ଖୁସି ହେଲେ ଶନିଦେବ, ଦୀର୍ଘ 21 ବର୍ଷ ପର୍ଯ୍ୟନ୍ତ ଏହି 6ଟି ରାଶିରେ କରିବେ ଧନର ବର୍ଷା… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ

ମଣିଷ ଜୀବନରେ କିଛି ନ କିଛି ଘଟଣା ଘଟି ଯାଇଥାଏ ଯାହାର କାରଣ ଗ୍ରହ ମାନଙ୍କର ପରିବର୍ତ୍ତନ ହୋଇଥାଏ । କିନ୍ତୁ ଏଠାରେ ଆମେ କହି ରଖୁଚୁ ପ୍ରତେକ ଗ୍ରହ ମାନଙ୍କର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ଭାବେ ମାନାଯାଏ । ତାଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ଅସିମ ଖୁସି ଆସିଥାଏ । କିନ୍ତୁ ତାଙ୍କର କୁ-ଦ୍ରୁଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ସମସ୍ଯା ଆସିଥାଏ । ତେବେ ଦୀର୍ଘ ୨୧ ବର୍ଷ ଯାଏଁ କିଛି ରାଶି ମାନଙ୍କ ଉପରେ ଶନିଦେବ ପ୍ରସନ୍ନ ରହିବେ । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଭଗବାନ ଶନିଦେବ ଆପଣଙ୍କ ଉପରେ ଖୁସି ହେବେ । ଆପଣଙ୍କୁ ଏବେ ଚିନ୍ତା କରିବାର କିଛି ଦରକାର ନାହି । କାରଣ ପ୍ରଭୁ ଶନିଙ୍କର ଆପଣଙ୍କର ଉପରେ ଅସୀମ କୃପା ଲାଭ ହେବ । ଏହା ପୁଣି ସଂପୂର୍ଣ୍ଣ ୨୧ ବର୍ଷ ଯାଏଁ । ଧନର ଅଭାବ ରହିବ ନାହି । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । କିନ୍ତୁ ଏଥିରେ ଗୋଟିଏ ସର୍ତ୍ତ କି ଆପଣଙ୍କୁ ଭଗବାନଙ୍କ ଉପରେ ଭରସା କରିବାକୁ ହେବ ।

ସିଂହ ରାଶି : ଆପଣଙ୍କ ଉପରେ ଶନିଦେବ ଙ୍କ କୃପା ବର୍ଷିବାକୁ ଯାଉଛି । ଆପଣଙ୍କ ଉପରେ କୌଣସି ପ୍ରକାରର ଆତ୍ମବିଶ୍ଵାସର ଅଭାବ ରହିବ ନାହି । ସବୁ ମନସ୍କାମନା ପୂରଣ ହେବ । କିନ୍ତୁ ଧ୍ୟାନ ରଖିବାକୁ ହେବ ଆପଣଙ୍କୁ ସଂପୂର୍ଣ୍ଣ ପରିଶ୍ରମ ଓ ଧ୍ୟାନ ଦେଇ ନିଜର କାମ ଉପରେ ଧ୍ୟାନ ଦେବା ଦରକାର ।

କନ୍ୟା ରାଶି : ଆପଣଙ୍କର ଉଧାର ଶନି ମହାରାଜ କରିବେ । କିନ୍ତୁ ଗୋଟେ ସର୍ତ୍ତ ରହିଛି ଆପଣଙ୍କୁ ନିଜର ସମୟ ଜୀବନ ସତହୀଙ୍କ ସହ ବ୍ଯତୀତ କରିବାକୁ ହେବ । ତେବେ ଯାଇ ଶନିଦେବ ଙ୍କ କୃପା ଦ୍ଵାରା ଆପଣଙ୍କର ସାରା ଜୀବନ ସୁଖମୟ ରହିବ । ଅଟକି ରହିଥିବା କାମ ପୂରଣ ହେବ ।

ତୁଳା ରାଶି : ସଫଳତା ଆପଣଙ୍କ ଦ୍ଵାରାରେ ରହିଛି । ସେଥିପାଇଁ ବାଦ ବିବାଦ ରୁ ଦୂରେଇ ରୁହନ୍ତୁ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ଲାଭ ରହିବ । ବ୍ୟର୍ଥ କାମରୁ ନିବୃତ୍ତ ହୋଇ ନିଜ କାମରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ । ସଂପୂର୍ଣ୍ଣ ୨୧ ବର୍ଷ ଯାଏଁ ଆପଣଙ୍କ ଜୀବନରେ ସୁଖ ଲାଗି ରହିବ ।

କର୍କଟ ରାଶି : ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହି କାରଣ ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଧନର ଅଭାବ ହେବ ନାହି । ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ଅଟକି ରହିଥିବା କାମ ଆରମ୍ଭ ହେବ ।

କୁମ୍ଭ ରାଶି : ଆପଣଙ୍କର ଜୀବନ ସାଥିଙ୍କ ସହ ସମ୍ପର୍କ ମଜବୁତ ରହିବ । ନୂଆ ବାହନ କିଣିବା ସହ ଧାର୍ମିକ ଯାତ୍ରା କରିବେ । ଘରେ ସୁଖ ଶାନ୍ତି ଲାଗି ରହିବ । ଯଦି ଆପଣଙ୍କର ବିବାହ ହୋଇ ନାହି ତେବେ ମାତା ପିତାଙ୍କ ସହ ସମୟ ବ୍ଯତୀତ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *