ବହୁତ କ୍ରୋଧୀ ଅଟନ୍ତି ଏହି 3ଟି ନାମର ଝିଅମାନେ- Jyotisha Shastra

ରାଗ ନାକ ଆଗରେ ଥାଏ ଏହି 3 ଟି ନାମର ଝିଅ ମାନଙ୍କର । ଆଜି ଆମେ ଆଲୋଚନା କରିବା ଏହି ନାମର ଝିଅ ମାନଙ୍କ ବିଷୟରେ । କୌଣସି ମଣିଷର ଚେହେରାକୁ ଦେଖିକି ତାର ସ୍ଵଭାବକୁ ଅନୁମାନ କରିବା ବହୁତ ମୁସ୍କିଲ ହୋଇଥାଏ । କିନ୍ତୁ ନାମର ପ୍ରଥମ ଅକ୍ଷରେ ଏଥିରେ ବହୁତ ସାହାର୍ଯ୍ୟ କରିଥାଏ । ଯେଉଁ ଭଳି ଜନ୍ମ ସମୟ ଓ ସ୍ଥାନର ପ୍ରଭାବ ବ୍ଯକ୍ତିର ସ୍ଵଭାବ ଉପରେ ପଡିଥାଏ ସେହି ଭଳି କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଦ୍ଵାରା ତାର ପ୍ରକୃତିକୁ ଚିହ୍ନି ପାରିବେ ।

ଆଜି ଆମେ କିଛି ଝିଅ ମାନଙ୍କର ନାମ ବିଷୟରେ କହିବୁ ଯେଉଁ ମାନେ ରାଗ ନାକ ଆଗରେ ନେଇକି ଚାଲନ୍ତି । ଏହି ଝିଅ ମାନଙ୍କ ଉପରେ ରାଗ ହାବି କରିଥାଏ ।

ଯେଉଁ କାରଣରୁ ଏମାନଙ୍କ ଜୀବନ ସାଥୀକୁ ବହୁତ ବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣଙ୍କ ଜୀବନ ସାଥିର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କୁ ଟିକେ ସମ୍ଭାଳିକି ରହିବାର ଅଛି । ଏହି ଝିଅ ମାନଙ୍କର ଏତେ ରାଗ ଥାଏକି ଏମାନେ କାହା କଥା ଶୁଣି ନଥାନ୍ତି ।


ବି ନାମର ଝିଅ :- ଯେଉଁ ଝିଅ ମାନଙ୍କର ନାମ ବି ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କର ସ୍ଵଭାବ ସଫା ହୃଦୟର ହୋଇଥାଏ । କିନ୍ତୁ କଥା କଥାରେ ରାଗିବା ଏମାନଙ୍କର ସବୁଠୁ ବଡ  ଅସୁବିଧା ହୋଇଥାଏ । ଏହି ଝିଅ ମାନେ ନିଜର ରାଗ ବୀନା କଥାରେ ନିଜ ଜୀବନ ସାଥି ଉପରେ ସୁଝାଇଦେଇ ଥାନ୍ତି । କିନ୍ତୁ କିଛି ସମୟ ପରେ ପୁଣି ନର୍ମାଲ ହୋଇଯାଆନ୍ତି ।

ଏଚ ନାମର ଝିଅ :- ଏହି ନାମର ଝିଅ ମାନେ ସବୁବେଳେ ସମସ୍ତଙ୍କ ସହିତ ମିଶିକରୀ ରହିଥାନ୍ତି । ଏମାନଙ୍କୁ ଘର ପରିବାରରେ ସମସ୍ତଙ୍କର ଖୟାଲ ରହିଥାଏ । କିନ୍ତୁ ଏମାନଙ୍କ ଭିତରେ ସବୁଠୁ ବଡ କମି ଏହା ହୋଇଥାଏକି ଏମାନଙ୍କୁ ରାଗ ବହୁତ ଆସିଥାଏ । ଏମାନେ ତାଙ୍କ ରାଗକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ । ସେଥିଲାଗି ଏମାନଙ୍କୁ କେବେ କେବେ ଜୀବନ ସାଥି ହରେଇବାର ଓ କିଛି କ୍ଷତିର ମଧ୍ୟ ସାମ୍ନା କରିବାକୁ ପଡିଥାଏ ।


ଏଲ ନାମର ଝିଅ :- ଯେଉଁ ଝିଅ ମାନଙ୍କର ନାମ ଏଲ ଅକ୍ଷରରୁ ଆରମ୍ଭ ହୋଇଥାଏ । ସେ ଏମିତି କିଛି କାମ କରିବାକୁ ପସନ୍ଦ କରନ୍ତି ନହିଁ ଯେଉଥିରେ ତାଙ୍କର ଛବି ଖରାପ ହେବ । ସବୁବେଳେ ଆଗରେ ରହିଥାନ୍ତି ଏହି ନାମର ଝିଅ ଜୀବନରେ ନୂଆ ନୂଆ କଥା କରିବାର ସଉକ ରଖିଥାନ୍ତି । କିନ୍ତୁ ଏମାନଙ୍କ ରାଗ ଏମାନଙ୍କୁ କମଜୋର ଓ ନିଜ ରାସ୍ତାରୁ ପଥ ଭ୍ରଷ୍ଟ କରିଥାଏ । କିନ୍ତୁ ଏହି ଝିଅ ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଜୀବନ ସାଥୀକୁ ସବୁବେଳେ ସଚା ପ୍ରେମ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *