ନିଜ ଝିଅକୁ ବିବାହ କଲେ ନିଜର ବାପା, ଆଉ ଚତୁର୍ଥୀ ରାତିରେ ଯାହା ଘଟିଲା ଆପଣ ଜାଣିଲେ ମୁଣ୍ଡ କାମ ଦେବନି 

ଏହି ଆଶ୍ଚର୍ଯ୍ୟ ଜଣକ କଥା ଶୁଣିଲେ ଆପଣ ଚମକି ପଡିବେ । ନିଜ ଝିଅକୁ ବିବାହ କରିବାକୁ ଚାହୁଁଥିଲେ ବାପା, ଏହି ଖରା ସୂନୀ ଆପଣଙ୍କୁ ନିଶ୍ଚିତ ଭାବରେ ଝଟକା ଲାଗିଥିବ, କିନ୍ତୁ ଏହା ହେଉଛି ସତ  ।  ତେବେ ଆସନ୍ତୁ ଜାଣିବା ଏହା ପଚରା ପ୍ରକୃତ ରହସ୍ୟ ଆଗରୁ ଶୁଣିଛନ୍ତିକି ବାପା ଝିଅକୁ ବିବାହ କରିବାର କଥା । ଆମେମାନେ ଜୀବନରେ ବହୁତ ବଡ ବଡ ଭୁଲ କରିଥାଉ ।

କିନ୍ତୁ ଅମିତି ଭୁଲ ରହିଛି ଯାହା କ୍ଷମା ମିଳିବା ସମ୍ଭବ ହୋଇନଥାଏ । ଯେଉଁ ଭୁଲ କରିଦେଲେ ଆମକୁ କ୍ଷମା ମିଳେ ନହିଁ । ସେହିଭଳି ଭୁଲ କରିବା ଆଗରୁ ଆମକୁ ସାହେଥର ଚିନ୍ତା କରିବା ଆବଶ୍ୟକ ହୋଇଥାଏ ।

ଏମିତି କିଛି କାମ ଘଟିଛି ରାଜସ୍ଥାନରେ, ପୁଅର ବୟସ ପାଖାପାଖି ୩୫ ବର୍ଷ ହେବ ଓ ଝିଅକୁ ପାଖାପାଖି ୧୮ ବର୍ଷ ହେବ । ତେବେ ଦୁଇଜଣଙ୍କ ମଧ୍ୟରେ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଚାଲିଥିଲା । ସେ ଦୁଇ ଜଣ ଯୁଆଡେ ଯାଉଥିଲେ ଦୁଇ ଜଣ ଦୁଇ ଜଣଙ୍କୁ ବାପା ଝିଅର ପରିଚୟ ଦେଉଥିଲେ ।

ଆଗରୁ ଅଚିକି ଇସଲାମ ଧର୍ମରେ ପୁରୁଷ ଚାହିଁଲେ କୌଣସିବି ଝିଅକୁ ବିବାହ କରି ପାରିବେ ।କିନ୍ତୁ ଏହି କଥା ଆଗ କାଳରେ ଥିଲା ।  ଯାହା ବର୍ତମାନ କାଳରେ ମଧ୍ୟ ସତ ହୋଇଛି ଏବଂ ସେ ଦୁଇଜଣ ବାହାରକୁ ଯିବାର ବାହାନା କରି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ପରେ ଏହି କଥା ସମସ୍ତଙ୍କ ସାମ୍ନାକୁ ଆସି ଯାଇଥିଲା ।

ଏହା ଜଣା ପଡିଲାକି ସେ ଦୁଇଜଣ ବାପା ଝିଅ ନୁହନ୍ତି ବୋଲି । ଏମିତି ଘଟଣା ଦେଖି ସେଠିକା ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ । କିଛିଦିନ ପରେ ସେଠାକାର ଲୋକ ସେହି ଦୁଇଜଣଙ୍କର ବିବାହ ମଧ୍ୟ କରାଇ ଦେଇଛନ୍ତି । ଆଜିକାଲି ଏମିତି ଘଟଣା ଘଟୁଛି ଆମେ ଦେଖି ମଧ୍ୟ ବିଶ୍ବାସ କରିପାରୁନୁ । ଆପଣଙ୍କୁ ଏହି ଲେଖାଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *