ଆପଣ ମାନେ ସମସ୍ତେ ପଦ୍ମିନୀ କୋଲ୍ହାପୁରେଙ୍କୁ ଭଲ ଭାବରେ ଜାଣିଥିବେ । ପଦ୍ମିନୀ ୮୦ ଦଶକ ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀଥିଲେ । କଣ ଆପଣ ଜାଣିଛନ୍ତି ପଦ୍ମିନୀ କେବଳ ୧୫ ବର୍ଷ ବୟସରୁ ଅଭିନୟ ଦୁନିଆକୁ ଆସିଥିଲେ ଓ ତାଙ୍କ ଅଭିନୟ ଓ ସୁନ୍ଦରତା ଦ୍ଵାରା ସେ ଏମିତି କିଛି ଫିଲ୍ମ କରିଥିଲେ ଯାହା ଲୋକେ ଆଜୀବି ଦେଖିବା ପସନ୍ଦ କରିଥାନ୍ତି । ପଦ୍ମିନୀ ବଲୀଉଡ ଏମିତି ନା ଯାହାକୁ କେହି କେବେ ଭୁଲି ପାରିବେ ନାହିଁ କିନ୍ତୁ କଣ ଆପଣ ତାଙ୍କ ଝିଅ ବିଷୟରେ କିଛି ଜାଣିଛନ୍ତି ।
ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ତାଙ୍କ ଝିଅ ବିଷୟରେ ତମକୁ କିଛି କହିବାକୁ ଯାଉଛୁ । ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ଘାୟଲ କରୁଥିବା ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀଙ୍କ ଜନ୍ମ ୧ ନଭେମ୍ବର ୧୯୬୫କୁ ମୁମ୍ବାଇରେ ହେଇଥିଲା ।

ତେବେ ମୁମ୍ବାଇରେ ରହିବା ଦ୍ଵାରା ତାଙ୍କ ପାଠ ପଢା ସବୁ କିଛି ମୁମ୍ବାଇରେ ହୋଇଥିଲା ଏହା ଛଡା ପଦ୍ମିନୀ ଚାଇଲ୍ଡ କଳାକାର ଅନୁଯାଇ ଜିନ୍ଦିଗୀ ଫିଲ୍ମରେ ପ୍ରଥମ ଥର ପାଇଁ କାମ କରିଥିଲେ ଏହି ଫିଲ୍ମରେ ତାଙ୍କ ଅଭିନୟ ଦେଖି ତାଙ୍କୁ ବହୁତ ଫିଲ୍ମ ମିଳିଥିଲା କିନ୍ତୁ ଏହା ପରେ ପଦ୍ମିନୀ ବଡ ହେଲେ ଓ ତାଙ୍କ ପ୍ରଥମ ଚଳଚିତ୍ର ଯେଉଁ ଥିରେ ସେ ମୁଖ୍ୟ ଅଭିନେତ୍ରୀ ହୋଇଥିଲେ ତାହା ଥିଲା “ଆହିସ୍ତା ଆହିସ୍ତା” ।

ଏହି ଚଳଚିତ୍ର ପରେ ପଦ୍ମିନୀ ମୁଖ୍ୟ ଅଭିନେତ୍ରୀ ହୋଇଥିଲେ ଓ ଏହା ପରେ ତାଙ୍କ ଜୀବନ ବଦଳି ଯାଇଥିଲା, ତାଙ୍କ ଜୀବନରେ ସେ ବହୁତ ଚଳଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଛନ୍ତି । ତେବେ ପଦ୍ମିନୀ ନିଜ ସମୟରେ ବହୁତ ଚଳଚିତ୍ରରେ ବହୁତ କାମ କରିଛନ୍ତି ଓ ଦର୍ଶକ ତାଙ୍କୁ ଏବେ ବି ଦେଖିବା ପସନ୍ଦ କରୁଛନ୍ତି । ତେବେ ବର୍ତମାନରେ ମଧ୍ୟ ଆସିଥିବା ପାନୀପଥ ଫିଲ୍ମରେ ପଦ୍ମିନୀ ଗୋପିକା ବାଇ ଭାବରେ ଅଭିନୟ କରିଥିଲେ ଓ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ଆଜିବି ବହୁତ ପସନ୍ଦ ଆସିଛି ।

ତେବେ ତାଙ୍କ ବିଷୟରେ ଆପଣ ମାନେ ବହୁତ କଥା ଜାଣିଛନ୍ତି କିନ୍ତୁ କଣ ତାଙ୍କ ଝିଅ ବିଷୟରେ କିଛି ଜାଣିଛନ୍ତି କି, ତେବେ ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ପଦ୍ମିନୀଙ୍କ ନିଜର କୌଣସି ଝିଅ ନାହିଁ କିନ୍ତୁ ସେ ନିଜ ଭଉଣୀ ଝିଅ ଶ୍ରଦ୍ଧା କପୁରକୁ ବହୁତ ଭଲ ପାଆନ୍ତି । ଦୁହିଙ୍କୁ ପ୍ରାୟତଃ ସପିଙ୍ଗ ଓ ଅଲଗା ଜାଗାରେ ଦେଖା ଯାଏ । ଦୁହେଁ ଦୁହିଙ୍କ ସହ ବହୁତ ସମୟ ରୁହନ୍ତି ଓ ଶ୍ରଦ୍ଧା ତାଙ୍କୁ ନିଜ ମା ଭଳି ଭଲ ପାଆନ୍ତି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।