କ୍ଷୀରରେ ହଳଦୀ ମିଶାଇ ପିଇଲେ ଯାହା ହେବ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ- Health Tips

ଆପଣ ମାନେ ସମସ୍ତେ ଏହା ଜାଣିଥିବେ ଯେ ଆମ ସନ୍ତାନ ଧର୍ମରେ ବହୁତ ଶାସ୍ତ୍ର ଉଲ୍ଲେଖ କରା ଯାଇଛି ଏହା ସହ ମଣିଷ କେମିତି ସ୍ଵସ୍ଥ ରହିବ ଆଉ ବହୁତ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବ ତାହା ବିଷୟରେ ମଧ୍ୟ ଆୟୁର୍ବେଦରେ ଲେଖା ହୋଇଛି କିନ୍ତୁ ଆଜିକା ସମୟରେ କାହା ପାଖରେ ସମୟ ନାହିଁ ଯେ ସେ ଘରୋଇ ଉପଚାର କରିବେ ସମସ୍ତଙ୍କୁ ଇଂରାଜୀ ଔଷଧ ଖାଇବା ଅଭ୍ୟାସ ହୋଇ ଯାଇଛି, କଣ ଆପଣ ଏହା ଜାଣିଛନ୍ତି ଯେ ଆମେ ଯେଉଁ ଇଂରାଜୀ ଔଷଧ ସେବନ କରିଥାଉ ତାହା ଆମ ଶରୀରରେ ଗୋଟେ ରୋଗ କମ କଲେ ଅନ୍ୟ ୫ଟି ରୋଗ ବଢାଇଥାଏ ଆଉ ଏହା ଦ୍ଵାରା ଆମେ ଭଲ ହବା ଜାଗାରେ ଆହୁରି ରୋଗୀ ହୋଇଥାଉ ।

ଆସନ୍ତୁ ଜାଣିବା କେମିତି ଆଉ କଣ ଖାଇବା ଉଚିତ ତାହା ମଧ୍ୟ ଜାଣିବା । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଅଧିକ ମସଲା, ତେଲ ଆଉ ମଇଦା ଯୁକ୍ତ ଜିନିଷ ଖାଇବା ଉଚିତ ନୁହ ଏହା ଆମ ସ୍ୱାସ୍ଥ୍ୟ ଖରାପ କରିଥାଏ କିନ୍ତୁ କେବଳ ସୁଆଦ ପାଇଁ ଆମେ ଏହାକୁ ସେବନ କରିଥାଉ ଯାହା ବହୁତ ବଡ ଭୁଲ ହୋଇଥାଏ । ଆମ ଶରୀର କେନ୍ଦ୍ର ଆମ ପେଟ ହୋଇଥାଏ ଯଦି କାହା ପେଟ ଦୁର୍ବଳ ହୋଇଥାଏ ତେବେ ତାକୁ ବହୁତ ପ୍ରକାର ରୋଗ ମାଡି ବସିଥାଏ କିନ୍ତୁ ଯଦି ପେଟ ଭଲ ଅଛି ତେବେ ଆପଣଙ୍କୁ କିଛି ରୋଗ ହବ ନାହିଁ ।

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ହଳଦୀ ଆମ ପାଇଁ ବହୁତ ଗୁଣକାରୀ ହୋଇଥାଏ ଆମ ପୂର୍ବ ପୁରୁଷ ମାନେ ଏହାକୁ ବହୁତ ବ୍ୟବହାର କରୁଥିଲେ । ଏବେ ବି ଯଦି ଆପଣ ନିଜ ଜେଜେମାଙ୍କୁ ପଚାରିବେ ଯେ ମୁଁ ସୁନ୍ଦର କେମିତି ହେବି କଣ ଲଗାଇବା ଉଚିତ କେମିତି କଣ ଲଗାଇଲେ ମୁଁ ଗୋରା ହୋଇଜୀବୀ ତେବେ ଆପଣଙ୍କ ଜେଜେମା ଭଲ ହଳଦୀ ଲଗାଇବା ପାଇଁ କହିବେ । ଆମ ଘରେ ଯେଉଁ ହଳଦୀ ଅଛି ତାହା କେବଳ ହଳଦୀ କଲର ଅଛି ।

ସେଇଟା ହଳଦୀ ନୁହ ଆପଣ ମାର୍କେଟରୁ ଗୋଟା ହଳଦୀ ଆଣି ତାକୁ ବାଟିକି ମୁହଁରେ ଲଗାନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ମିଳିବ । ଏହା ଛଡା ସବୁଠାରୁ ଭଲ ଉପାୟ ଆପଣ ସବୁଦିନ ରାତିରେ ଶୋଇବା ଘଣ୍ଟେ ଆଗରୁ ହଳଦୀ କ୍ଷୀର ସେବନ କରି ଶୋଇବାକୁ ଯାନ୍ତୁ ଦେଖିବେ ଆପଣଙ୍କ ଶରୀରକୁ ବହୁତ ବଳ ମିଳିବ ଯାହା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାର ରୋଗ ହବ ନାହିଁ । ବହୁତ ଲୋକଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ହୋଇଥାଏ ଆପଣ କେବଳ ଦୁଇ ମାସ ହଳଦୀ କ୍ଷୀର ସେବନ କରନ୍ତୁ ।

ତା ପରେ ଦେଖିବେ ଆପଣଙ୍କୁ ବହୁତ ଭଲ ଅନୁଭବ ହବ ଦରଜ କିଛି ହବ ନାହିଁ ଆପଣ ଚଳା ବୁଲା ସହ ଦଉଡି ପାରିବେ । ଯେଉଁ ମାନଙ୍କୁ ମଧୁମେହ ସମସ୍ୟା ଅଛି ସେ କେବଳ ୩ ମାସ କ୍ଷୀର ହଳଦୀ ସେବନ କରନ୍ତୁ ମଧୁମେହ ସବୁଦିନ ପାଇଁ ସମାପ୍ତ ହୋଇଯିବ । ଆପଣଙ୍କୁ ଗୋଟେ କଥା ଧ୍ୟାନ ରଖିବାର ହବ କ୍ଷୀର ଗାଇର ହବା ଉଚିତ ଯଦି ଖାଣ୍ଟି କ୍ଷୀର ପାଉଛନ୍ତି ତାହେଲେ ସବୁଠାରୁ ଉତ୍ତମ ଅଟେ ।

Leave a Reply

Your email address will not be published. Required fields are marked *