ସଚ୍ଚୋଟ ମଣିଷ କେବଳ ଭିକ ମାଗେ, ରାଜା ହେବାର ଅଛି ତ ଏହି କାମ କରନ୍ତୁ- Chanakaya Niti

ଯଦି ଚାଣକ୍ୟଙ୍କର ଏହି ନୀତି ବୁଝିଯିବେ ବା କାମରେ ଲଗାଇବେ ଜୀବନରେ କିଛିବି ହାସିଲ କରିପାରିବେ । ଯଦି ଏହି ୫ଟି ଜିନିଷ ନିଜ କାମରେ ଲଗାଉଛନ୍ତି, କମ ବହୁତ ସହଜରେ ହୋଇଥାଏ । ଆଚାର୍ଯ୍ୟ ଚନଙ୍କ୍ୟ କହିଛନ୍ତି କେବେ ଆଲୋଚନାରେ ଡରନ୍ତୁ ନହିଁକି ବିବ୍ରତ ହୁଅନ୍ତୁ ନାହିଁ । କାରଣ ଲୋକ ଭଲ କରିଲେ କହିବେ ଓ ଖରାପ କରିଲେ ମଧ୍ୟ ଆଲୋଚନା କରିବା । ଲୋକଙ୍କର କାମ ହେଲା କହିବା ସେ ଭଲ ହେଉକି ମନ୍ଦ ।

ଚାଣକ୍ୟ କହିଛନ୍ତି କୌଣସି କାମକୁ ଠିକସେ କରିବା ପାଇଁ ଅନୁଶାସନର ପାଳନ କରିବା ଆବଶ୍ୟକ ହୋଇଥାଏ । ଅନୁଶାସନ ସମସ୍ତେ ଜାଣିଛନ୍ତି କିନ୍ତୁ କେହି ତାକୁ ପାଳନ କରନ୍ତି ନାହିଁ ।

ଅନୁଶାସନ ମାନେ ଯେଉଁ ଜିନିଷକୁ କରୁଛ ତାକୁ ଠିକସେ କର, ଯଦି କୌଣସି ଜିନିଷ କରୁଛ ତାକୁ ସେଶ କରିହିଁ ଛାଡନ୍ତୁ । ଆପଣଙ୍କର ସବୁବେଳେ ବେଷ୍ଟ ଦିଅନ୍ତୁ । ଯଦି ଡରିଯିବେ  ଜୀବନ ଖତମ ହୋଇଯିବ, କେବେ କୌଣସି କଥାରେ ଡରିବେ ନାହିଁ । ଯାହାବି ହେବ ଦେଖାଯିବ, ପଡିବା ପୁଣି ଉଠିବା ପୁଣି କାମକୁ ଠିକସେ କରିବା । ଚାଣକ୍ୟ କହିଛନ୍ତି ସମୟ ପ୍ରବନ୍ଧନ ବିଷୟରେ ମାନେ ଆପଣଙ୍କୁ ସମୟ ମ୍ୟାନେଜ କରି ଚଳିବାକୁ ପଡିବ । କେଉଁ ଜିନିଷ କେଉଁ ସମୟରେ କରିବାକୁ ପଡିବ ।

ଏହି କାମ ପାଇଁ କେତେ ସମୟ ଦେବା ଆବଶ୍ୟକ, ଯଦି ଆପଣ ସମୟକୁ ମ୍ୟାନେଜ କରିପାରିବେ ନାହିଁ, ମନିକୁ ମ୍ୟାନେଜ କରିବାର କିଛି ଫାଇଦା ନାହିଁ । ସମୟକୁ ମ୍ୟାନେଜ କରିବାକୁ ପଡିବ କାରଣ ପଇସା ଗଲେ ଆସିବ କିନ୍ତୁ ସମୟ ନଷ୍ଟ ହୋଇଗଲେ କେବେବି ଆସିବନି । ଚାଣକ୍ୟ କହିଛନ୍ତି ଖୁସି ବିଷୟରେ, ଯଦି କୌଣସି ଜିନିସରେ ଆପଣଙ୍କୁ ଖୁସି ମିଳୁଣୀ ସେହି କାମକୁ ଅଧିକ ଦିନ ପର୍ଯ୍ୟନ୍ତ କରିବେ ନାହିଁ । ଯେଉଁ କାମକୁ ଆପଣ କରୁଛନ୍ତି ସେଥିରେ ଖୁସି ଓ ମଜା ଆସିବା ଦରକାର, ଯଦି ମଜା ଆସୁଣୀ ସେହି କାମକୁ ବେସୀ ଦିନ ପର୍ଯ୍ୟନ୍ତ ଆପଣ କରିବେ ନାହିଁ ।

ଚାଣକ୍ୟ ଆଉ ଗୋଟେ ବହୁତ ଗୁରୁତ୍ବପୂର୍ଣ କଥା ବିଷୟରେ କହିଛନ୍ତି ସିଏ ହେଲା ଆତ୍ମ ବିଶ୍ବାସ, ଲୋକ ଆପଣଙ୍କ ବିଷୟରେ କଣ କହୁଛନ୍ତି କେବେ ତାଙ୍କ କଥାକୁ ଶୁଣିବେ ନାହିଁ, ଯେଉଁ ଲୋକ କହିବେକୀ ତୁ ଏହି କାମ କରିପାରିବୁ ନାହିଁ, ସେ କଥାକୁ ଆପଣ କେବେବି ଶୁଣିବେ ନାହିଁକାରଣ ତାହା ଆପଣ କରିପାରିବେକୀ ନାହିଁସେଇଟା ଆପଣଙ୍କ ଉପରେ ଓ ନିଜ ଆତ୍ମ ବିଶ୍ବାସ ଉପରେ ନିର୍ଭର କରେ । ଯଦି ନିଜର ଆତ୍ମ ବିଶ୍ବାସ ଥିବା ଆପଣ କିଛିବି କରିକି ଦେଖାଇବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *