍ର ଏବଂ ଗ୍ରନ୍ଥରେ ମଧ୍ୟ ଏମିତି କିଛି ସଂକେତ ବିଷୟରେ କୁହାଯାଇଛି ଯାହା ଆମ ପାଇଁ ଭଲ ସଂକେତ ଅଟେ ଏହି ସଂକେତ ଦ୍ଵାରା ଜଣା ପଡିଥାଏ ଯେ ଭଗବାନ ଆମ ସହ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସଂକେତ ବିଷୟରେ ।

Image Courtesy: Google

୧. ଶାସ୍ତ୍ର ଅନୁଯାଇ ଯଦି କୌଣସି ବିବାହିତ ମହିଳା ସିନ୍ଦୁର ଲଗେଇଲା ବେଳେ ହଟାତ ତାଙ୍କ ହାତରୁ ସିନ୍ଦୁର ଡବା ପଡିଯାଏ ତେବେ ତାଙ୍କ ସ୍ଵାମୀ ବ୍ୟବସାୟ ବା ଜୀବନ ଉପରେ ବହୁତ ବଡ ସଙ୍କଟ ଆସିବାର ଏହା ସଂକେତ ହୋଇଥାଏ, ତେବେ ଭଗବାନ ଆମକୁ ସଚେଟ କରିଥାନ୍ତି ଓ ଆମକୁ ସାବଧାନ ହୋଇ ରହିବା ଉଚିତ ଅଟେ ।

୨. ଯଦି ହଟାତ କ୍ଷୀର ପଡି ଯାଉଛି ବା ଫାଟି ଯାଉଛି ତେବେ ବୁଝି ଯାଅନ୍ତୁ କିଛି ଖରାପ ହବାକୁ ଯାଉଛି, ଆପଣଙ୍କ ଘରେ ଝଗଡା ବା କିଛି ବଡ ସମସ୍ଯା ଆସିବାକୁ ଯାଉଛି ।

Image Courtesy: Google

୩. ଯଦି ଆପଣଙ୍କୁ ଗତ କିଛି ଦିନ ଲଗାତାର ଖରାପ ସପନ ଆସୁଛି ତେବେ ଏହାର ଅର୍ଥ ଆପଣ ବହୁତ ଚିନ୍ତା ଓ ବଡ ସମସ୍ଯା ଶିକାର ହବାକୁ ଯାଉଛନ୍ତି, ସେଥିପାଇଁ ସାବଧାନ ରହିବା ଉଚିତ, ଏହାର ଅର୍ଥ ଏହା ମଧ୍ୟ ହୋଇଥାଏ ଯେ ଆପଣଙ୍କ ଘରେ କାହା ଦେହ ବହୁତ ଜୋର ଖରାପ ହୋଇପାରେ ।

୪. ଯଦି ଆପଣଙ୍କ ଘରେ କୌଣସି ବିରାଡି ଅଛି ବା ଘର ପାଖରେ ବାରମ୍ବାର ବିରାଡି ଅଲଗା ଅଲଗା ପ୍ରକାର ଶବ୍ଦ ବାହାର କରୁଛି ତେବେ ବୁଝି ଯାନ୍ତୁ କିଛି ବହୁତ ଖରାପ ହବାକୁ ଯାଉଛି ।

Image Courtesy: Google

୫. ଯଦି ଆପଣ କାମ ପାଇଁ ବାହାରିଲେ ଓ ସବୁ ଦିନ ଝଗଡା କରିବାର ଦେଖନ୍ତି ତେବେ ଆପଣଙ୍କ ଘରେ ମଧ୍ୟ ଝଗଡା ହବାକୁ ଯାଉଛି ସେଥିପାଇଁ ସାବଧାନ ହୋଇ ରୁହନ୍ତୁ ।

୬. ଯଦି ଆପଣ ଖାଦ୍ଯ ଖାଇବାକୁ ବସିଲେ ଓ ପ୍ରଥମ ଚାମଚ ଆପଣଙ୍କୁ ପିତା ଲାଗିଲା କିନ୍ତୁ ଦିତୀୟ ଓ ଏହା ପରେ ଖାଦ୍ଯ ସାମାନ୍ୟ ଲାଗିଲା ତେବେ ବୁଝି ଯାନ୍ତୁ ଆପଣଙ୍କ ଜୀବନରେ କିଛି ବହୁତ ଖରାପ ହବାକୁ ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *