ଜୀବନରେ ବଡ ସେହି ହେବେ, ଯିଏ Ignore କରିବ- Chanakya Niti

ଜଣେ ପ୍ରଫେସର ପାଣିରେ ଭରା ଥିବା ଗ୍ଲାସକୁ ଧରି ପିଲାମାନଙ୍କ ବହୁତ ପ୍ରକାର ପ୍ରଶ୍ନ ପଚାରିଲେକି ଯଦି ଏହି ଗ୍ଳାସକୁ ଏମିତି କିଚୋୟ ସମୟ ଧରକି ରଖିବୀ ତାହେଲେ କଣ ହେବ । ଯଦି ଏହି ଗ୍ଲାସକୁ ପୁରା ଦିନ ଧରିକି ରଖିବ ତାହେଲେ କଣ ହେବ, ଆପଣଙ୍କଙ୍କ ହାତକୁ ବହୁତ କଷ୍ଟ ହେବ ଓ ଏମିତି ରହି ରହି ପାରଲେସିସ ମଧ୍ୟ ହୋଇଯାଇପାରେ । ତେବେ ଏହି କଷ୍ଟରୁ ମୁକ୍ତି ମିଳିବ ପାଇଁ ମୋତେ କଣ କରିବାର ଆବଶ୍ୟକ ହୋଇଥାଏ ।

କିଛି ସମୟ ସେହି ଗ୍ଲାସକୁ ତଳକୁ ରଖୀ ଦିଅନ୍ତୁ ତାପରେ ଦେଖିବେ ସବୁ ଠିକ ହୋଇଯିବ । ଠିକ ସେହି ପରି ଆମ ଜୀବନରେ ବହୁତ ପ୍ରକାର ଟେନସନ ଏହିଭଳି ହିଁ ହୋଇଥାଏ ।

ଏହି ସବୁ ଟେନସନକୁ ମୁଣ୍ଡରେ କିଛି ସମୟ ପର୍ଯ୍ୟନ୍ତ ରଖିବେତ ଠିକ ଅଛି । ଯଦି ସେହି କଥାକୁ ବେସୀ ସମୟ ପର୍ଯ୍ୟନ୍ତ ପୁରାଇକି ରଖିବେ ସେ କଥା ଆପଣଙ୍କୁ ବହୁତ କଷ୍ଟ ଓ ଦୁଃଖ ଦେଇଥାଏ । ଓ ଆପଣଙ୍କ ଟେନସନ କମିବା ପରିବର୍ତେ ଆହୁରି ଅଧିକ ବଢିଯାଇଥାଏ, ଯଦି ସେଇ କଥା ଆହୁରି ଅଧିକ ସମୟ ପର୍ଯ୍ୟନ୍ତ ରଖିବେ ସେ ଆପଣଙ୍କୁ ମେଣ୍ଟାଲି ପାରାଲାଇଜ ମଧ୍ୟ କରିଥାଏ ।

ଆଉ ଆପଣ ଚାହିଁଲେବୀ ଜୀବନରେ ଅଧିକ ସଫଳତା ହାସିଲ କରିପାରିବେ ନହିଁ । ସେଥିପାଇଁ ଯଦି ଆପଣଙ୍କୁ ଏହି ଦୁନିଆରେ ବଡ ହେବାର ଅଛି ସେଇ ବେକାର କଥାକୁ ଓ ଏମିତି ଟେନସନ ଦେଉଥିବା ଲୋକଙ୍କୁ ଯେତେ ଇଗ୍ନୋର କରିବେ ଆପଣ ଜୀବନରେ ଆଗକୁ ବଢିପାରିବେ ।

ଆମେ ଜୀବନରେ ସଫଳତା ପାଇବା ପାଇଁ ରାତି ଦିନ ଚେଷ୍ଟା କରିଥାଉ ଓ ସେଇ ରେସରେ ମଧ୍ୟ ଦୌଡି ଥାଉ । କିନ୍ତୁ ବେକାର ଷ୍ଟ୍ରେସ, ଆନଯାଇଟ, ନେଗେଟିଭିଟି, ଓ ଆଶା ପାଇଁ ଆମେ ହାରି ଯାଇଥାଉ । କିନ୍ତୁ ଜଣେ ସଫଳ ମଣିଷ ଏମିତି ଭୁଲ କେବେବି କରିନଥାଏ ।

ସଫଳ ଲୋକମାନେ ପ୍ରଥମ ନେଗେଟିଭ ଓ ବେକାର ଲୋକ ଯେଉଁ ମମେ ଟେନସନ ଦିଅନ୍ତି ପ୍ରଥମେ ତାଙ୍କୁ ତାଙ୍କ ଜୀବନରୁ ବାହାର କରିଥାନ୍ତି ଓ ଏହି ସବୁ ଜିନିଷ କୁ ଇଗ୍ନୋର କରିବା ପରେ ସଫଳତା ରେସରେ ଭାଗ ନେବା ପାଇଁ ପହଞ୍ଚି ଥାନ୍ତି । ଏହି ରେସରେ ନିଜର ସବୁ କିଛି ଲଗାଇ ଦିଅନ୍ତି ଓ ଶେଥି ପାଇଁ ସେ ମନ ହିସାବରେ ସଫଳତା ମଧ୍ୟ ପାଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *